ଠକି ନେଲା ଗରିବଙ୍କ ଝାଳ ବୁହା ଟଙ୍କା ।

ଠକି ନେଲା ଗରିବଙ୍କ ଝାଳ ବୁହା ଟଙ୍କା ।

ଫୋକସ ପ୍ଲସ 24/5/22(ଅନୁଗୁଳ): ଦିନ ମଜୁରିଆଙ୍କ ସଞ୍ଚୟ ଅର୍ଥକୁ ଲୁଟିନେଲା ସାଇ ପ୍ରସାଦ ପ୍ରପଟିଜ୍ ଲିମିଟେଡ଼ ଫାଇନାନ୍ସ ସଂସ୍ଥା , ମିଳିଥିବା ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ମହୀଧରପୁର ଗ୍ରାମର କିଛି ଗରିବ ଦିନ ମଜୁରିଆ ଏକ ସାଇ ପ୍ରପଟିଜ୍ ଲିମିଟେଡ଼ ଫାଇନାନ୍ସ ସଂସ୍ଥା ନାମରେ ପେଟ ପଟଣାରୁ କିଛି ଟଙ୍କା ସଞ୍ଚୟ କରି ରଖିଥିଲେ । କିନ୍ତୁ ଦୁଃଖର ବିଷୟ ଯେ ଏହି ସଂସ୍ଥାର ସ୍ଥାନୀୟ ଏଜେଣ୍ଟ ବିରଞ୍ଚି ନାରାୟଣ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ସଞ୍ଚୟ ଟଙ୍କା ରଖିଥିବା ବେଳେ ପରେ ସେହି ଟଙ୍କାକୁ ଫେରସ୍ତ କରିବା ପାଇଁ ମହୀଧରପୁର ଗ୍ରାମର କିଛି ଗରିବ ଦିନ ମଜୁରିଆ ଏଜେଣ୍ଟ ଜଣଙ୍କୁ ବାରମ୍ବାର କହିଥିଲେ। କିନ୍ତୁ ଉକ୍ତ ଏଜେଣ୍ଟ ଜଣଙ୍କ ଆଜି ଦେବି କଲି ଦେବି କହି ଦିନ ଗଡାଇ ଟାଳଟୁଳ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ ନିଜ ସଞ୍ଚୟ ଟଙ୍କାର ଫେରସ୍ତ ପାଇବା ଦାବିରେ ଆଜି ଗରିବ ଅଧିବାସୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଅନୁଗୁଳରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ୍ ପ୍ଲସ

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *