ସ୍ଥଳ ଭାଗ ଛୁଇଁବନି ହେଲେ ଉତ୍ପାତ କରିବ ବାତ୍ୟା, ଉପକୂଳରେ ବର୍ଷିବ !

ସ୍ଥଳ ଭାଗ ଛୁଇଁବନି ହେଲେ ଉତ୍ପାତ କରିବ ବାତ୍ୟା, ଉପକୂଳରେ ବର୍ଷିବ !

ବାତ୍ୟା ଅସାନୀର ଆଗମନ ପୂର୍ବରୁ ଓଡ଼ିଶା ଆକାଶରେ ପ୍ରାକ୍ ପ୍ରଭାବ । କେଉଁଠି ଆକାଶରେ ଘନକଳା ବାଦଲ ଖଣ୍ଡ ତ ଆଉ କେଉଁଠି ବର୍ଷା ସାମୁଦ୍ରିକ ଝଡ଼ ଅସାନୀ ଓଡ଼ିଶାର ସ୍ଥଳଭାଗକୁ ଛୁଇଁବା ସମ୍ଭାବନା ନଥିଲେ ବି ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଆଜିଠୁ ଆସନ୍ତା ୩ ଦିନ ଧରି ୭ ଉପକୂଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ସେହିଭଳି କିଛି ଜିଲ୍ଲାରେ ଘଣ୍ଟା ପ୍ରତି ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏହାକୁ ନେଇ ଉପକୂଳ ଜିଲ୍ଲାରେ ବଢ଼ିଛି ସତର୍କତା ।

ଏବେ ପୁରୀଠୁ ପ୍ରାୟ ୬୦୦ କିଲୋମିଟର ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଥିବା ଭୀଷଣ ବାତ୍ୟା ଅସାନୀ କ୍ରମଶଃ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।ବାତ୍ୟା ଅସାନୀର ଆଗମନ ପୂର୍ବରୁ ଓଡ଼ିଶା ଆକାଶରେ ପ୍ରାକ୍ ପ୍ରଭାବ । କେଉଁଠି ଆକାଶରେ ଘନକଳା ବାଦଲ ଖଣ୍ଡ ତ ଆଉ କେଉଁଠି ବର୍ଷା । ପୁରୀଠୁ ପ୍ରାୟ ୬୦୦ କିଲୋମିଟର ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଥିବା ଅସାନୀ ଘଣ୍ଟା ପ୍ରତି ପ୍ରାୟ ୧୬ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ପାଣିପାଗ ବିଭାଗର ସର୍ବଶେଷ ସୂଚନା ଅନୁସାରେ ଅସାନୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ କ୍ରମଶଃ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବତ୍ୟାର ରୂପ ନେବା ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବରେ ଆସନ୍ତା ୩ ଦିନ ଧରି ଉପୂକଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ନେଇ ଚେତବାନୀ ଦେଇଛି ପାଣିପାଗ ବିଭାଗ  I

 

Related post

ନାଲି ଆଖି ଦେଖାଇଲାଣି ଟମାଟୋ, ଲେମ୍ବୁ ପରେ ଟମାଟୋ ଦର ବୃଦ୍ଧି;ଅସ୍ତରଙ୍ଗ ରେ ଗ୍ରାହକ ଅସନ୍ତୁଷ୍ଟ

ନାଲି ଆଖି ଦେଖାଇଲାଣି ଟମାଟୋ, ଲେମ୍ବୁ ପରେ ଟମାଟୋ ଦର ବୃଦ୍ଧି;ଅସ୍ତରଙ୍ଗ…

ଫୋକସ ପ୍ଲସ 7/5/22 (ପୁରୀ):ଲେମ୍ବୁ ପରେ ଟମାଟୋ ବଜାର ଚଢ଼ା ଦର ରେ ଅତିଷ୍ଟ ହୋଇପଡିଲେଣି ଗ୍ରାହକ. ଲେମ୍ବୁ ପରେ ହଟାତ ଟମାଟୋ ଦର ଆକାଶ ଛୁଆଁ. ଯାହାକି…
ପଣାଯାତ୍ରାରେ ଠାକୁରଙ୍କ ମହାମିଳନ I

ପଣାଯାତ୍ରାରେ ଠାକୁରଙ୍କ ମହାମିଳନ I

ଫୋକସ ପ୍ଲସ 16/4 (ପୁରୀ): ଦ୍ବିତୀୟ ବାଲିଯାତ୍ରା ଭାବେ ପରିଚିତ ପାରିକୁଦର ଦେଉଳପଡ଼ା ଠାରେ ଅନୁଷ୍ଠିତ ହୋଇଥିବା ପଣାଯାତ୍ରାରେ ଠାକୁରମାନଙ୍କର ମହାମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପଣାଯାତ୍ରାର…
ପୁରୀ ଜିଲ୍ଲାର କନକ ଲତା ଫାଉଣ୍ଡସନର ଉଦଘାଟନ କଲେ ସଞ୍ଜୟ କୁମାର ଦାସବର୍ମା I

ପୁରୀ ଜିଲ୍ଲାର କନକ ଲତା ଫାଉଣ୍ଡସନର ଉଦଘାଟନ କଲେ ସଞ୍ଜୟ କୁମାର…

ଫୋକସ ପ୍ଲସ31/3(ପୁରୀ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ ରେ କନକ ଲତା ଫାଉଣ୍ଡସନ କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଉଦଘାଟନ କରିଛନ୍ତି…

Leave a Reply

Your email address will not be published. Required fields are marked *