ଭୁବନେଶ୍ୱର କଳିଙ୍ଗନଗର ଶିବ ମନ୍ଦିର ପାଖ କାଜୁ ଜଙ୍ଗଲ ମଧ୍ୟରୁ ଝୁଲନ୍ତା ଶବ ଜବତ I

ଭୁବନେଶ୍ୱର କଳିଙ୍ଗନଗର ଶିବ ମନ୍ଦିର ପାଖ କାଜୁ ଜଙ୍ଗଲ ମଧ୍ୟରୁ ଝୁଲନ୍ତା ଶବ ଜବତ I

ବର୍ତ୍ତମାନ ର ବଡଖବର ଯାହା ଆସି ପହଞ୍ଚିଛି ଭୁବନେଶ୍ୱର ସ୍ଥିତ କଳିଙ୍ଗନଗର ଶିବମନ୍ଦିର ପାଖ କାଜୁ ଜଙ୍ଗଲ ମଧ୍ୟରୁ ଝୁଲନ୍ତା ଶବ ଉଦ୍ଧାର I ପାରିପ୍ରାଶିକ ଅବସ୍ଥା ଦେଖି ବା ପ୍ରତ୍ୟକ୍ଷ ଦର୍ଶିଙ୍କ କହିବା ଅନୁସାରେ କେତେକ ଙ୍କ ମତ ପ୍ରକାଶ କରୁଛନ୍ତି ଯେ ସେ ନିଜେ ଆତ୍ମହତ୍ୟା କରିଛି କିମ୍ବା ତାଙ୍କୁ ମାରି ଦିଆଯାଇ ଗଛରେ ଟାଙ୍ଗି ଦିଆ ଯାଇଛି I ଏବଂ ଏହା ସୁଦ୍ଧା ମୃତ ଯୁବକଙ୍କର ପରିଚୟ ମଧ୍ୟ ଜଣାପଡ଼ିନାହିଁ I ଏବେ ପାଇଁ ମଧ୍ୟ ତଦନ୍ତ ଜାରି ରହିଛି I ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଆଗକୁ ଜଣାପଡିବ I
ଭୁବନେଶ୍ୱର ରୁ ମଧୁସୂଦନ ମିଶ୍ର ରିପୋର୍ଟ I

Related post

ବ୍ରିଜ୍ ରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା  I

ବ୍ରିଜ୍ ରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା I

ଫୋକସ ପ୍ଲସ 16/4 (ଚାନ୍ଦବାଲି): ବୈତରଣୀ ବ୍ରିଜ୍ ରୁ ଡେଇଁ ଛାତ୍ରୀ ନିଖୋଜ ଘଟଣା, ଛାତ୍ରୀଙ୍କ ମୃତ ଦେହ ନଦୀରୁ ଉଦ୍ଧାର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାଜକନିକାକୁ ସଂଯୋଗ…

Leave a Reply

Your email address will not be published. Required fields are marked *