
୨୫ କିଲୋଗ୍ରାମ ହରିଣ ମାଂସ ଜବତ ।
- Breaking newsଅପରାଧଦେଶ ବିଦେଶରାଜ୍ୟ
- May 8, 2022
- No Comment
- 246
ଫୋକସ ପ୍ଲସ 8/5/22 (ବାଲେଶ୍ୱର): ହରିଣ ମାଂସ ଚୋର ଚାଲାଣ ବେଳେ ଜବତ କଲା ବନ ବିଭାଗ। କେନ୍ଦ୍ରାପଡ଼ା ରୁ ପାରାଦ୍ବିପକୁ ହରିଣ ମାଂସ ଚାଲଣ ହେଉଥିବା ବେଳେ ଭୂତମୁଣ୍ଡେଇ ନିକଟରୁ କୁଜଙ୍ଗ ବନ ବିଭାଗ ୨୫କେଜି ହରିଣ ମାଂସ ଜବତ, କେନ୍ଦ୍ରାପଡ଼ା ଜିଲ୍ଲା ଖରିନାଶି ଅଞ୍ଚଳର ଗୋପାଳ ମଣ୍ଡଳ ନାମକ ଯୁବକ ଏକ ସ୍କୁଟି ୨୫କେଜି ହରିଣ ମାଂସ ନେଇ ଆସୁଥିବା ବେଳେ ବନ ବିଭାଗ ଜବତ କରିଛି, ଏହି ହରିଣ ମାଂସ ବେପାର ରେ ଆଉ କେଉଁମାନେ ଜଡ଼ିତ ଅଛନ୍ତି ବନ ବିଭାଗ ତଦନ୍ତ କରୁଥିବା କୁଜଙ୍ଗ ବନଅଧିକାରୀ ସୂଚନା ଦେଇଛନ୍ତି।
ପାରାଦ୍ବିପରୁ ମନୋଜ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ I