ଉଦ୍ଧାର ହେଲା ଶିଶୁର କ୍ଷତବିକ୍ଷତ ମୃତ ଦେହ I

ଉଦ୍ଧାର ହେଲା ଶିଶୁର କ୍ଷତବିକ୍ଷତ ମୃତ ଦେହ I

ଫୋକସ ପ୍ଲସ 10/5/22 (ଢେଙ୍କାନାଳ): କକାମାକ୍ଷାନଗର-ସମଦର୍ଶୀଦାସ,କକାମାକ୍ଷାନଗର-ଶିଶୁର କ୍ଷତବିକ୍ଷତ ମୃତ ଦେହ କାଜୁ ଜଙ୍ଗଲରୁ ଉଦ୍ଧାର। ମୃତ ଶିଶୁ ହେଲା ତୁମୁସିଙ୍ଗା ଥାନା ଝଗଡପଦା ଗ୍ରାମର ରାଜେନ୍ଦ୍ର ମଲ୍ଲିକ ଙ୍କ ୪ ବର୍ଷର ଶିଶୁ। ପରିବାର ଆଣିଲେ ହତ୍ୟା ଅଭିଯୋଗ। ହତ୍ୟାର କାରଣ ଅଷ୍ପଟ। ପୋଲିସ ପହଞ୍ଚି ତଦନ୍ତ ଯାରି।ାମାକ୍ଷାନଗର-ଶିଶୁର କ୍ଷତବିକ୍ଷତ ମୃତ ଦେହ କାଜୁ ଜଙ୍ଗଲରୁ ଉଦ୍ଧାର। ମୃତ ଶିଶୁ ହେଲା ତୁମୁସିଙ୍ଗା ଥାନା ଝଗଡପଦା ଗ୍ରାମର ରାଜେନ୍ଦ୍ର ମଲ୍ଲିକ ଙ୍କ ୪ ବର୍ଷର ଶିଶୁ। ପରିବାର ଆଣିଲେ ହତ୍ୟା ଅଭିଯୋଗ। ହତ୍ୟାର କାରଣ ଅଷ୍ପଟ। ପୋଲିସ ପହଞ୍ଚି ତଦନ୍ତ ଯାରି।

Related post

୨୪ ଘଣ୍ଟାରେ ଦେଶରେ ୨,୬୨୮ ଜଣ କୋଭିଡ୍‌-୧୯ ଆକ୍ରାନ୍ତ; ୧୮ଜଣ ମୃତ

୨୪ ଘଣ୍ଟାରେ ଦେଶରେ ୨,୬୨୮ ଜଣ କୋଭିଡ୍‌-୧୯ ଆକ୍ରାନ୍ତ; ୧୮ଜଣ ମୃତ

ଫୋକସ ପ୍ଲସ 26/5/22 (ନୂଆଦିଲ୍ଲୀ):  ଆଜି ମଧ୍ୟ ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇ ୨୫୦୦ ଉପରେ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ,…
କାଳିମେଘି ରେ ଦ୍ୱିତୀୟ ଥର ପାଈଁ ମାଗଣା ଚକ୍ଷୁ ଚିକତ୍ସା ଶିବିର ଅନୁଷ୍ଠିତ

କାଳିମେଘି ରେ ଦ୍ୱିତୀୟ ଥର ପାଈଁ ମାଗଣା ଚକ୍ଷୁ ଚିକତ୍ସା ଶିବିର…

ଫୋକସ ପ୍ଲସ 26/5/22(ବେଗୁନିଆପଡା):ଏହି ବ୍ଲକ ଅନ୍ତର୍ଗତ କାଳିମେଘି ପଞ୍ଚାୟତର କାଳିମେଘି ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଦ୍ୱିତୀୟ ଥର ପାଈଁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ…
ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ ନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ ନିର୍ବାହୀ ଯନ୍ତ୍ରୀ

ଫୋକସ ପ୍ଲସ 26/5/22( ବାଲିଗୁଡ଼ା): ସରକାରୀ ବାବୁଙ୍କ ଲାଞ୍ଚ ନିଶା । ମହଙ୍ଗା ପଡ଼ିଲା ୫୦ ହଜାର ଟଙ୍କା ଲାଞ୍ଚ । ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ…

Leave a Reply

Your email address will not be published.