ଠକି ନେଲା ଗରିବଙ୍କ ଝାଳ ବୁହା ଟଙ୍କା ।

ଠକି ନେଲା ଗରିବଙ୍କ ଝାଳ ବୁହା ଟଙ୍କା ।

ଫୋକସ ପ୍ଲସ 24/5/22(ଅନୁଗୁଳ): ଦିନ ମଜୁରିଆଙ୍କ ସଞ୍ଚୟ ଅର୍ଥକୁ ଲୁଟିନେଲା ସାଇ ପ୍ରସାଦ ପ୍ରପଟିଜ୍ ଲିମିଟେଡ଼ ଫାଇନାନ୍ସ ସଂସ୍ଥା , ମିଳିଥିବା ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ମହୀଧରପୁର ଗ୍ରାମର କିଛି ଗରିବ ଦିନ ମଜୁରିଆ ଏକ ସାଇ ପ୍ରପଟିଜ୍ ଲିମିଟେଡ଼ ଫାଇନାନ୍ସ ସଂସ୍ଥା ନାମରେ ପେଟ ପଟଣାରୁ କିଛି ଟଙ୍କା ସଞ୍ଚୟ କରି ରଖିଥିଲେ । କିନ୍ତୁ ଦୁଃଖର ବିଷୟ ଯେ ଏହି ସଂସ୍ଥାର ସ୍ଥାନୀୟ ଏଜେଣ୍ଟ ବିରଞ୍ଚି ନାରାୟଣ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ସଞ୍ଚୟ ଟଙ୍କା ରଖିଥିବା ବେଳେ ପରେ ସେହି ଟଙ୍କାକୁ ଫେରସ୍ତ କରିବା ପାଇଁ ମହୀଧରପୁର ଗ୍ରାମର କିଛି ଗରିବ ଦିନ ମଜୁରିଆ ଏଜେଣ୍ଟ ଜଣଙ୍କୁ ବାରମ୍ବାର କହିଥିଲେ। କିନ୍ତୁ ଉକ୍ତ ଏଜେଣ୍ଟ ଜଣଙ୍କ ଆଜି ଦେବି କଲି ଦେବି କହି ଦିନ ଗଡାଇ ଟାଳଟୁଳ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ ନିଜ ସଞ୍ଚୟ ଟଙ୍କାର ଫେରସ୍ତ ପାଇବା ଦାବିରେ ଆଜି ଗରିବ ଅଧିବାସୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଅନୁଗୁଳରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ୍ ପ୍ଲସ

Related post

ଅବ୍ୟବସ୍ଥାରେ ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଅବ୍ୟବସ୍ଥାରେ ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଫୋକସ ପ୍ଲସ(ଲାଞ୍ଜିଗଡ)୧୭/୦୮/୨୦୨୨: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅତ୍ୟନ୍ତ ଦୁର୍ଗମ ଆଦିବାସୀ ଅଦ୍ୟୁଷିତ ଅଞ୍ଚଳରେ ରହିଥିବା ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ଅବ୍ୟବସ୍ଥାରେ ପଡି ରହିଛି!ଏହି ପ୍ରାଥମିକ…
RD ବିଭାଗ ଅବହେଳା ଯୋଗୁଁ ଘରେ ପଶୁଛି ପାଣ

RD ବିଭାଗ ଅବହେଳା ଯୋଗୁଁ ଘରେ ପଶୁଛି ପାଣ

ଫୋକସ ପ୍ଲସ(କେସିଙ୍ଗା)୧୭/୦୮/୨୦୨୨: ଗତ ଲଗାଣ ବର୍ଷାରେ ସମଗ୍ର ଅଞ୍ଚଳରେ ସ୍ଥିତି ବେହାଲ ହୋଇ ପଡ଼ିଛି। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ଏଭଳି ସ୍ଥିତିରେ କାଣ୍ଡେଲ ଅଞ୍ଚଳରେ…
କଲିଙ୍ଗନଗର ରେ ଥିବା କାରଖାନା ମାନଙ୍କ ମନମାନି

କଲିଙ୍ଗନଗର ରେ ଥିବା କାରଖାନା ମାନଙ୍କ ମନମାନି

ଫୋକସ ପ୍ଲସ(ଯାଜପୁର)୧୭/୦୮/୨୦୨୨: ଯାଜପୁର ଜିଲ୍ଲା କଲିଙ୍ଗନଗର ଅଞ୍ଚଳ ରେ ଛୋଟ ବଡ ମିଶି ୧୮ ରୁ ଅଧିକ କାରଖାନା ଗଡି ଉଠିଛି । ମାତ୍ର କଲିଙ୍ଗନଗର ଅବସ୍ଥା ରେ…

Leave a Reply

Your email address will not be published.