ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା ଅଭିଯୋଗ ଆସିଛି ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି ପଞ୍ଚାୟତ ଚକ୍ର ପଡ଼ା

ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି ପଞ୍ଚାୟତ ଚକ୍ର ପଡ଼ାରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା ବୋହୂ ନିର୍ଯାତନା ସହି ନ ପାରି ବିଷ ପିଇ ଆତ୍ମହତ୍ୟା କରିଛି ଅଭିଯୋଗ ଆଣଛନ୍ତି ବାପ ଘର ଲୋକ I ତେବେ ବଡ଼ ତୋଟା ଗ୍ରାମ ର ପ୍ରଫୁଲ୍ଲ କାଣ୍ଡି ଙ୍କ ଏକ ମାତ୍ର ସୁକନ୍ୟା ସତ୍ୟ ଭାମl କlଣ୍ଡି ବୈଦ୍ଧିକ ରିତି ରେ ୭,୭, ୨୦୨୧ତାରିଖ ରେ ବିବାହ କରିଥିଲେ ଚକ୍ର ପଡ଼ା ର ପ୍ରିତବlସବେଜ। ଙ୍କ ଏକ ମାତ୍ର ପୁଅ ଜିଜୟ ବେଜ ଙ୍କୁ ବିବାହ କରିଥିଲେ
ଡିମାଟ୍ ବାବଦ ରେ ଏକଲକ୍ଷ ଟଙ୍କା ଏବଂ ଚେନ ମୁଦି ନେଇଥିଲେ ସବୁ ଠିକ୍ ଠାକ୍ ଚଲିଥିଲl କିନ୍ତୁ ହଟାତ୍ ଝିଅ ଟି ବିଷ ପିଇଥିଲେ ଏବଂ ପରବର୍ତ୍ତୀ ମୁହୂର୍ତ୍ତ ରେ ତାଙ୍କୁ ପୁରୀ ମୂଖ୍ୟ ଡାକ୍ତର ଖାନl ନେଇଥିଲେ ଆଉ ତାପରେ ଏମସ୍ ରୁ ସମ୍ ପକା ଯାଇଥିଲl ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଛି
ଏହି ପରିପେଖିରେ ତାଙ୍କ ଘର ଲୋକ
ଯୌତୁକ ନିର୍ଯାତନା ଦାବି ଆଣିଛନ୍ତି ଶଶୁର ଘର ଉପରେ ଏବଂ ସତ୍ୟ ବାଦୀ ଥାନା ରେ ଏକ ମାମଲା ରୁଜୁ ହୋଇଛି
ସତ୍ୟ ବାଦୀ ଥାନା ଅଧିକାରୀ ପୁଅ ର ମା ଅଲି ବେଜ ଙ୍କୁ ଗିରଫ କରି ପଚରା ଉଚରା ଜାରି ରଖିଛି
ତେବେ ଏହାର ସତ୍ୟା ସତ୍ୟ କଣ ରହିଛି ଅଧିକ ତଦନ୍ତ ରୁ ଜଣା ପଡ଼ିବ I

ସତ୍ୟବାଦୀ ରୁ ମନୋଜ ବାରିକ୍ ଙ୍କ ରିପୋର୍ଟ ଫୋକାସ ପ୍ଲସ ଓଡ଼ିଶା

 

Related post

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

କଳାହାଣ୍ଡି ଜିଲ୍ଲା ମରାମପୁର ବ୍ଲକ ତୁଜୁଙ୍ଗ ରେ ଥିବା ଶ୍ରୀ ଏଜୁକେସନ କଲେଜ କୁ ନେଇ ଏଥର ମାଓ ବାଦୀ ଙ୍କ ଧମକ ପୁର୍ଣ ପୋଷ୍ଟର I କଲେଜ…
ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଫୋକସ ପ୍ଲସ 8/5/22 (ଚାନ୍ଦବାଲି):ମେଡ଼ିକାଲ ଅଛି କିନ୍ତୁ ତାଲା ପଡ଼ିଛି, ରୋଗୀ ଅଛନ୍ତି କିନ୍ତୁ ମେଡିକାଲରେ ଡାକ୍ତର ନାହାନ୍ତି।  ଏଠି ନାଁ ଅଛନ୍ତି ଡାକ୍ତର ନାଁ ଡାକ୍ତରଙ୍କ ସହଯୋଗୀ…
ମଦୁଆ ବାପର ଉନ୍ମତକାଣ୍ଡ।

ମଦୁଆ ବାପର ଉନ୍ମତକାଣ୍ଡ।

ଫୋକସ ପ୍ଲସ 8/5/22 (ବାଲେଶ୍ୱର):  ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସି ପହଞ୍ଚିଛି; ସିମୁଳିଆ ର ଜଣେ ମଦୁଆ ବାପା ତାର ୫ବର୍ଷ ଝିଅକୁ ବାଡିରେ ପିଟି ପିଟି ଲହୁଲୁହାଣ…

Leave a Reply

Your email address will not be published. Required fields are marked *