ରାସ୍ତାରୋକ କଲେ ଗ୍ରାମବାସୀ

ରାସ୍ତାରୋକ କଲେ ଗ୍ରାମବାସୀ

 

ଫୋକସ ପ୍ଲସ 18/5/22 (ନବରଙ୍ଗପୁର) :ନବରଙ୍ଗପୁର ଜିଲା ନଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡା ଗ୍ରାମ ଠାରେ ଜଣେ ସ୍କୁଲ ଛାତ୍ର ମୃତ୍ଯୁ କୁ ନେଇ ରାସ୍ତାରକ କରି କ୍ଷତିପୁରଣ ନମିଳିବାଜାଏ ରାସ୍ତା ରକ ଜାରି ରହିବ ବଲି କହିଛନ୍ତି ଗ୍ରାମବାସି ।ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲକଙ୍କ ସହିତ ଆଲୋଚନା ଜାରିରଖିଛନ୍ତି ।ତେବେ ଆଜିଶକାଳ ୬ ଘଣ୍ଟା ସମୟରେ ସ୍କୁଲ ଗଲାବେଳେ ପଞ୍ଚାୟତ ଅଫିସ ନିକଟରେ ହିମାସୁଂ ଭତରା ଏବଂ ଅନ୍ୟ ଜଣେ ଛାତ୍ରା ଙ୍କ ଏକ ଅଜଣା ଗଡି ଧାକା ଦେଇ ଚାଲିଯାଇଥିଲା । ଅଜଣା ଗାଡି ଶେମା ଙ୍କୁ ଧକାଦେବା ପରେ ଦୁଈ ଛାତ୍ର ରକ୍ତାତ ହୋଈ ରାସ୍ତାଉପରେ ଛଟପଟ ହୋଉଥିବା ସତେ ଡାଇଭର ସେଉଠୁ ଗଡିକୁ ଧରି ଫେରାର ହୋଇଥିଲା ।

ଖବର ପାଇ ପୋଲିସ ଘଟଣା ସ୍ତଳରେ ପହଞ୍ଚି ଆହାତ ଦୁଈ ଛାତ୍ର ଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇ ନେଇଥିଲେ ।ଶେଠାରେ ହିମାସୁଂ ଭତରା ଙ୍କ ସ୍ୱାତ୍ୟବସ୍ତା ବହୁତ ଖରାପ ହେବାରୁ ତାଙ୍କୁ କରାପୁଟ୍ ଡାକ୍ତରଖାନାରେ ସ୍ତାନାତର କରାଜାଇଥିଲା ।କିନ୍ତୁ କରାପୁଟ୍ ଡାକ୍ତରଖାନାରେ ହିମାସୁଂ ଭତରା ଙ୍କ ମୃତ୍ଯୁ ହୋଇଥିଲା ।ତେବେ ଗାଡିର ସନ୍ଧାନ ମିଳିନଥିବା ବେଳେ ଆଖପାଖର ଶିଶିଟିଭି ଦେଖି ଗାଡିକୁ ଠାବ କରିବେ ବଲି ପୁଲିଶ୍ ଶୁଚନାଦେଇଛନ୍ତି ।ତେବେ ମୃତ ଛାତ୍ର ର ଶବ କରାପୁଟ୍ ରୁ ଗା କୁ ଅଣାଯାଇଥିବା ବେଳେ ରାସ୍ତା ଉପରେ ଶବକୁରକ୍ଷି କ୍ଷତିପୁରଣ ଦାବିରେ ରାସ୍ତାରକ କରିଛନ୍ତି ଗ୍ରାମ ବାଶି ।ଘଟଣା ସ୍ତଳରରେ ପଲିଶ୍ ପହଚି ଗ୍ରାମବାଶି ଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ରୁ ବିଲିହନ୍ ସାବନ୍ ଖୁରା FOCUS PLUS

Related post

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ ଦେଶର ପତାକା ଉତ୍ତୋଳନ କଲା |

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ…

ଭାରତ02/12/2023; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ କ୍ରମାଗତ ଭାବେ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରୁଛି | ଭାରତ ପ୍ରତି ବିଶ୍ୱର ଅନ୍ୟ ଦେଶର ବିଶ୍…
ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ମୁମ୍ବାଇ: ଅଭିନେତା ତଥା ଷ୍ଟାଣ୍ଡଅପ କମେଡିଆନ ବୀର ଦାସ ନିକଟରେ ନେଟଫ୍ଲିକ୍ସ ଷ୍ଟାଣ୍ଡଅପ ସ୍ପେଶାଲିଷ୍ଟ ଏମି ପୁରସ୍କାର ଜିତିଥିଲେ। ତାଙ୍କର ଏହି ସଫଳତା ପାଇଁ ସମସ୍ତେ ତାଙ୍କୁ ଅଭିନନ୍ଦନ…
ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ ୧୦୦-୧୫୦ ତାରା

ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ…

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଦେଖିଥିବେ, ଶୁଣିଥିବେ ଆକାଶରେ ପଡୁଥିବା ତାରା ବିଷୟରେ। ଯଦି ଶହ ଶହ ତାରକା ଏକାଠି ପଡ଼ିବା ଆରମ୍ଭ କରିବେ ତେବେ କ’ଣ ହେବ ଅନୁମାନ…

Leave a Reply

Your email address will not be published. Required fields are marked *