ଆଖୁ ଚାଷ କରି, ଦୁଃଖରେ ଚାଷୀ ।

ଆଖୁ ଚାଷ କରି, ଦୁଃଖରେ ଚାଷୀ ।

ଫୋକସ ପ୍ଲସ 24/4(ଢେଙ୍କାନାଳ): ଆଖୁ ଚାଷ କରି ଚାଷୀ ଉପକୃତ ହେବାପାଇଁ, ଚାଷୀ ନିଜର ଉତ୍ତମ ପ୍ରୟାସ ଜାରି ରଖିଥିବା ବେଳେ, ଆଖୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିବା ଭଳି ଦେଖିବାକୁ ମିଳିଛି । ହେଲେ ବୈଶାଖ ମାସର ଖରା ଦିନରେ ଚାଷୀଙ୍କ ପାଇଁ ପାଣିର ସଙ୍କଟ କମିଯାଛି। ତେବେ ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତ ଅଧିନରେ ଥିବା କୁସୁମୁଣ୍ଡିଆ ଗ୍ରାମ ର ରବି ନାଏକ,ପ୍ରଭାକର ନାଏକ,ଲୋଚନ ନାଏକ,ଦିଲ୍ଲୀପ ନାଏକ ଏହି ଚାରି ଜଣ ଚାଷୀ ମିଳିତ ଭାବେ ଏକ ଆଖୁ ଚାଷ କରୁଛନ୍ତି। ଧାନ ଚାଷ କରି ନିଜେ ନିଜର ଉତ୍ତମ ଚାଷ କରି ଚାଷୀ ମାନେ ଉପକୃତ ହୋଇଥାନ୍ତି। ଧାନ ଚାଷ ସରିଲା ପରେ ସେହି ଚାଷୀ ମିଳିତ ଭାବରେ ଏକ ଆଖୁଚାଷୀ କରିଥିଲେ। ହେଲେ ଦୁଃଖର କଥା , ଚାଷୀ ଏଠି ଉପକୃତ ହେବା ପୂର୍ବରୁ ଖରା ଦିନରେ ଚାଷୀଙ୍କ ପାଇଁ ପାଣିର ଅଭାବ ଦେଖିବାକୁ ମିଳିଥାଏ। ତେବେ ବ୍ଲକ୍ ପ୍ରଶାସନ ତରଫରୁ ଏହି ଚାଷୀ ଙ୍କ ପାଇଁ ପାଣି ଏବଂ କିଟ ନାଶକ ଔଷଧ ଯୋଗାଇ ଦେଲେ ଚାଷୀ ମାନେ ଉପକୃତ ହେବେ ବୋଲି ଚାଷୀ ମାନେ କହିଛନ୍ତି।

କଙ୍କଡ଼ାହାଡ଼ ରୁ ପ୍ରବୀଣ ନାଏକ ଙ୍କ ରିପୋର୍ଟ ଫୋକସ ପ୍ଲସ।

 

Related post

ପୋଖରୀ ଭିତରେ କିଆରୀ ଏବଂ ବନ୍ଧ ଖୋଳି ଲକ୍ଷାଧିକ ଟଙ୍କା ହଡ଼ପ ଉଦ୍ୟମ I

ପୋଖରୀ ଭିତରେ କିଆରୀ ଏବଂ ବନ୍ଧ ଖୋଳି ଲକ୍ଷାଧିକ ଟଙ୍କା ହଡ଼ପ…

ଫୋକସ ପ୍ଲସ 27/4( ଢେଙ୍କାନାଳ): କେନ୍ଦ୍ର ସରକାରଙ୍କ ଏକ ଉନ୍ନତ ଯୋଜନା ହେଉଛି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା I ଦେଶର ବିକାଶ କରିବା ପାଇଁ…
୨ ଟି ଦେଶୀ ବନ୍ଧୁକ ସହ ଧନୁତୀର ଜବତ ,୩ ଜଣ ଗିରଫ I

୨ ଟି ଦେଶୀ ବନ୍ଧୁକ ସହ ଧନୁତୀର ଜବତ ,୩ ଜଣ…

ଫୋକସ ପ୍ଲସ 16/4 (ଢେଙ୍କାନାଳ):ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କରଡାପାଳ ଗାଁ ପାଖ ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରୁ ତିନି ଜଣ ଜନ୍ତୁ ଶିକାରୀଙ୍କ ସହ ଦୁଇଟି ଦେଶୀ…

Leave a Reply

Your email address will not be published. Required fields are marked *