ଦୁଇ ଅଟୋ ମୁହାଁ ମୁହିଁ ଧକ୍କା  ।

ଦୁଇ ଅଟୋ ମୁହାଁ ମୁହିଁ ଧକ୍କା ।

ଫୋକସ ପ୍ଲସ 18/5/22 (ଗଞ୍ଜାମ) :ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ କରଡ଼ାକଣା ଗ୍ରାମରେ ସଡ଼କ ଦୁର୍ଘଟଣା ଘଟିଛି । ଦୁଇ ଅଟୋ ମୁହାଁ ମୁହିଁ ଧକ୍କା ତିନି ଆହତ, ଜଣେ ଗୁରୁତର । କରଡାକଣା ର ସୁବାସିନୀ ଦାସ, ବନିତା ଦାସ ଓ ଅଟୋ ଚାଳକ ଦୀପକ ସେଠି,ଆହତ ହୋଇଥିବାବେଳେ ଗମ୍ଭାରୀଗୁଡା ର ମିଟୁ ନାୟକ ଗୁରୁତର ଥିବା ସୂଚନା ମିଳିଛି । ସୂଚନା ମୁତାବକ ଏକ ଅଟୋ କରଡ଼ାକଣା ରୁ ଶେରଗଡ଼ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ କରଡ଼ାକଣା ଅଭିମୁଖେ ଆସୁଥିବା ଅଟୋ ସହ ମୁହାଁ ମୁହିଁ ଧକା ହୋଇଥିଲା ।ଯାହା ଫଳରେ ଘଟଣା ସ୍ଥଳରେ ଚାରି ଜଣ ଆହତ ହୋଇଥିଲେ। ଘଟଣା ସ୍ଥଳରେ ଶେରଗଡ଼ ଥାନା ପୋଲିସ ପହଂଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପଇସା ଶେରଗଡ଼ ମେଡିକାଲ କୁ ପଠାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *