ମନମାନି ଚଳାଇଛି ଜଳସେଚନ ବିଭାଗ !

ମନମାନି ଚଳାଇଛି ଜଳସେଚନ ବିଭାଗ !

ଫୋକସ ପ୍ଲସ 18/5/22 (ପୁରୀ) :ରାସ୍ତା ନିର୍ମାଣ ରେ ନିମ୍ନ ମାନର କାର୍ଯ୍ୟ ଅଭିଯୋଗ, କୋଟି କୋଟି ଟଙ୍କା ବ୍ୟୟ ବରାଦ ରେ ହେଉଛି ଚାଲିଥିବା ନିର୍ମାଣ ରେ ନିମ୍ନମାନର ମାନର କାର୍ଯ୍ୟ.ଅଭିଯୋଗ ଆଣିଲେ ଅଞ୍ଚଳବାସୀ I ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପୂର୍ତ୍ତ ବିଭାଗ ରାସ୍ତାଠାରୁ ନଦୀ ବନ୍ଦ ଦେଇ ନୂଆଗଡ ଜେଠି ପର୍ଯ୍ୟନ୍ତ ଚାଲିଥିବା ରାସ୍ତା କାର୍ଯ୍ୟ ସମ୍ପୂଣ ନିମ୍ନମାନର. ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଶହ କାର୍ଯ୍ୟ ହେଉଛି ସମ୍ପୂର୍ଣ ନିମ୍ନ ମାନର କାର୍ଯ୍ୟ I ଏ ନେଇ ସ୍ଥାନୀୟ ଅଂଚଳ ରେ ଦେଖାଦେଇଛି ଅଶୋନ୍ତସ.ରାସ୍ତା କାର୍ଯ୍ୟ ଏପରି ହେଉଛି ରାସ୍ତା ଉପରେ ଯେଉଁଭଳି ନିର୍ମାଣ ହେବା କଥା ସମ୍ପୂର୍ଣ ନିମ୍ନ ମାନର ହେଉଛି. କେବଳ ଧଳା ମେଟାଲ ପକାଇ କ୍ରସର ଚଲାଇ ରାସ୍ତା କାର୍ଯ୍ୟ ସାରିଦେଉଛି ଠିକା ସଂସ୍ଥା. କିନ୍ତୁ ସ୍ଥାନୀୟ ଲୋକଙ୍କଦାବୀ ଏସ୍ଟିମେଣ୍ଟ ଯେଉଁଭଳି କାର୍ଯ୍ୟ ହେବାର ଉଲ୍ଲେଖ ରହିଛି ସେହିଭଳି କାର୍ଯ୍ୟ କରୁନାହିଁ ଠିକାଦାର I ଯାହା ଫଳରେ ରାସ୍ତାର ସ୍ଥାୟିତ୍ୱ କୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ I

ନୂଆଗଡ ଛକ ଠାରୁ ନୂଆଗଡ ସାମୁଦ୍ରିକ ଥାନା ଦେଇ ନଦୀ ବନ୍ଦ କାର୍ଯ୍ୟକୁ ତିନୋଟି ଠିକା ସଂସ୍ଥା କରୁଥିଲେ ମଧ୍ୟ ଯାହାକି ଅନେକ ସ୍ଥାନରେ ରାସ୍ତା ସମ୍ପୂର୍ଣ ଦବି ଗଲାଣି I ତାହା ଶହ ଠିକାଦାର ଙ୍କ ମନମୁଖୀ ଯୋଗୁଁ ଆଜି ପର୍ଯ୍ୟନ୍ତ ମଧ୍ୟ କାର୍ଯ୍ୟର ତିରିଶି ପ୍ରତିଶତ ମଧ୍ୟ ହୋଇନାହିଁ. ଅଧପାନ୍ତରିଆ କାର୍ଯ୍ୟ ଶହ ନିମ୍ନମାନର କାର୍ଯ୍ୟ ହେତୁ ମରଣ ଯନ୍ତା ପାଲଟିଛି ନୂଆଗଡ ନଦୀ ବନ୍ଦ ଠାରୁ ସାମୁଦ୍ରିକ ଥାନା ପର୍ଯ୍ୟନ୍ତ I ଠିକାଦାର ଙ୍କ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଯନ୍ତ୍ରଣା ଭୋଗୁଛନ୍ତି ସହ ସହ ଲୋକ I ଅନ୍ୟ ପଟେ ଅଭିଯୋଗ କୁ ଗୁରୁତ୍ୱର ସହ ନେଇଛନ୍ତି ବିଭାଗୀୟ ଯନ୍ତ୍ରୀ I ଯାହାକି କାର୍ଯ୍ୟକୁ ତଦାରଖ କରିଛନ୍ତି ଜଳସେଚନ ବିଭାଗ ଯନ୍ତ୍ରୀ I
ସ୍ଥାନୀୟ ଲୋକେ ମନ୍ଥର ଗତିରେ କାର୍ଯ୍ୟ କରୁଛି ଠିକାଶସ୍ତା. ଠିକା ଶସ୍ତା କୁ ଅନୁକମ୍ପା ଦେଖାଉଛି କି ଜଳସେଚନ ବିଭାଗ ?

ନିମ୍ନ ମାନର କାର୍ଯ୍ୟକରୁଥିବା ଠିକାସଂସ୍ଥା ଉପରେ କେବେ ନିଆଯିବ କାର୍ଯ୍ୟନୁଷ୍ଠାନ? କେବେ ସରିବ ନୂଆଗଡ ନଦୀ ବନ୍ଦ କାମ?
ଖବର ପ୍ରସାରଣ ପରେ ଠିକା ସଂସ୍ଥା କାର୍ଯ୍ୟ ଉପରେ କିପରି କାର୍ଯ୍ୟନୁଷ୍ଠାନ ନେଉଛି ଜଳସେଚନ ବିଭାଗ ତାହା ହିଁ ଅପେକ୍ଷା?

ଅସ୍ତରଙ୍ଗ ରୁ ତ୍ରିଲୋଚନ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *