ମଟରସାଇକେଲ ଦୁର୍ଘଟଣାରେ ଦୁଇ ଶଢୁ ଭାଇଙ୍କ ମୃତ୍ୟୁ I

ମଟରସାଇକେଲ ଦୁର୍ଘଟଣାରେ ଦୁଇ ଶଢୁ ଭାଇଙ୍କ ମୃତ୍ୟୁ I

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଶଢୁ ଭାଇଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ଅନୁସାରେ ଜଣାପଡିଛି ଯେ, ଗତ ୧୦ ମଙ୍ଗଳବାର ବିଳମ୍ବିତ ରାତି ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ଘୋଟିଥିଲା ଓଡି 08 ଆର୍ 7774 ବିଶିଷ୍ଟ ନମ୍ବର ଥିବା ଏକ ମୋଟର ସାଇକେଲ। ଏଥିରେ ଦୁଇ ଶଢୁ ଭାଇ ଙ୍କ ମୃତ୍ୟୁ ହୋଇଥିବା ସୁଚନା ମିଳିଛି। ଗୋଟିଏ ମୋଟର ସାଇକେଲ ଯୋଗେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତ ନିକଟସ୍ଥ ପାଡେଲଗୁଡା ଗ୍ରାମର ସୁବାସ ମାଝୀ ଓ ଅଡ୍ରି ଗ୍ରାମପଞ୍ଚାୟତ ଅଧିନରେ ଥିବା ପୁଙ୍ଗଢୁସୀ ଗ୍ରାମର କୁଷ୍ଟ ମାଝୀ ଉଭୟେ ବେନ୍ଦାଝୋଲା ଗ୍ରାମରୁ ଗୋଦ୍ରାମସ୍କା ଗ୍ରାମକୁ ଏକ ମଟରସାଇକେଲ ଯୋଗେ ଯାଉଥିବା ସମୟରେ ପାଲଜୋର ଓ ଡ଼ାକ କୋଟା ସିମା ମଝିରେ ଥିବା ସୋ ନ୍ଦିଆମ୍ବ ଗଛ ବୁଲାଣିର ମୁଖ୍ୟ ରାସ୍ତା ଠାରେ ଭାରସାମ୍ୟ ହରାଇ ରାସ୍ତା କଡରେ ଛିଟିକି ପଡିଥିବା ଅନୁମାନ କରାଯାଉଛି। ଯାହାଫଳରେ ଘଟଣା ସ୍ଥଳରେ ସୁବାସ ମାଝୀ ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ମାଝୀ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ କୁଷ୍ଠ ମାଝୀ । ଗତ କାଳି ବେନ୍ଧାଝଲା ଗ୍ରାମ ରେ ମାଁ ଠାକୁରାଣୀ ଙ୍କ ବୋଲେନ ପର୍ବ ପାଳନ ହୋଇଥିଲା ଏହି ଅବସରରେ ନାଟକ ଆୟୋଜନ କରାଯାଇଥିଲା ନାଟକ ଦେଖି ସାରି ଦୁଇ ଶୋଢୁ ମୋଟର ସାଇକେଲ ରେ ନିଜ ଶୋଶ୍ଵର ଘୋର ଗୋନ୍ଦ୍ରମସ୍କା କୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ବୋଲି ଜଣାପଡିଛି। ଏନେଇ ପୋଲିସ ତଦନ୍ତ ଯାରିରଖିଛି। ବର୍ତ୍ତମାନ ଥୁଆମୂଳ ରାମପୁର ଡାକ୍ତରଖାନାରେ ଶବଟିକୁ ବ୍ଯବଛେଦ ପାଇଁ ଭର୍ତ୍ତି କରାଯାଇଛି ବ୍ୟବଚ୍ଛେଦ ପରେ ପରିବାର ଙ୍କୁ ହନ୍ତାତର କରାଯିବ

ଥୁଆମୂଳ ରାମପୁର ବ୍ଲକ ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍

Que aumenta o fluxo de sangue ou garantindo muito mais saúde, a Viagra é conhecido por inibir a repatriação de serotonina e ereção, especialmente quando está excitado e as pessoas usam algum tipo de medicamento para reduzir. Os químicos compostos nos cigarros contribuem activamente para o endurecimento das artérias, pode levar a um infarto do miocárdio em longo prazo. Prevenindo o organismo de várias doenças relacionadas, a dosagem de 10 mg é suficiente para obter visite o site um efeito adequado, aumentando a potência, em outro.

Related post

Leave a Reply

Your email address will not be published. Required fields are marked *