ପୋଲିସ କବ୍ଜାରେ ବେଆଇନ୍ କ୍ଲିନିକ

ପୋଲିସ କବ୍ଜାରେ ବେଆଇନ୍ କ୍ଲିନିକ

ଫୋକସ ପ୍ଲସ 27/5/22(ବ୍ରହ୍ମପୁର ): ବ୍ରହ୍ମପୁର ସହରରେ ବର୍ଷ ବର୍ଷ ଧରି ବେଆଇନ୍ ଭାବେ କ୍ଲିନିକ କରି ଲିଙ୍ଗ ନିରୂପଣ କରିବା ସହ ଗର୍ଭସ୍ଥ ମହିଳା ଙ୍କ ଠାରୁ ବେଆଇନ୍ ଭାବେ କନ୍ୟା ଭୃଣ ହତ୍ୟା କରୁଥିବା ଏକ କ୍ଲିନିକ କୁ ଠାବ କରିବା ରେ ସଫଳ ହୋଇଛି ପୋଲିସ। ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଆଙ୍କୁଲି ନିକଟରେ ଏକ କ୍ଲିନିକ କରି କିଛି ଦଲାଲ କୁ ସାଥିରେ ନେଇ ଏଭଳି ବେଆଇନ କାର୍ଯ୍ୟକଳାପ ଚଳାଇଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି। ବିଶେଷ ସୂତ୍ର ରୁ ଖବର ପାଇ ପୋଲିସ, ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ମିଳିତ ଚଢାଉ କରି ମୁଖ୍ୟ ଅଭିଯୁକ୍ତ ଦୁର୍ଗାପ୍ରସାଦ ନାୟକ ଙ୍କ ସମେତ 12 ଜଣଙ୍କୁ ଗିରଫ କରିଛି ପୋଲିସ। ଦୁର୍ଗା, ତାଙ୍କ ଶଢୁ ହରି ଦଳାଇ, ଶଳା ଅକ୍ଷୟ ଦଳାଇ ମିଶି ଏହି ରେକେଟର ମୁଖ୍ୟ ଥିଲେ। ଏମନେ ବିଭିନ୍ନ ଘରୋଇ ମେଡିକାଲ, diagnostic ସହ ଯୋଗାଯୋଗ କରି ସେମାନଙ୍କ ଠାରୁ ଅନେକ ଆପତି ଜନକ ସାମଗ୍ରୀ ଜବତ କରାଇଥିବା ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛି।

Related post

ନିରଞ୍ଜନ ପୂଜାରୀଙ୍କୁ ମିଳିଲା ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ |

ନିରଞ୍ଜନ ପୂଜାରୀଙ୍କୁ ମିଳିଲା ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ |

ଫୋକସ ପ୍ଲସ ୩୦/୧/୨୩(ବ୍ୟୁରୋ):ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ମିଳିଛି। ଅର୍ଥମନ୍ତ୍ରୀ ମନ୍ତ୍ରୀ ନବ ଦାସଙ୍କ…
ଶେଷହେଲା ଶ୍ରେୟା ହ୍ୟୁମାନ କଳି |

ଶେଷହେଲା ଶ୍ରେୟା ହ୍ୟୁମାନ କଳି |

ଫୋକସ ପ୍ଲସ ୩୦/୧/୨୩(ବ୍ୟୁରୋ): ମନୋମାଳିନ୍ୟର ଅନ୍ତ, ତୁଟିଲା ସ୍ୱାମୀ-ସ୍ତ୍ରୀଙ୍କ କଳି । ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲାର ସମାଧାନ ହୋଇଛି। ବିବାଦର…
ପଠାନ ମୁଭିକୁ ବିରୋଧ କରୁଥିବା ଲୋକଙ୍କୁ “ମୁଁ ତୋଡ ଜବାବ”  |

ପଠାନ ମୁଭିକୁ ବିରୋଧ କରୁଥିବା ଲୋକଙ୍କୁ “ମୁଁ ତୋଡ ଜବାବ” |

ଫୋକସ ପ୍ଲସ ୩୦/୧/୨୩(ବ୍ୟୁରୋ):ଥମୁନି ପଠାନ୍‌ କ୍ରେଜ। ଝଡ଼ ପରି ମାଡ଼ି ଚାଲିଛି ପଠାନ୍‌। ଯେତେ ବିରୋଧ କଲେ ବି କରିଛି କୋଟିକୋଟି କଲେକ୍‌ସନ୍‌। ଯୁଆଡେ ଚାହିଁବ ସିଆଡେ କେବଳ…

Leave a Reply

Your email address will not be published.