କନ୍ଧମାଳ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା 70 କିଲୋ ଗଞ୍ଜେଇ ଜବତ

କନ୍ଧମାଳ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା 70 କିଲୋ ଗଞ୍ଜେଇ ଜବତ

ଫୋକସ ପ୍ଲସ 10/5/22 (କନ୍ଧମାଳ):ଗତକାଲି ଫୁଲବାଣୀ ଠାରୁ ଅନୁଗୁଳ ଜିଲ୍ଲା କୁ ଆମ୍ବୁଲାନ୍ସ ଯୋଗେ ଚୋରା ଗଞ୍ଜେଇ ଚାଲାଣ ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇ ଫୁଲବାଣୀ ଅବକାରୀ ବିଭାଗ ଖଜୁରୀପଡ଼ା ବ୍ଲକ ରାଣୀ ପଥର ଘାଟି ନିକଟରେ ଅପେକ୍ଷା କରି ରହିଥିଲେ ।ବହୁ ସମୟ ଅପେକ୍ଷା ପରେ ସଂଧ୍ୟା 5 ଟା ସମୟରେ ଫୁଲବାଣୀ ସ୍ଥିତ ଅବକାରୀ ବିଭାଗର ଇନ୍ସପେକ୍ଟର ନାରାୟଣ ଜେନା ଓ ଏ ଏସ୍ ଆଇ ସୁଜିତ୍ ମୁଦୁଲି ଓ ତାଙ୍କ ସହଯୋଗୀ କର୍ମଚାରୀ ମିଳିତ ଭାବେ ଏକ OR 19 G 3123 ମାରୁତି କାର କୁ ଅଟକାଇଥିଲେ । ସେହି ଗାଡ଼ିରେ ଥିବା ଏକ ବ୍ୟକ୍ତି ଅତର୍କିତ ଭାବେ ଗାଡିରୁ ବାହାରି ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳେଇ ଯାଇଥିଲା ।ଏହାପରେ ସେହି ଗାଡ଼ିର ଡ୍ରାଇଭରକୁ ଗିରଫ କରିବାରେ ଶ୍ରୀ ଜେନା ସକ୍ଷମ ହୋଇପାରିଥିଲେ ।ଜବତ ହୋଇଥିବା ମାରୁତି ଗାଡ଼ି ନମ୍ବର OR – G 3123 ଓ ଏହା ଏକ ଆମ୍ବୁଲାନ୍ସ ହୋଇଥିବା ଜଣାପଡିଛି । ଏସ ଆଇ ଶ୍ରୀ ଜେନା ମାରୁତି ଗାଡ଼ି ଟିକୁ ତଲାସି ବାରୁ ସେହି ଆମ୍ବୁଲାନ୍ସ ରୁ ସତୁରୀ କିଲୋ ଗଞ୍ଜେଇ ବୋଝେ ହୋଇଥିବା ଜାଣିବା ପରେ ଆମ୍ବୁଲାନ୍ସ ଟି ଜବତ କରିବା ସହ ଡ୍ରାଇଭରକୁ ଗିରଫ କରି ଫୁଲବାଣୀ କାର୍ଯ୍ୟାଳୟକୁ ରାତି ପ୍ରାୟ 9 ଟାରେ ପହଞ୍ଚିଥିଲେ ।ଡ୍ରାଇଭର ପ୍ରହଲ୍ଲାଦ ବେହେରା ବୟସ 57,ପିତା ମୃତ ରାଜ ବେହେରା , ଗ୍ରାମ- ବାଲି ପଟ୍ଟା ଥାନା ଛେଣ୍ଡିପଦା ଜି- ଅନୁଗୁଳ ବୋଲି ଜଣ ପଡ଼ିଛି ।ଆଜି ଶ୍ରୀ ଜେନା ଅଭିଯୁକ୍ତ କୁ କିଛି ଜେରା କରିବା ପରେ କୋର୍ଟ ଚାଲାଣ କରିଥିବା କହିଥିଲେ କନ୍ଧମାଳ ରୁ ଜିଲ୍ଲା ପ୍ରଦିନିଧୀ କ୍ଷିତିଶ୍ ମଲିକ୍ ଙ୍କ ରିପଟଗତକାଲି ଫୁଲବାଣୀ ଠାରୁ ଅନୁଗୁଳ ଜିଲ୍ଲା କୁ ଆମ୍ବୁଲାନ୍ସ ଯୋଗେ ଚୋରା ଗଞ୍ଜେଇ ଚାଲାଣ ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇ ଫୁଲବାଣୀ ଅବକାରୀ ବିଭାଗ ଖଜୁରୀପଡ଼ା ବ୍ଲକ ରାଣୀ ପଥର ଘାଟି ନିକଟରେ ଅପେକ୍ଷା କରି ରହିଥିଲେ ।ବହୁ ସମୟ ଅପେକ୍ଷା ପରେ ସଂଧ୍ୟା 5 ଟା ସମୟରେ ଫୁଲବାଣୀ ସ୍ଥିତ ଅବକାରୀ ବିଭାଗର ଇନ୍ସପେକ୍ଟର ନାରାୟଣ ଜେନା ଓ ଏ ଏସ୍ ଆଇ ସୁଜିତ୍ ମୁଦୁଲି ଓ ତାଙ୍କ ସହଯୋଗୀ କର୍ମଚାରୀ ମିଳିତ ଭାବେ ଏକ OR 19 G 3123 ମାରୁତି କାର କୁ ଅଟକାଇଥିଲେ । ସେହି ଗାଡ଼ିରେ ଥିବା ଏକ ବ୍ୟକ୍ତି ଅତର୍କିତ ଭାବେ ଗାଡିରୁ ବାହାରି ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳେଇ ଯାଇଥିଲା ।ଏହାପରେ ସେହି ଗାଡ଼ିର ଡ୍ରାଇଭରକୁ ଗିରଫ କରିବାରେ ଶ୍ରୀ ଜେନା ସକ୍ଷମ ହୋଇପାରିଥିଲେ ।ଜବତ ହୋଇଥିବା ମାରୁତି ଗାଡ଼ି ନମ୍ବର OR – G 3123 ଓ ଏହା ଏକ ଆମ୍ବୁଲାନ୍ସ ହୋଇଥିବା ଜଣାପଡିଛି । ଏସ ଆଇ ଶ୍ରୀ ଜେନା ମାରୁତି ଗାଡ଼ି ଟିକୁ ତଲାସି ବାରୁ ସେହି ଆମ୍ବୁଲାନ୍ସ ରୁ ସତୁରୀ କିଲୋ ଗଞ୍ଜେଇ ବୋଝେ ହୋଇଥିବା ଜାଣିବା ପରେ ଆମ୍ବୁଲାନ୍ସ ଟି ଜବତ କରିବା ସହ ଡ୍ରାଇଭରକୁ ଗିରଫ କରି ଫୁଲବାଣୀ କାର୍ଯ୍ୟାଳୟକୁ ରାତି ପ୍ରାୟ 9 ଟାରେ ପହଞ୍ଚିଥିଲେ ।ଡ୍ରାଇଭର ପ୍ରହଲ୍ଲାଦ ବେହେରା ବୟସ 57,ପିତା ମୃତ ରାଜ ବେହେରା , ଗ୍ରାମ- ବାଲି ପଟ୍ଟା ଥାନା ଛେଣ୍ଡିପଦା ଜି- ଅନୁଗୁଳ ବୋଲି ଜଣ ପଡ଼ିଛି ।ଆଜି ଶ୍ରୀ ଜେନା ଅଭିଯୁକ୍ତ କୁ କିଛି ଜେରା କରିବା ପରେ କୋର୍ଟ ଚାଲାଣ କରିଥିବା କହିଥିଲେ କନ୍ଧମାଳ ରୁ ଜିଲ୍ଲା ପ୍ରଦିନିଧୀ କ୍ଷିତିଶ୍ ମଲିକ୍ ଙ୍କ ରିପଟଗତକାଲି ଫୁଲବାଣୀ ଠାରୁ ଅନୁଗୁଳ ଜିଲ୍ଲା କୁ ଆମ୍ବୁଲାନ୍ସ ଯୋଗେ ଚୋରା ଗଞ୍ଜେଇ ଚାଲାଣ ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇ ଫୁଲବାଣୀ ଅବକାରୀ ବିଭାଗ ଖଜୁରୀପଡ଼ା ବ୍ଲକ ରାଣୀ ପଥର ଘାଟି ନିକଟରେ ଅପେକ୍ଷା କରି ରହିଥିଲେ ।ବହୁ ସମୟ ଅପେକ୍ଷା ପରେ ସଂଧ୍ୟା 5 ଟା ସମୟରେ ଫୁଲବାଣୀ ସ୍ଥିତ ଅବକାରୀ ବିଭାଗର ଇନ୍ସପେକ୍ଟର ନାରାୟଣ ଜେନା ଓ ଏ ଏସ୍ ଆଇ ସୁଜିତ୍ ମୁଦୁଲି ଓ ତାଙ୍କ ସହଯୋଗୀ କର୍ମଚାରୀ ମିଳିତ ଭାବେ ଏକ OR 19 G 3123 ମାରୁତି କାର କୁ ଅଟକାଇଥିଲେ । ସେହି ଗାଡ଼ିରେ ଥିବା ଏକ ବ୍ୟକ୍ତି ଅତର୍କିତ ଭାବେ ଗାଡିରୁ ବାହାରି ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳେଇ ଯାଇଥିଲା ।ଏହାପରେ ସେହି ଗାଡ଼ିର ଡ୍ରାଇଭରକୁ ଗିରଫ କରିବାରେ ଶ୍ରୀ ଜେନା ସକ୍ଷମ ହୋଇପାରିଥିଲେ ।ଜବତ ହୋଇଥିବା ମାରୁତି ଗାଡ଼ି ନମ୍ବର OR – G 3123 ଓ ଏହା ଏକ ଆମ୍ବୁଲାନ୍ସ ହୋଇଥିବା ଜଣାପଡିଛି । ଏସ ଆଇ ଶ୍ରୀ ଜେନା ମାରୁତି ଗାଡ଼ି ଟିକୁ ତଲାସି ବାରୁ ସେହି ଆମ୍ବୁଲାନ୍ସ ରୁ ସତୁରୀ କିଲୋ ଗଞ୍ଜେଇ ବୋଝେ ହୋଇଥିବା ଜାଣିବା ପରେ ଆମ୍ବୁଲାନ୍ସ ଟି ଜବତ କରିବା ସହ ଡ୍ରାଇଭରକୁ ଗିରଫ କରି ଫୁଲବାଣୀ କାର୍ଯ୍ୟାଳୟକୁ ରାତି ପ୍ରାୟ 9 ଟାରେ ପହଞ୍ଚିଥିଲେ ।ଡ୍ରାଇଭର ପ୍ରହଲ୍ଲାଦ ବେହେରା ବୟସ 57,ପିତା ମୃତ ରାଜ ବେହେରା , ଗ୍ରାମ- ବାଲି ପଟ୍ଟା ଥାନା ଛେଣ୍ଡିପଦା ଜି- ଅନୁଗୁଳ ବୋଲି ଜଣ ପଡ଼ିଛି ।ଆଜି ଶ୍ରୀ ଜେନା ଅଭିଯୁକ୍ତ କୁ କିଛି ଜେରା କରିବା ପରେ କୋର୍ଟ ଚାଲାଣ କରିଥିବା କହିଥିଲେ

କନ୍ଧମାଳ ରୁ ଜିଲ୍ଲା ପ୍ରଦିନିଧୀ କ୍ଷିତିଶ୍ ମଲିକ୍ ଙ୍କ  ରିପୋର୍ଟ ଫୋକସ ପ୍ଲସ

Related post

Leave a Reply

Your email address will not be published. Required fields are marked *