
ଝିମିଟି ଖେଳରୁ ମହାଭାରତ
- Breaking newsବାଣିଜ୍ୟମନୋରଞ୍ଜନମହାନଗର
- May 27, 2022
- No Comment
- 226
ଫୋକସ ପ୍ଲସ 27/5/22(କଟକ): ବିଳମ୍ବିତ ରାତିରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ମହାଜନପୁର ପାଣି ଟାଙ୍କି ପରିସର ରେ ୩ ଜଣ ଯୁବକ ମଦ ପାନ କରି ନିଜ ଭିତରେ ମାଡପିଟ୍ ହୋଇଥିଲେ || ଏ ଭିତରେ ଜଣେ ଏକ ସିମେଣ୍ଟ ଚଟାଣ ଉପରେ ପଡ଼ିjiବାରୁ ଗୁରୁତର ଅବସ୍ଥାରେ ତାକୁ କଟକବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ଗୁରୁତର ଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ଜଣକ ହେଲା ହୃଷିକେଶ ମଲ୍ଲିକ। ଗଣ୍ଡଗୋଳ କରିଥିବା ଯୁବକ ବଟକୃଷ୍ଣ ମଲ୍ଲିକଙ୍କୁ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଥାନା ରେ ଅଟକ ରଖିଛି। ନିଶ୍ଚିନ୍ତକୋଇଲି ରୁ ଫାଲଗୁନୀ ପଣ୍ଡା ଙ୍କ ରିପୋର୍ଟ ଫୋକସ ପ୍ଲସ .