
ଉଦ୍ଧାର ହେଲା ଶିଶୁର କ୍ଷତବିକ୍ଷତ ମୃତ ଦେହ I
- ଅପରାଧଦେଶ ବିଦେଶରାଜ୍ୟ
- May 10, 2022
- No Comment
- 435
ଫୋକସ ପ୍ଲସ 10/5/22 (ଢେଙ୍କାନାଳ): କକାମାକ୍ଷାନଗର-ସମଦର୍ଶୀଦାସ,କକାମାକ୍ଷାନଗର-ଶିଶୁର କ୍ଷତବିକ୍ଷତ ମୃତ ଦେହ କାଜୁ ଜଙ୍ଗଲରୁ ଉଦ୍ଧାର। ମୃତ ଶିଶୁ ହେଲା ତୁମୁସିଙ୍ଗା ଥାନା ଝଗଡପଦା ଗ୍ରାମର ରାଜେନ୍ଦ୍ର ମଲ୍ଲିକ ଙ୍କ ୪ ବର୍ଷର ଶିଶୁ। ପରିବାର ଆଣିଲେ ହତ୍ୟା ଅଭିଯୋଗ। ହତ୍ୟାର କାରଣ ଅଷ୍ପଟ। ପୋଲିସ ପହଞ୍ଚି ତଦନ୍ତ ଯାରି।ାମାକ୍ଷାନଗର-ଶିଶୁର କ୍ଷତବିକ୍ଷତ ମୃତ ଦେହ କାଜୁ ଜଙ୍ଗଲରୁ ଉଦ୍ଧାର। ମୃତ ଶିଶୁ ହେଲା ତୁମୁସିଙ୍ଗା ଥାନା ଝଗଡପଦା ଗ୍ରାମର ରାଜେନ୍ଦ୍ର ମଲ୍ଲିକ ଙ୍କ ୪ ବର୍ଷର ଶିଶୁ। ପରିବାର ଆଣିଲେ ହତ୍ୟା ଅଭିଯୋଗ। ହତ୍ୟାର କାରଣ ଅଷ୍ପଟ। ପୋଲିସ ପହଞ୍ଚି ତଦନ୍ତ ଯାରି।