ଖଟିଆ ରେ ବୁହାହେଉଛନ୍ତି ରୋଗୀ

ଖଟିଆ ରେ ବୁହାହେଉଛନ୍ତି ରୋଗୀ

ଫୋକସ ପ୍ଲସ 25/5/22(ଯାଜପୁର): ସୁକିନ୍ଦା ବ୍ଲକ ଅନ୍ତର୍ଗତ ଲେମ୍ୱୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳପଳାଖଳି ଗ୍ରାମର ବାସନ୍ତୀ ମୁଣ୍ଡା,ସ୍ବାମୀ -: କୁଁଆର ମୁଣ୍ଡା ବୁଧବାର ସକାଳ ୬ ଘଟିକା ସମୟରେ ଗ୍ରାମର ବାସନ୍ତୀ ମୁଣ୍ଡାଙ୍କର ଦେହ ହଠାତ ଅସୁସ୍ଥ ହୋଇଯିବାରୁ ଗ୍ରାମବାସୀ ତୁରନ୍ତ ସରକାରୀ 108 ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାରୁ ସରକାରୀ 108 ଆମ୍ବୁଲାନ୍ସ ସୂଚନା ପାଈ ତୁରନ୍ତ ତଳପଳାଖଳି ଗ୍ରାମରକୁ ଯିବ ବେଳେ ଗ୍ରାମକୁ ରାସ୍ତା ସଠିକ୍ ନଥିବାରୁ ଆମ୍ବୁଲାନ୍ସଟି ଗ୍ରାମଠାରୁ ବହୁ ଦୂରରେ ଥିବା ରାସ୍ତାରେ ରହିବା ପରେ ଗ୍ରାମବାସୀ ବାସନ୍ତୀ ମୁଣ୍ଡାଙ୍କୁ ଗ୍ରାମରୁ ଖଟିଆରେ ଗ୍ରାମ ପାଖ ରାସ୍ତା ପର୍ଯ୍ୟନ୍ତ ବୋହି ଆଣିବା ପରେ ବାସନ୍ତୀ ମୁଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଈଥିବା ଦେଖିବାକୁ ମିଳିଛି ।

ଯାଜପୁର ସୁକିନ୍ଦା ଦାନଗଦୀ ରୁ ପଦ୍ମନାଭ ପହି ଙ୍କ ରିପୋର୍ଟ ଫୋକସ ପ୍ଲସ୍।

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *