ରାସ୍ତାରୋକ କଲେ ଗ୍ରାମବାସୀ

ରାସ୍ତାରୋକ କଲେ ଗ୍ରାମବାସୀ

 

ଫୋକସ ପ୍ଲସ 18/5/22 (ନବରଙ୍ଗପୁର) :ନବରଙ୍ଗପୁର ଜିଲା ନଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡା ଗ୍ରାମ ଠାରେ ଜଣେ ସ୍କୁଲ ଛାତ୍ର ମୃତ୍ଯୁ କୁ ନେଇ ରାସ୍ତାରକ କରି କ୍ଷତିପୁରଣ ନମିଳିବାଜାଏ ରାସ୍ତା ରକ ଜାରି ରହିବ ବଲି କହିଛନ୍ତି ଗ୍ରାମବାସି ।ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲକଙ୍କ ସହିତ ଆଲୋଚନା ଜାରିରଖିଛନ୍ତି ।ତେବେ ଆଜିଶକାଳ ୬ ଘଣ୍ଟା ସମୟରେ ସ୍କୁଲ ଗଲାବେଳେ ପଞ୍ଚାୟତ ଅଫିସ ନିକଟରେ ହିମାସୁଂ ଭତରା ଏବଂ ଅନ୍ୟ ଜଣେ ଛାତ୍ରା ଙ୍କ ଏକ ଅଜଣା ଗଡି ଧାକା ଦେଇ ଚାଲିଯାଇଥିଲା । ଅଜଣା ଗାଡି ଶେମା ଙ୍କୁ ଧକାଦେବା ପରେ ଦୁଈ ଛାତ୍ର ରକ୍ତାତ ହୋଈ ରାସ୍ତାଉପରେ ଛଟପଟ ହୋଉଥିବା ସତେ ଡାଇଭର ସେଉଠୁ ଗଡିକୁ ଧରି ଫେରାର ହୋଇଥିଲା ।

ଖବର ପାଇ ପୋଲିସ ଘଟଣା ସ୍ତଳରେ ପହଞ୍ଚି ଆହାତ ଦୁଈ ଛାତ୍ର ଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇ ନେଇଥିଲେ ।ଶେଠାରେ ହିମାସୁଂ ଭତରା ଙ୍କ ସ୍ୱାତ୍ୟବସ୍ତା ବହୁତ ଖରାପ ହେବାରୁ ତାଙ୍କୁ କରାପୁଟ୍ ଡାକ୍ତରଖାନାରେ ସ୍ତାନାତର କରାଜାଇଥିଲା ।କିନ୍ତୁ କରାପୁଟ୍ ଡାକ୍ତରଖାନାରେ ହିମାସୁଂ ଭତରା ଙ୍କ ମୃତ୍ଯୁ ହୋଇଥିଲା ।ତେବେ ଗାଡିର ସନ୍ଧାନ ମିଳିନଥିବା ବେଳେ ଆଖପାଖର ଶିଶିଟିଭି ଦେଖି ଗାଡିକୁ ଠାବ କରିବେ ବଲି ପୁଲିଶ୍ ଶୁଚନାଦେଇଛନ୍ତି ।ତେବେ ମୃତ ଛାତ୍ର ର ଶବ କରାପୁଟ୍ ରୁ ଗା କୁ ଅଣାଯାଇଥିବା ବେଳେ ରାସ୍ତା ଉପରେ ଶବକୁରକ୍ଷି କ୍ଷତିପୁରଣ ଦାବିରେ ରାସ୍ତାରକ କରିଛନ୍ତି ଗ୍ରାମ ବାଶି ।ଘଟଣା ସ୍ତଳରରେ ପଲିଶ୍ ପହଚି ଗ୍ରାମବାଶି ଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ରୁ ବିଲିହନ୍ ସାବନ୍ ଖୁରା FOCUS PLUS

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *