ମନମାନି ଚଳାଇଛି ଜଳସେଚନ ବିଭାଗ !

ମନମାନି ଚଳାଇଛି ଜଳସେଚନ ବିଭାଗ !

ଫୋକସ ପ୍ଲସ 18/5/22 (ପୁରୀ) :ରାସ୍ତା ନିର୍ମାଣ ରେ ନିମ୍ନ ମାନର କାର୍ଯ୍ୟ ଅଭିଯୋଗ, କୋଟି କୋଟି ଟଙ୍କା ବ୍ୟୟ ବରାଦ ରେ ହେଉଛି ଚାଲିଥିବା ନିର୍ମାଣ ରେ ନିମ୍ନମାନର ମାନର କାର୍ଯ୍ୟ.ଅଭିଯୋଗ ଆଣିଲେ ଅଞ୍ଚଳବାସୀ I ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପୂର୍ତ୍ତ ବିଭାଗ ରାସ୍ତାଠାରୁ ନଦୀ ବନ୍ଦ ଦେଇ ନୂଆଗଡ ଜେଠି ପର୍ଯ୍ୟନ୍ତ ଚାଲିଥିବା ରାସ୍ତା କାର୍ଯ୍ୟ ସମ୍ପୂଣ ନିମ୍ନମାନର. ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଶହ କାର୍ଯ୍ୟ ହେଉଛି ସମ୍ପୂର୍ଣ ନିମ୍ନ ମାନର କାର୍ଯ୍ୟ I ଏ ନେଇ ସ୍ଥାନୀୟ ଅଂଚଳ ରେ ଦେଖାଦେଇଛି ଅଶୋନ୍ତସ.ରାସ୍ତା କାର୍ଯ୍ୟ ଏପରି ହେଉଛି ରାସ୍ତା ଉପରେ ଯେଉଁଭଳି ନିର୍ମାଣ ହେବା କଥା ସମ୍ପୂର୍ଣ ନିମ୍ନ ମାନର ହେଉଛି. କେବଳ ଧଳା ମେଟାଲ ପକାଇ କ୍ରସର ଚଲାଇ ରାସ୍ତା କାର୍ଯ୍ୟ ସାରିଦେଉଛି ଠିକା ସଂସ୍ଥା. କିନ୍ତୁ ସ୍ଥାନୀୟ ଲୋକଙ୍କଦାବୀ ଏସ୍ଟିମେଣ୍ଟ ଯେଉଁଭଳି କାର୍ଯ୍ୟ ହେବାର ଉଲ୍ଲେଖ ରହିଛି ସେହିଭଳି କାର୍ଯ୍ୟ କରୁନାହିଁ ଠିକାଦାର I ଯାହା ଫଳରେ ରାସ୍ତାର ସ୍ଥାୟିତ୍ୱ କୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ I

ନୂଆଗଡ ଛକ ଠାରୁ ନୂଆଗଡ ସାମୁଦ୍ରିକ ଥାନା ଦେଇ ନଦୀ ବନ୍ଦ କାର୍ଯ୍ୟକୁ ତିନୋଟି ଠିକା ସଂସ୍ଥା କରୁଥିଲେ ମଧ୍ୟ ଯାହାକି ଅନେକ ସ୍ଥାନରେ ରାସ୍ତା ସମ୍ପୂର୍ଣ ଦବି ଗଲାଣି I ତାହା ଶହ ଠିକାଦାର ଙ୍କ ମନମୁଖୀ ଯୋଗୁଁ ଆଜି ପର୍ଯ୍ୟନ୍ତ ମଧ୍ୟ କାର୍ଯ୍ୟର ତିରିଶି ପ୍ରତିଶତ ମଧ୍ୟ ହୋଇନାହିଁ. ଅଧପାନ୍ତରିଆ କାର୍ଯ୍ୟ ଶହ ନିମ୍ନମାନର କାର୍ଯ୍ୟ ହେତୁ ମରଣ ଯନ୍ତା ପାଲଟିଛି ନୂଆଗଡ ନଦୀ ବନ୍ଦ ଠାରୁ ସାମୁଦ୍ରିକ ଥାନା ପର୍ଯ୍ୟନ୍ତ I ଠିକାଦାର ଙ୍କ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଯନ୍ତ୍ରଣା ଭୋଗୁଛନ୍ତି ସହ ସହ ଲୋକ I ଅନ୍ୟ ପଟେ ଅଭିଯୋଗ କୁ ଗୁରୁତ୍ୱର ସହ ନେଇଛନ୍ତି ବିଭାଗୀୟ ଯନ୍ତ୍ରୀ I ଯାହାକି କାର୍ଯ୍ୟକୁ ତଦାରଖ କରିଛନ୍ତି ଜଳସେଚନ ବିଭାଗ ଯନ୍ତ୍ରୀ I
ସ୍ଥାନୀୟ ଲୋକେ ମନ୍ଥର ଗତିରେ କାର୍ଯ୍ୟ କରୁଛି ଠିକାଶସ୍ତା. ଠିକା ଶସ୍ତା କୁ ଅନୁକମ୍ପା ଦେଖାଉଛି କି ଜଳସେଚନ ବିଭାଗ ?

ନିମ୍ନ ମାନର କାର୍ଯ୍ୟକରୁଥିବା ଠିକାସଂସ୍ଥା ଉପରେ କେବେ ନିଆଯିବ କାର୍ଯ୍ୟନୁଷ୍ଠାନ? କେବେ ସରିବ ନୂଆଗଡ ନଦୀ ବନ୍ଦ କାମ?
ଖବର ପ୍ରସାରଣ ପରେ ଠିକା ସଂସ୍ଥା କାର୍ଯ୍ୟ ଉପରେ କିପରି କାର୍ଯ୍ୟନୁଷ୍ଠାନ ନେଉଛି ଜଳସେଚନ ବିଭାଗ ତାହା ହିଁ ଅପେକ୍ଷା?

ଅସ୍ତରଙ୍ଗ ରୁ ତ୍ରିଲୋଚନ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *