୩ ଲକ୍ଷ ୭୦ ହଜାର ଫାଇନ,ବସ ଜବତ  ।

୩ ଲକ୍ଷ ୭୦ ହଜାର ଫାଇନ,ବସ ଜବତ ।

ଫୋକସ ପ୍ଲସ 24/4(ସୁନ୍ଦରଗଡ଼):ବସ କୁ ୩ ଲକ୍ଷ ୭୦ ହଜାର ଫାଇନ , ବସ ଜବତ ।ଝାରଖଣ୍ଡ ର କୁର୍ଡେଗ କୁ ବାହାଘର ବରାତ ଯାଇ ଫେରୁଥିବା ବେଳେ ପରିବହନ ବିଭାଗ ଯାଞ୍ଚ ରେ ଧରା ପଡି ୩ ଲକ୍ଷ ୭୦ ହଜାର ଟଙ୍କା ର ଫାଇନ ହୋଇଛି ବରଗଡ଼ ର ଏକ ଘରୋଇ ବସକୁ । ସୂଚନା ଅନୁସାରେ ସୁନ୍ଦରଗଡ ପରିବହନ ବିଭାଗ ଇନ୍ସପେକଟର ( ଟ୍ରାଫିକ ) ଜିତେନ୍ଦ୍ର କୁମାର ମୁର୍ମୁ ତାଙ୍କ ଟିମ୍ ସହିତ ସଦର ଥାନା କରମଡିହି ନିକଟରେ ଯାଞ୍ଚ କରୁଥିବା ବେଳେ ରାତି ପ୍ରାୟ ୧୧ଟା ବେଳେ ଦେବଗଡ଼ ରୁ ଝାରଖଣ୍ଡ କୁର୍ଡେଗ କୁ ବରାତି ଯାଇ ଫେରୁଥିବା ବେଳେ କ୍ରୀଷ୍ଣାଜୀ ନାମକ ଯାତ୍ରୀବାହି ବସ ଓଡି ୨୮ ଏ ୨୫୨୬ କୁ ଅଟକାଇ ଯାଞ୍ଚ କଲା ବେଳକୁ ବସ ର insurance, fitness, Pollution ଏବଂ tax କିଛି ବି କାଗଜ ପତ୍ର ନଥିବା ବେଳେ ଗାଡ଼ିଟି off-road ରହିଛି । ଯାହା ପାଇଁ ୩ ଲକ୍ଷ ୭୦ ହଜାର ୬୭୨ ଟଙ୍କା ଫାଇନ କରିବା ସହ ଗାଡ଼ିଟି ଜବତ କରାଯାଇଛି ।
ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ,ଫୋକସ ପ୍ଲସ I

Related post

ଡ୍ରାଇଭର ମହାସଂଘ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦେଲେ ଦାବିପତ୍ର I

ଡ୍ରାଇଭର ମହାସଂଘ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦେଲେ ଦାବିପତ୍ର…

ଫୋକସ ପ୍ଲସ 14/4 (ସୁନ୍ଦରଗଡ଼): ସୁନ୍ଦରଗଡ଼ ଓଡ଼ିଶା ଡ୍ରାଇଭର ମହାସଂଘ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦେଲେ ଦାବିପତ୍ର I ରାଜ୍ୟବ୍ୟାପୀ ସଂଘର୍ଷ କରୁଥିବା ଗାଡ଼ି ଡ୍ରାଇଭର…

Leave a Reply

Your email address will not be published.