ପୋଖରୀ ଭିତରେ କିଆରୀ ଏବଂ ବନ୍ଧ ଖୋଳି ଲକ୍ଷାଧିକ ଟଙ୍କା ହଡ଼ପ ଉଦ୍ୟମ I

ପୋଖରୀ ଭିତରେ କିଆରୀ ଏବଂ ବନ୍ଧ ଖୋଳି ଲକ୍ଷାଧିକ ଟଙ୍କା ହଡ଼ପ ଉଦ୍ୟମ I

ଫୋକସ ପ୍ଲସ 27/4( ଢେଙ୍କାନାଳ): କେନ୍ଦ୍ର ସରକାରଙ୍କ ଏକ ଉନ୍ନତ ଯୋଜନା ହେଉଛି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା I ଦେଶର ବିକାଶ କରିବା ପାଇଁ ଏବଂ ସବୁ ଶ୍ରମିକ ଲୋକଙ୍କୁ କାମ ଦେବା ଉଦେଶ୍ୟରେ ଏହି ଯୋଜନାଟି କାର୍ଯ୍ୟକାରୀ କରାଯାଇଥିଲା I ହେଲେ କିଛି ପଂଚାୟତର ସରପଞ୍ଚ ତାଙ୍କର କର୍ମୀ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି କାମକୁ ଶ୍ରମିକ ମାନଙ୍କ ଜରିଆରେ ନ କରି ମେସିନ ମାଧ୍ୟମରେ କରନ୍ତି ଏବଂ ଶ୍ରମିକ ମାନଙ୍କ ନାମରେ ଟଙ୍କା ଉଠାଇ ହଡ଼ପ କରନ୍ତି I ଆଉ କେତେକ ସ୍ଥାନରେ କମ କାମ କରି ବହୁ ଅଧିକ ବିଲ କରିଥିବାର ନଜରକୁ ମଧ୍ୟ ଆସିଥାଏ I ଆଜି ଏମିତି କିଛି ଦୁର୍ନୀତିର ପରଦା ଫାର୍ସ କରିବାକୁ ଆମେ ଯାଉଛୁ I ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ଗ୍ରାମ ପଂଚାୟତର କିଛି NRGS କାମ ହୋଇଛି ଯାହା ଆପଣ ପୂର୍ବରୁ କେବେ ଦେଖିନଥିବେ I

ସେହିପରି ନୂଆପାଟଣା ଗ୍ରାମ ପୋଖରୀରେ ପୋଖରୀ ଭିତରେ ଛୋଟିଆ ବନ୍ଧ ଖୋଳି ଟଙ୍କା bill କରିବାକୁ ଉଦ୍ୟମ କରାଯାଇଛି, ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଲାଯେ ପୋଖରୀ ଖୋଳା ଯାଏ ତାକୁ ଗଭୀର କରିବାକୁ ହେଲେ ଏଠି ପୂର୍ବ ବର୍ଷ କିଛି ଖୋଳି bill କରାଯାଇଥିବା ପୋଖରୀ ଭିତରେ ଆଉ ଏକ ପୋଖରୀ ଖୋଳି ହୁଡ଼ା ଦିଆଯାଇଛି I

ହିନ୍ଦୋଳରୁ ଧବଳ ପ୍ରସାଦ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ଆଖୁ ଚାଷ କରି, ଦୁଃଖରେ ଚାଷୀ ।

ଆଖୁ ଚାଷ କରି, ଦୁଃଖରେ ଚାଷୀ ।

ଫୋକସ ପ୍ଲସ 24/4(ଢେଙ୍କାନାଳ): ଆଖୁ ଚାଷ କରି ଚାଷୀ ଉପକୃତ ହେବାପାଇଁ, ଚାଷୀ ନିଜର ଉତ୍ତମ ପ୍ରୟାସ ଜାରି ରଖିଥିବା ବେଳେ, ଆଖୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିବା…
୨ ଟି ଦେଶୀ ବନ୍ଧୁକ ସହ ଧନୁତୀର ଜବତ ,୩ ଜଣ ଗିରଫ I

୨ ଟି ଦେଶୀ ବନ୍ଧୁକ ସହ ଧନୁତୀର ଜବତ ,୩ ଜଣ…

ଫୋକସ ପ୍ଲସ 16/4 (ଢେଙ୍କାନାଳ):ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କରଡାପାଳ ଗାଁ ପାଖ ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରୁ ତିନି ଜଣ ଜନ୍ତୁ ଶିକାରୀଙ୍କ ସହ ଦୁଇଟି ଦେଶୀ…
ବିଜୟୱାଡାରେ ନାବାଳିକାର  ମୃତଦେହ,  ଯୌନ ଶୋଷଣ ପୋଲିସ ସନ୍ଦେହ କରୁଛି  ମାମୁଁଙ୍କ ଦ୍ୱାରା ହତ୍ୟା I

ବିଜୟୱାଡାରେ ନାବାଳିକାର ମୃତଦେହ, ଯୌନ ଶୋଷଣ ପୋଲିସ ସନ୍ଦେହ କରୁଛି ମାମୁଁଙ୍କ…

ଆନ୍ଧ୍ରପ୍ରଦେଶର ବିଜୟୱାଡାର କେସରା ଗ୍ରାମ ନିକଟସ୍ଥ କ୍ଷେତରୁ ପୋଲିସ ଏକ 11 ବର୍ଷର ବାଳିକାଙ୍କ ମୃତଦେହ ଉଦ୍ଧାର କରିଛି। ଫେବୃଆରୀ 9, ବୁଧବାର ଦିନ ଆନ୍ଧ୍ରପ୍ରଦେଶର ବିଜୟୱାଡା ଅନ୍ତର୍ଗତ…

Leave a Reply

Your email address will not be published. Required fields are marked *