କାହିଁକି ଇଲେକ୍ଟ୍ରିକ୍ ସକ୍ ପକ୍ଷୀଙ୍କୁ ଲାଗେନାହିଁ ?

କାହିଁକି ଇଲେକ୍ଟ୍ରିକ୍ ସକ୍ ପକ୍ଷୀଙ୍କୁ ଲାଗେନାହିଁ ?

ଫୋକସ ପ୍ଲସ 23/5/22: ସାଧାରଣତଃ ରାସ୍ତା ପାର୍ଶ୍ୱର ବିଦ୍ୟୁତ୍‌ ଖୁଣ୍ଟରେ ଲାଗିଥିବା ତାରରେ ଅନେକ ପକ୍ଷୀ ଆରାମରେ ବସିଥାନ୍ତି ହେଲେ ସେମାନେ କେବେବି କରେଣ୍ଟ ଦ୍ୱାରା ଆଘାତ ପାଇନଥାନ୍ତି । ଏହାକୁ ସମ୍ପୂର୍ଣ୍ଣ ରୂପେ ବୁଝିବାକୁ ହେଲେ ସର୍ବପ୍ରଥମେ ବିଦ୍ୟୁତ୍ ପ୍ରବାହର ନିୟମକୁ ବୁଝିବାକୁ ପଡିବ । ଏହି ତାରରେ ବିଦ୍ୟୁତ୍ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ ହୋଇଥାଏ । ତାର ଗୁଡିକରେ ବିଦ୍ୟୁତ୍ ଶକ୍ତି ପ୍ରଭାବ ପାଇଁ ଏଥିରେ ତମ୍ବା ବ୍ୟବହୃତ ହୋଇଥାଏ ।
ସୂଚନା ଅନୁସାରେ, ପକ୍ଷୀଙ୍କ ଶରୀରରେ ଏପରି ଏକ କୋଷ ଏବଂ ଟିସୁ ରହିଛି ଯାହା ବିଦ୍ୟୁତ୍‌ ପ୍ରତିରୋଧ ସାଦୃଶ୍ୟ କାର୍ଯ୍ୟ କରିଥାଏ । ଫଳରେ ସେମାନେ ତାରରେ ବସିଲେ ମଧ୍ୟ ସେମାନଙ୍କୁ ଆଘାତ ଲାଗିନଥାଏ । ହେଲେ ଯଦି ତାରଗୁଡିକ ସ୍ପର୍ଶ ସମୟରେ ପକ୍ଷୀମାନେ ଭୂମି ସହ ସଂସ୍ପର୍ଶରେ ଆସନ୍ତି ତେବେ ସର୍ଟ ସର୍କେଟ୍ ହେବାସହ ପକ୍ଷୀଙ୍କୁ ଆଘାତ ଲାଗିବାର ସମ୍ଭାବନା ରହିଛ । ମଣିଷ ମାନଙ୍କ ସହ ମଧ୍ୟ ଏହି ସମାନ୍ ଘଟଣା ଘଟିଥାଏ । ଏକାସହ ତାର ଓ ଭୂମି ସଂସ୍ପର୍ଶରେ ଆସିବା ହେତୁ ଆମକୁ ବିଦ୍ୟୁତ୍ ଆଘାତ ଲାଗିଥାଏ ।

Related post

ଅବ୍ୟବସ୍ଥାରେ ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଅବ୍ୟବସ୍ଥାରେ ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଫୋକସ ପ୍ଲସ(ଲାଞ୍ଜିଗଡ)୧୭/୦୮/୨୦୨୨: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅତ୍ୟନ୍ତ ଦୁର୍ଗମ ଆଦିବାସୀ ଅଦ୍ୟୁଷିତ ଅଞ୍ଚଳରେ ରହିଥିବା ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ଅବ୍ୟବସ୍ଥାରେ ପଡି ରହିଛି!ଏହି ପ୍ରାଥମିକ…
RD ବିଭାଗ ଅବହେଳା ଯୋଗୁଁ ଘରେ ପଶୁଛି ପାଣ

RD ବିଭାଗ ଅବହେଳା ଯୋଗୁଁ ଘରେ ପଶୁଛି ପାଣ

ଫୋକସ ପ୍ଲସ(କେସିଙ୍ଗା)୧୭/୦୮/୨୦୨୨: ଗତ ଲଗାଣ ବର୍ଷାରେ ସମଗ୍ର ଅଞ୍ଚଳରେ ସ୍ଥିତି ବେହାଲ ହୋଇ ପଡ଼ିଛି। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ଏଭଳି ସ୍ଥିତିରେ କାଣ୍ଡେଲ ଅଞ୍ଚଳରେ…
କଲିଙ୍ଗନଗର ରେ ଥିବା କାରଖାନା ମାନଙ୍କ ମନମାନି

କଲିଙ୍ଗନଗର ରେ ଥିବା କାରଖାନା ମାନଙ୍କ ମନମାନି

ଫୋକସ ପ୍ଲସ(ଯାଜପୁର)୧୭/୦୮/୨୦୨୨: ଯାଜପୁର ଜିଲ୍ଲା କଲିଙ୍ଗନଗର ଅଞ୍ଚଳ ରେ ଛୋଟ ବଡ ମିଶି ୧୮ ରୁ ଅଧିକ କାରଖାନା ଗଡି ଉଠିଛି । ମାତ୍ର କଲିଙ୍ଗନଗର ଅବସ୍ଥା ରେ…

Leave a Reply

Your email address will not be published.