ଦୁଇ ଅଟୋ ମୁହାଁ ମୁହିଁ ଧକ୍କା  ।

ଦୁଇ ଅଟୋ ମୁହାଁ ମୁହିଁ ଧକ୍କା ।

ଫୋକସ ପ୍ଲସ 18/5/22 (ଗଞ୍ଜାମ) :ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ କରଡ଼ାକଣା ଗ୍ରାମରେ ସଡ଼କ ଦୁର୍ଘଟଣା ଘଟିଛି । ଦୁଇ ଅଟୋ ମୁହାଁ ମୁହିଁ ଧକ୍କା ତିନି ଆହତ, ଜଣେ ଗୁରୁତର । କରଡାକଣା ର ସୁବାସିନୀ ଦାସ, ବନିତା ଦାସ ଓ ଅଟୋ ଚାଳକ ଦୀପକ ସେଠି,ଆହତ ହୋଇଥିବାବେଳେ ଗମ୍ଭାରୀଗୁଡା ର ମିଟୁ ନାୟକ ଗୁରୁତର ଥିବା ସୂଚନା ମିଳିଛି । ସୂଚନା ମୁତାବକ ଏକ ଅଟୋ କରଡ଼ାକଣା ରୁ ଶେରଗଡ଼ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ କରଡ଼ାକଣା ଅଭିମୁଖେ ଆସୁଥିବା ଅଟୋ ସହ ମୁହାଁ ମୁହିଁ ଧକା ହୋଇଥିଲା ।ଯାହା ଫଳରେ ଘଟଣା ସ୍ଥଳରେ ଚାରି ଜଣ ଆହତ ହୋଇଥିଲେ। ଘଟଣା ସ୍ଥଳରେ ଶେରଗଡ଼ ଥାନା ପୋଲିସ ପହଂଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପଇସା ଶେରଗଡ଼ ମେଡିକାଲ କୁ ପଠାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *