ନିର୍ଦ୍ଦେଶକଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର୍…

ନିର୍ଦ୍ଦେଶକଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର୍…

ଫୋକସ ପ୍ଲସ 26/5/22(ମୁମ୍ୱାଇ): ବଲିଉଡର ନାମୀଦାମୀ ନିର୍ମାତା କରଣ ଜୋହରଙ୍କ ଆଜି ଜନ୍ମଦିନ । ୫୦ ବର୍ଷରେ ପାଦ ଥାପିଛନ୍ତି ଏହି ଫେମସ ଡାଇରେକ୍ଟର । ସେଥିପାଇଁ କରଣଙ୍କ ପାଇଁ ଏହି ଜନ୍ମଦିନଟି ବେଶ୍ ଖାସ୍ । ଏହି ଖାସ ଦିନଟିକୁ କରଣ ତାଙ୍କ ଫ୍ୟାନ୍ସଙ୍କ ପାଇଁ ସ୍ପେଶାଲ ପ୍ଲାନିଙ୍ଗ କରିଛନ୍ତି । ଫିଲ୍ମ ନିର୍ମାତା ୫୦ ତମ ଜନ୍ମଦିନ ଅବସରରେ କିଛି ଘୋଷଣା କରିବାକୁ ଯାଉଛନ୍ତି ।
କରଣଙ୍କ ସ୍ପେଶାଲ ଆନାନାଉନ୍ସମେଣ୍ଟ କଣ ?
ଏହାର ସୂଚନା କରଣ ଜୋହର ଟ୍ୱିଟର ଜରିଆରେ ଦେଇଛନ୍ତି । କରଣ ଟ୍ୱିଟ କରି ଫ୍ୟାନ୍ସଙ୍କୁ କହିଛନ୍ତି ସେ ବହୁତ କିଛି ଖାସ୍ ଘୋଷଣା କରିବାକୁ ଯାଉଛନ୍ତି । କରଣ ଜୋହର ଲେଖିଛନ୍ତି ଗୋଟିଏ ଖାସ୍ ଦିନ, ସ୍ପେଶାଲ ନୋଟ୍, ଗୋଟିଏ ସ୍ପେଶାଲ ଘୋଷଣା । ଯୋଡି ହୋଇ ରହିଥାନ୍ତୁ । ଖୁବଶିଘ୍ର କିଛି ଘୋଷଣା ହୋଇପାରେ ।

କରଣଙ୍କ ଏହି ଟ୍ୱିଟ ପରେ ପ୍ୟାନ୍ସ ମହଲରେ ଖୁସିର ମାହୋଲ ଦେଖାଦେଇଛି । ଅଧିକରୁ ଅଧିକ ଫ୍ୟାନ୍ସ କହିଛନ୍ତି କରଣ ତାଙ୍କ ବିବାହକୁ ନେଇ କିଛି ଘୋଷଣା କରିପାରନ୍ତି । କେହି କେହି କହିଛନ୍ତି ଅନୁମାନ ଅଛି କି ନିର୍ଦ୍ଦେଶକ ପଠାନ୍ ଫିଲ୍ମକୁ ନେଇ କିଛି ଘୋଷଣା କରିପାରନ୍ତି । ଏବେ ଅପେକ୍ଷା କରଣଙ୍କ ଘୋଷଣାକୁ ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *