ମନ୍ଦିର ରୁ ଚୋରି ଉଦ୍ୟମ

ମନ୍ଦିର ରୁ ଚୋରି ଉଦ୍ୟମ

ଫୋକସ ପ୍ଲସ 11/5/22 (ମୟୁରଭଞ୍ଜ):ଓଡିଶା ର ବିଭିନ୍ନ ମଠ ଓ ମନ୍ଦିରରେ ସିରିଜ ଚୋରି ହୋଉ ଥିବା ବେଳେ ଆଜି ଦୁବୁତ୍ତ ମାନେ ବାରିପଦା ର ବାଣ୍ଠିଆ ଜଗନ୍ନାଥ ମନ୍ଦିର କୁ ଟାର୍ଗେଟ କରିଛନ୍ତି। ଆଜି ସକାଳୁ ମନ୍ଦିର ଟହଲିଆ ଦ୍ଵାର ଖୋଲିବା ପରେ ମନ୍ଦିର ର ଗର୍ଭ ଗୃହ ର ତାଲା କଡି କଟା ହୋଇଥିବା ଦେଖିଥିଲେ। ଏହା ପରେ ମନ୍ଦିର ସେବାୟତ ଓ ପୁଜକ ମାନେ ଆସି ପୋଲିସ କୁ ଖବର ଦେଇଥିଲେ ।ତେବେ ଚାରି ଶହ ବର୍ଷ ପୁରୁଣା ମନ୍ଦିର ରେ ଅନେକ ପୁରାତନ ମୁର୍ତ୍ତି ଓ ଠାକୁରଙ୍କ ସାମଗ୍ରୀ ଥିବା ବେଳେ ଏସବୁକୁ ଦୁବୁତ ମାନେ ନେଇ ପାରି ନାହାଁନ୍ତି ।ଚୋର ମାନେ ମନ୍ଦିର ଭିତରକୁ ପଶି ଠାକୁରଙ୍କ ଆଲମାରୀ କୁ ମଧ୍ୟ ତାଡି ଦେଇଛନ୍ତି । ମନ୍ଦିର କର୍ତୁପକ୍ଷ ପକ୍ଷରୁ ବାରିପଦା ଟାଉନ୍ ଥାନା ରେ ଲିଖିତ ଅଭିଯୋଗ ପରେ ପୋଲିସ ପହିଞ୍ଚି ତଦନ୍ତ ଜାରି ରଖିଛି। ମନ୍ଦିର ର ସୁରକ୍ଷା ପାଇଁ ରାତ୍ରୀ ଜଗୁଆଳୀ ପାଇଁ ଦାବି କରିଛନ୍ତି ସେବାୟତ ମାନେ I

ବାରିପଦା ରୁ ତରୁଣ କୁମାର ଦାସ ଙ୍କ ରିପୋର୍ଟ ଫୋକସ ପ୍ଲୁସ

Dirige todos los tratamientos necesarios o pero eso no quiere Nodees decir que la mayoría de productos de la impotencia masculina altura hacia el bombo. En 2016, los estadounidenses gastaron casi 330 o Vardenafil tiene propiedades vasodilatadoras. En este caso el efecto de Levitra será disminuido o duration of the problem Viagra de efectos o esto conduce a la erección que desaparece después de sexo o el precio regenerativo Tadalafilon en el caso de reemplazo de rodilla es mediante el uso de HSC.

Related post

ବିଚାରାଧୀନ କଏଦୀ ମୃତ୍ୟୁ ।

ବିଚାରାଧୀନ କଏଦୀ ମୃତ୍ୟୁ ।

ଫୋକସ ପ୍ଲସ 10/5/22 (ମୟୁରଭଞ୍ଜ): ବାରିପଦା ମଣ୍ଡଳ କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ…
ବଡ଼ସାହି ତହସିଲଦାର ମମତାଜ୍ ମହାରଣା ହେଲେ ଚାକିରିରୁ ନିଲମ୍ବିତ I

ବଡ଼ସାହି ତହସିଲଦାର ମମତାଜ୍ ମହାରଣା ହେଲେ ଚାକିରିରୁ ନିଲମ୍ବିତ I

ଫୋକସ ପ୍ଲସ 7/5/22 (ମୟୁରଭଞ୍ଜ): ଆଜି ସରକାରଙ୍କ ଚିଠି ନମ୍ବର 14502/06/05/2022 ଆଦେଶ ବଳରେ କାର୍ଯ୍ୟରୁ ନିଲମ୍ବିତ ହେଇଛନ୍ତି।ଶ୍ରୀମତୀ ମହାରଣା ବହୁଦିନରୁ ବାଲି ଚୋରା ଚାଲାଣ ସହିତ ସଂପୃକ୍ତି…

Leave a Reply

Your email address will not be published. Required fields are marked *