୨୫ କିଲୋଗ୍ରାମ ହରିଣ ମାଂସ ଜବତ ।

୨୫ କିଲୋଗ୍ରାମ ହରିଣ ମାଂସ ଜବତ ।

ଫୋକସ ପ୍ଲସ 8/5/22 (ବାଲେଶ୍ୱର): ହରିଣ ମାଂସ ଚୋର ଚାଲାଣ ବେଳେ ଜବତ କଲା ବନ ବିଭାଗ। କେନ୍ଦ୍ରାପଡ଼ା ରୁ ପାରାଦ୍ବିପକୁ ହରିଣ ମାଂସ ଚାଲଣ ହେଉଥିବା ବେଳେ ଭୂତମୁଣ୍ଡେଇ ନିକଟରୁ କୁଜଙ୍ଗ ବନ ବିଭାଗ ୨୫କେଜି ହରିଣ ମାଂସ ଜବତ, କେନ୍ଦ୍ରାପଡ଼ା ଜିଲ୍ଲା ଖରିନାଶି ଅଞ୍ଚଳର ଗୋପାଳ ମଣ୍ଡଳ ନାମକ ଯୁବକ ଏକ ସ୍କୁଟି ୨୫କେଜି ହରିଣ ମାଂସ ନେଇ ଆସୁଥିବା ବେଳେ ବନ ବିଭାଗ ଜବତ କରିଛି, ଏହି ହରିଣ ମାଂସ ବେପାର ରେ ଆଉ କେଉଁମାନେ ଜଡ଼ିତ ଅଛନ୍ତି ବନ ବିଭାଗ ତଦନ୍ତ କରୁଥିବା କୁଜଙ୍ଗ ବନଅଧିକାରୀ ସୂଚନା ଦେଇଛନ୍ତି।

ପାରାଦ୍ବିପରୁ ମନୋଜ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ I

 

 

Related post

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

କଳାହାଣ୍ଡି ଜିଲ୍ଲା ମରାମପୁର ବ୍ଲକ ତୁଜୁଙ୍ଗ ରେ ଥିବା ଶ୍ରୀ ଏଜୁକେସନ କଲେଜ କୁ ନେଇ ଏଥର ମାଓ ବାଦୀ ଙ୍କ ଧମକ ପୁର୍ଣ ପୋଷ୍ଟର I କଲେଜ…
ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା ଅଭିଯୋଗ ଆସିଛି ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି ପଞ୍ଚାୟତ ଚକ୍ର ପଡ଼ା ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି…
ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଫୋକସ ପ୍ଲସ 8/5/22 (ଚାନ୍ଦବାଲି):ମେଡ଼ିକାଲ ଅଛି କିନ୍ତୁ ତାଲା ପଡ଼ିଛି, ରୋଗୀ ଅଛନ୍ତି କିନ୍ତୁ ମେଡିକାଲରେ ଡାକ୍ତର ନାହାନ୍ତି।  ଏଠି ନାଁ ଅଛନ୍ତି ଡାକ୍ତର ନାଁ ଡାକ୍ତରଙ୍କ ସହଯୋଗୀ…

Leave a Reply

Your email address will not be published.