ନିର୍ଦ୍ଦେଶକଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର୍…

ନିର୍ଦ୍ଦେଶକଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର୍…

ଫୋକସ ପ୍ଲସ 26/5/22(ମୁମ୍ୱାଇ): ବଲିଉଡର ନାମୀଦାମୀ ନିର୍ମାତା କରଣ ଜୋହରଙ୍କ ଆଜି ଜନ୍ମଦିନ । ୫୦ ବର୍ଷରେ ପାଦ ଥାପିଛନ୍ତି ଏହି ଫେମସ ଡାଇରେକ୍ଟର । ସେଥିପାଇଁ କରଣଙ୍କ ପାଇଁ ଏହି ଜନ୍ମଦିନଟି ବେଶ୍ ଖାସ୍ । ଏହି ଖାସ ଦିନଟିକୁ କରଣ ତାଙ୍କ ଫ୍ୟାନ୍ସଙ୍କ ପାଇଁ ସ୍ପେଶାଲ ପ୍ଲାନିଙ୍ଗ କରିଛନ୍ତି । ଫିଲ୍ମ ନିର୍ମାତା ୫୦ ତମ ଜନ୍ମଦିନ ଅବସରରେ କିଛି ଘୋଷଣା କରିବାକୁ ଯାଉଛନ୍ତି ।
କରଣଙ୍କ ସ୍ପେଶାଲ ଆନାନାଉନ୍ସମେଣ୍ଟ କଣ ?
ଏହାର ସୂଚନା କରଣ ଜୋହର ଟ୍ୱିଟର ଜରିଆରେ ଦେଇଛନ୍ତି । କରଣ ଟ୍ୱିଟ କରି ଫ୍ୟାନ୍ସଙ୍କୁ କହିଛନ୍ତି ସେ ବହୁତ କିଛି ଖାସ୍ ଘୋଷଣା କରିବାକୁ ଯାଉଛନ୍ତି । କରଣ ଜୋହର ଲେଖିଛନ୍ତି ଗୋଟିଏ ଖାସ୍ ଦିନ, ସ୍ପେଶାଲ ନୋଟ୍, ଗୋଟିଏ ସ୍ପେଶାଲ ଘୋଷଣା । ଯୋଡି ହୋଇ ରହିଥାନ୍ତୁ । ଖୁବଶିଘ୍ର କିଛି ଘୋଷଣା ହୋଇପାରେ ।

କରଣଙ୍କ ଏହି ଟ୍ୱିଟ ପରେ ପ୍ୟାନ୍ସ ମହଲରେ ଖୁସିର ମାହୋଲ ଦେଖାଦେଇଛି । ଅଧିକରୁ ଅଧିକ ଫ୍ୟାନ୍ସ କହିଛନ୍ତି କରଣ ତାଙ୍କ ବିବାହକୁ ନେଇ କିଛି ଘୋଷଣା କରିପାରନ୍ତି । କେହି କେହି କହିଛନ୍ତି ଅନୁମାନ ଅଛି କି ନିର୍ଦ୍ଦେଶକ ପଠାନ୍ ଫିଲ୍ମକୁ ନେଇ କିଛି ଘୋଷଣା କରିପାରନ୍ତି । ଏବେ ଅପେକ୍ଷା କରଣଙ୍କ ଘୋଷଣାକୁ ।

Related post

ରାଜ୍ୟ ପ୍ରଗତି କିପରି ସମ୍ଭବ? ବିଧାନସଭା ଗୃହ ଅଚଳାବସ୍ଥା କାହିଁକି ?

ରାଜ୍ୟ ପ୍ରଗତି କିପରି ସମ୍ଭବ? ବିଧାନସଭା ଗୃହ ଅଚଳାବସ୍ଥା କାହିଁକି ?

ଫୋକସ ପ୍ଲସ (ବ୍ୟୁରୋ) ୦୫/୦୭/୨୦୨୨: ଆମ ରାଜ୍ୟ ବିଧାନସଭାରେ କେତେକ ଜରୁରୀ ପ୍ରସଂଗ ଉପରେ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଶାସକଦଳ ପକ୍ଷରୁ କାଳେ ଏଡାଇଯାଉଥିବା ଏବେ ଚର୍ଚ୍ଚା ଚାଲିଛି।…
୩ ଦିନିଆ ଗଞ୍ଜାମ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସ୍

୩ ଦିନିଆ ଗଞ୍ଜାମ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସ୍

ଫୋକସ ପ୍ଲସ (ଗଞ୍ଜାମ) ୦୫/୦୭/୨୦୨୨: ଗଞ୍ଜାମ ଜିଲ୍ଲା ଆସିକା ସଂସଦୀୟ କ୍ଷେତ୍ର ଗସ୍ତରେ ଆସିଛନ୍ତି କେନ୍ଦ୍ର ସରକାରଙ୍କ ରେଳ ଓ ଟେକ୍ସଟାଇଲ ମନ୍ତ୍ରୀ (ସ୍ବାଧୀନ) ଦର୍ଶନା ଜର୍ଦ୍ଦୋସ୍। ମନ୍ତ୍ରୀ…
ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଫୋକସ ପ୍ଲସ (ଦଶମନ୍ତପୁର) ୦୫/୦୭/୨୦୨୨: ଜଣେ ଅସହାୟ ବୃଦ୍ଧାଙ୍କ ଆଧାର କାର୍ଡ ନଥିବା ରୁ ଏକ ବର୍ଷ ହେଲା ପଞ୍ଚାୟତ ପକ୍ଷରୁ ଭତ୍ତା ଟଙ୍କା ଦିଆ ଯାଉନ ଥିବା…

Leave a Reply

Your email address will not be published.