୩ ଲକ୍ଷ ୭୦ ହଜାର ଫାଇନ,ବସ ଜବତ  ।

୩ ଲକ୍ଷ ୭୦ ହଜାର ଫାଇନ,ବସ ଜବତ ।

ଫୋକସ ପ୍ଲସ 24/4(ସୁନ୍ଦରଗଡ଼):ବସ କୁ ୩ ଲକ୍ଷ ୭୦ ହଜାର ଫାଇନ , ବସ ଜବତ ।ଝାରଖଣ୍ଡ ର କୁର୍ଡେଗ କୁ ବାହାଘର ବରାତ ଯାଇ ଫେରୁଥିବା ବେଳେ ପରିବହନ ବିଭାଗ ଯାଞ୍ଚ ରେ ଧରା ପଡି ୩ ଲକ୍ଷ ୭୦ ହଜାର ଟଙ୍କା ର ଫାଇନ ହୋଇଛି ବରଗଡ଼ ର ଏକ ଘରୋଇ ବସକୁ । ସୂଚନା ଅନୁସାରେ ସୁନ୍ଦରଗଡ ପରିବହନ ବିଭାଗ ଇନ୍ସପେକଟର ( ଟ୍ରାଫିକ ) ଜିତେନ୍ଦ୍ର କୁମାର ମୁର୍ମୁ ତାଙ୍କ ଟିମ୍ ସହିତ ସଦର ଥାନା କରମଡିହି ନିକଟରେ ଯାଞ୍ଚ କରୁଥିବା ବେଳେ ରାତି ପ୍ରାୟ ୧୧ଟା ବେଳେ ଦେବଗଡ଼ ରୁ ଝାରଖଣ୍ଡ କୁର୍ଡେଗ କୁ ବରାତି ଯାଇ ଫେରୁଥିବା ବେଳେ କ୍ରୀଷ୍ଣାଜୀ ନାମକ ଯାତ୍ରୀବାହି ବସ ଓଡି ୨୮ ଏ ୨୫୨୬ କୁ ଅଟକାଇ ଯାଞ୍ଚ କଲା ବେଳକୁ ବସ ର insurance, fitness, Pollution ଏବଂ tax କିଛି ବି କାଗଜ ପତ୍ର ନଥିବା ବେଳେ ଗାଡ଼ିଟି off-road ରହିଛି । ଯାହା ପାଇଁ ୩ ଲକ୍ଷ ୭୦ ହଜାର ୬୭୨ ଟଙ୍କା ଫାଇନ କରିବା ସହ ଗାଡ଼ିଟି ଜବତ କରାଯାଇଛି ।
ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ,ଫୋକସ ପ୍ଲସ I

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…
ପାକିସ୍ତାନକୁ ସାହାଯ୍ୟର ହାତ ବଢାଇଲା ଚୀନ

ପାକିସ୍ତାନକୁ ସାହାଯ୍ୟର ହାତ ବଢାଇଲା ଚୀନ

ଫୋକସ ପ୍ଲସ 4/3/2023 (ବ୍ୟୁରୋ): ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ |ବିଶ୍ୱର ସମସ୍ତ ଦେଶ ଏବେ ପାକିସ୍ତାନକୁ ସାହାଯ୍ୟ କରିବାକୁ ମନା କରୁଥିବା ବେଳେ…

Leave a Reply

Your email address will not be published. Required fields are marked *