ଶ୍ରମିକ ମୃତ୍ୟ କୁ ନେଇ ଚିନି ଶିଳ୍ପ ସମ୍ନାରେ ଶ୍ରମିକ ସଙ୍ଘଠନ ପକ୍ଷରୁ ପ୍ରତିବାଦ

ଶ୍ରମିକ ମୃତ୍ୟ କୁ ନେଇ ଚିନି ଶିଳ୍ପ ସମ୍ନାରେ ଶ୍ରମିକ ସଙ୍ଘଠନ ପକ୍ଷରୁ ପ୍ରତିବାଦ

ଫୋକସ ପ୍ଲସ 22/5/22(ଗଞ୍ଜାମ):ଗଞ୍ଜାମ ଆସିକା ଚିନିଶିଳ୍ପ ରେ ଅଘଟଣ l କାମ କରୁଥିବା ବେଳେ ଗ୍ୟାସ ପାଇପ ଫାଟି ବିଘ୍ନେଶ୍ୱର ବେହେରା ଓ ଶ୍ୟାମନାରାୟଣ ରାୟ ନାମକ ଦୁଇ ଶ୍ରମିକ ଗୁରୁତର । ଗୁରୁତର ଙ୍କୁ ଭୂବନେଶ୍ବର ଘରୋଇ ମେଡିକାଲ ରେ ଚିକିତ୍ସିତ ବେଳେ ଆଜି ହରିଡ଼ାପଦର ଗ୍ରାମର ବିଘ୍ନେଶ୍ୱର ବେହେରା ଙ୍କ ମୃତ୍ୟୁ ହୋଇଛି l ଗତ 16 ତାରିଖ ଦିନ ଘଟିଥିଲା ଅଘଟଣ । ବୟଲର ପ୍ଲାଣ୍ଟରେ କାମ କରୁଥିବା ସମୟରେ ବ୍ଲାଷ୍ଟ ହେବା ଫଳରେ ସେଥିରୁ ବାହାରୁଥିବା ଷ୍ଟିମରେ ପୋଡି ଯାଇଥିଲେ ଦୁଇ ଶ୍ରମିକ l ଉଭୟ ଶ୍ରମିକ ଙ୍କ ପାଖାପାଖି 70 ପ୍ରତିଶତ ପୋଡି ଯାଇଥିବା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ମେଡ଼ିକାଲରେ ଭର୍ତି କରାଯାଇଥିଲା l ବର୍ତମାନ ମଧ୍ୟ ଗୁରୁତର ଶ୍ୟାମନାରାୟଣ ଙ୍କ ଅବସ୍ଥା ସଙ୍କଟାପର୍ଣ ରହିଛି l ତେବେ ଆଜି ଶ୍ରମିକ ଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ଶ୍ରମିକ ସଙ୍ଘଠନ ପକ୍ଷରୁ ମୃତଦେହକୁ ଚିନି ଶିଳ୍ପ ସମ୍ନାରେ ରଖି ପ୍ରତିବାଦ ଜାରିରଖିଛି ଶ୍ରମିକ ସଂଗଠନ l

ରିପୋର୍ଟ : ଆସିକାରୁ ଶିବରାମ ସିଅ ଫୋକସ ପ୍ଲସ

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *