ଶ୍ରମିକ ମୃତ୍ୟ କୁ ନେଇ ଚିନି ଶିଳ୍ପ ସମ୍ନାରେ ଶ୍ରମିକ ସଙ୍ଘଠନ ପକ୍ଷରୁ ପ୍ରତିବାଦ

ଶ୍ରମିକ ମୃତ୍ୟ କୁ ନେଇ ଚିନି ଶିଳ୍ପ ସମ୍ନାରେ ଶ୍ରମିକ ସଙ୍ଘଠନ ପକ୍ଷରୁ ପ୍ରତିବାଦ

ଫୋକସ ପ୍ଲସ 22/5/22(ଗଞ୍ଜାମ):ଗଞ୍ଜାମ ଆସିକା ଚିନିଶିଳ୍ପ ରେ ଅଘଟଣ l କାମ କରୁଥିବା ବେଳେ ଗ୍ୟାସ ପାଇପ ଫାଟି ବିଘ୍ନେଶ୍ୱର ବେହେରା ଓ ଶ୍ୟାମନାରାୟଣ ରାୟ ନାମକ ଦୁଇ ଶ୍ରମିକ ଗୁରୁତର । ଗୁରୁତର ଙ୍କୁ ଭୂବନେଶ୍ବର ଘରୋଇ ମେଡିକାଲ ରେ ଚିକିତ୍ସିତ ବେଳେ ଆଜି ହରିଡ଼ାପଦର ଗ୍ରାମର ବିଘ୍ନେଶ୍ୱର ବେହେରା ଙ୍କ ମୃତ୍ୟୁ ହୋଇଛି l ଗତ 16 ତାରିଖ ଦିନ ଘଟିଥିଲା ଅଘଟଣ । ବୟଲର ପ୍ଲାଣ୍ଟରେ କାମ କରୁଥିବା ସମୟରେ ବ୍ଲାଷ୍ଟ ହେବା ଫଳରେ ସେଥିରୁ ବାହାରୁଥିବା ଷ୍ଟିମରେ ପୋଡି ଯାଇଥିଲେ ଦୁଇ ଶ୍ରମିକ l ଉଭୟ ଶ୍ରମିକ ଙ୍କ ପାଖାପାଖି 70 ପ୍ରତିଶତ ପୋଡି ଯାଇଥିବା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ମେଡ଼ିକାଲରେ ଭର୍ତି କରାଯାଇଥିଲା l ବର୍ତମାନ ମଧ୍ୟ ଗୁରୁତର ଶ୍ୟାମନାରାୟଣ ଙ୍କ ଅବସ୍ଥା ସଙ୍କଟାପର୍ଣ ରହିଛି l ତେବେ ଆଜି ଶ୍ରମିକ ଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ଶ୍ରମିକ ସଙ୍ଘଠନ ପକ୍ଷରୁ ମୃତଦେହକୁ ଚିନି ଶିଳ୍ପ ସମ୍ନାରେ ରଖି ପ୍ରତିବାଦ ଜାରିରଖିଛି ଶ୍ରମିକ ସଂଗଠନ l

ରିପୋର୍ଟ : ଆସିକାରୁ ଶିବରାମ ସିଅ ଫୋକସ ପ୍ଲସ

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *