ଶ୍ରମକାର୍ଯ୍ୟାଳୟ ରେ ଚାଲିଛି ମନମୁଖି କାମ ।

ଶ୍ରମକାର୍ଯ୍ୟାଳୟ ରେ ଚାଲିଛି ମନମୁଖି କାମ ।

ପାରଳାଖେମୁଣ୍ଡି ଜିଲ୍ଲା ଶ୍ରମକାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କ ଅବହେଳା ହେତୁ ବିଭିନ୍ନ କାମ ପାଇଁ ଆସୁଥିବା ସାଧାରଣ ଜନତା ହଇରାଣ ହଇ ନିଜ ଘରକୁ ଫେରିଯାଉଛନ୍ତି। ଶ୍ରମକାର୍ଯ୍ୟାଳୟରେ ଯୋଉ ଲୋକ ମାନେ  ତାଂକ  କାମ ପାଇଁ ପଇସା ଲାଞ୍ଚ ଦେଉଛନ୍ତି ତାଙ୍କ କାମ ସୁବିଧାରେ ହେଇଯାଉଛି କିନ୍ତୁ ଯୋଉ ନିହାତି ଗରିବ ଲକଙ୍କ ପାଖରେ ଲାଞ୍ଚ ଦେବା ପାଇଁ ଗୋଟେ ପଇସା ନାହି ସେ ସାଧାରଣ ଲକଙ୍କ ପାଇଁ ଲିଂକ୍ ନାହିଁ, ଏବଂ ପାସ ୱର୍ଡ  ଦଶ ଦିନ ହେଲା ଖଲା ହେଇ ପାରୁନି ବୋଲି ଲୋକକୁ ମିଛ କହି ଖାଲି ହାତରେ ଘରକୁ ଫେରାଇ ଦେଇଛନ୍ତି ବଲି  ଲୋକ ଅଭିଯୋଗ କରୁଛନ୍ତି। ଯୋଉ ଲୋକ ମାନେ ଲାଞ୍ଚ ଦେବା ପାଇଁ ଅକ୍ଷମ ସେ ଲୋକମାନଙ୍କୁ, ସେ ସାର ପାଖକୁ ଯାଅ ତା ପାଖକୁ ଗଲେ ସେ ସରକାରୀ ବାବୁ ଅନ୍ୟ ବାବୁ ପାଖକୁ ଯାଅ ବଲି କହି ତା ପାଖକୁ ଗଲା ପରେ ଆଜି କାମ ହେବିନି ଆଉ କେବେ ଆସ ବଲି କହି ସାଧାରଣ ଲୋକଙ୍କୁ ଅଫିସ ରୁ ବାହାରକୁ ଯିବାକୁ କହୁଛନ୍ତି।

 ଜିଲ୍ଲା ଶ୍ରମକାର୍ଯ୍ୟାଳୟର କାର୍ଯ୍ୟକର୍ତ୍ତାଙ୍କ ଏ ପରି ବ୍ୟବହାରରେ  ସାଧାରଣ ଜନତା ମାନସିକ ନିଯ୍ୟାତନାର ଶୀକାର ହେଉଛନ୍ତି। ଯୋଉ ଲୋକ ଟି  ବାବୁଙ୍କ ଏପରୀ ବ୍ୟବହାରକୁ ବିରଧ କରଛନ୍ତି ସେମାନଂକ କାମ ହେବାରେ ଅବହେଳା ଦେଖା ଯାଉଛି। ଏଠି ସରକାରୀ ବାବୁମାନେ 5ଟି ସଚିବ ମୋ ସରକାର୍ ର ନିୟମକୁ ଜିଲ୍ଲା ଶ୍ରମକାର୍ଯ୍ୟାଳୟର  କେତେକ କାର୍ଯ୍ୟକର୍ତ୍ତା ବାବୁ ମାନେ ଅବହେଳା କରୁଛନ୍ତି।

Related post

ଅବ୍ୟବସ୍ଥାରେ ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଅବ୍ୟବସ୍ଥାରେ ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଫୋକସ ପ୍ଲସ(ଲାଞ୍ଜିଗଡ)୧୭/୦୮/୨୦୨୨: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅତ୍ୟନ୍ତ ଦୁର୍ଗମ ଆଦିବାସୀ ଅଦ୍ୟୁଷିତ ଅଞ୍ଚଳରେ ରହିଥିବା ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ଅବ୍ୟବସ୍ଥାରେ ପଡି ରହିଛି!ଏହି ପ୍ରାଥମିକ…
RD ବିଭାଗ ଅବହେଳା ଯୋଗୁଁ ଘରେ ପଶୁଛି ପାଣ

RD ବିଭାଗ ଅବହେଳା ଯୋଗୁଁ ଘରେ ପଶୁଛି ପାଣ

ଫୋକସ ପ୍ଲସ(କେସିଙ୍ଗା)୧୭/୦୮/୨୦୨୨: ଗତ ଲଗାଣ ବର୍ଷାରେ ସମଗ୍ର ଅଞ୍ଚଳରେ ସ୍ଥିତି ବେହାଲ ହୋଇ ପଡ଼ିଛି। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ଏଭଳି ସ୍ଥିତିରେ କାଣ୍ଡେଲ ଅଞ୍ଚଳରେ…
କଲିଙ୍ଗନଗର ରେ ଥିବା କାରଖାନା ମାନଙ୍କ ମନମାନି

କଲିଙ୍ଗନଗର ରେ ଥିବା କାରଖାନା ମାନଙ୍କ ମନମାନି

ଫୋକସ ପ୍ଲସ(ଯାଜପୁର)୧୭/୦୮/୨୦୨୨: ଯାଜପୁର ଜିଲ୍ଲା କଲିଙ୍ଗନଗର ଅଞ୍ଚଳ ରେ ଛୋଟ ବଡ ମିଶି ୧୮ ରୁ ଅଧିକ କାରଖାନା ଗଡି ଉଠିଛି । ମାତ୍ର କଲିଙ୍ଗନଗର ଅବସ୍ଥା ରେ…

Leave a Reply

Your email address will not be published.