ଅଚାନକ ଆସିଲା ଉଡେଇନେଲା ।

ଅଚାନକ ଆସିଲା ଉଡେଇନେଲା ।

ଫୋକସ ପ୍ଲସ 2/5/22(କନ୍ଧମାଳ):କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ କାଳ ବୋଇସାକ୍ଷୀ ର ତାଣ୍ଡବ ଖେଳିଛି ।ଯାହାରି ଫଳରେ ବାଲିଗୁଡା NAC ଦଣ୍ଡପଦର ୪ ନମ୍ବର ୱାର୍ଡ ର ଝୁମୁକି ନାୟକ ଙ୍କ ଘର ୫ ନମ୍ବର ୭ ନମ୍ବର ଓ ଅନେକ ୱାର୍ଡ ର ଘର ଭାଙ୍ଗିଥିବା ଏବଂ ଗଛ ଭାଙ୍ଗିଥିବା ର ଦେଖିବାକୁ ଦେଖିବାକୁ ମିଳିଛି ।ଘରେ କେବଳ ମା ପୁଅ ଦୁଇଜଣ ରୁହନ୍ତି।ତାଙ୍କର ଆଉ କେହି ନାହାନ୍ତି ।ଅତୀ ଗରିବ ପରିବାର ପୁଅ କୋୖଣସି କାମ ଧନ୍ଦା କରି ପାରନ୍ତି ନାହିଁ । କାରଣ ଅନେକ ବର୍ଷ ତଳେ ଗାଡି ଏକ୍ସଡେଣ୍ଟ ରେ ଗୋଡ ଭାଙ୍ଗିଯାଇଥିଲା ଗୋଡ଼ରେ ରଡ଼ ଲାଗିଥିବାରୁ ସେ କିଛି କାମକରିପାରନ୍ତି ନାହିଁ । ମା କୁଲି ମଜୁରୀ କରି ଆଣିଲେ ଦୁହେଁ ପେଟ ପୋସି ଥାଆନ୍ତି ।ଏଇ ଭଳି ଜୀବନ କାଟିବା ସମୟରେ ଦାଉ ସାଜିଲା କାଳ ବୋଇସାକ୍ଷୀ ଦେଖିବାକୁ ଘର ବୁଡ଼ିଆଣ୍ଠୁଏ ପାଣି । ଏଣୁ କରି ସରକାର ଏଇ ଗରିବ ପରିବାର ପ୍ରତି ତୁରନ୍ତ ପଦକ୍ଷେପ ନେଲେ ପରିବାର ଉପକୃତ ହେବେ ।ବାଲିଗୁଡା ରୁ ଜୋତି ପ୍ରକାଶ ସାମନ୍ତରାୟ ଙ୍କ ରିପୋର୍ଟ ଫୋକସ ପ୍ଲସ I

Related post

Leave a Reply

Your email address will not be published. Required fields are marked *