ବର୍ଷାଜଳ ନିଷ୍କାସନ ପାଇଁ ଅନଶନରେ ବସିଲେ କିଛି ଗ୍ରାମବାସୀ

ବର୍ଷାଜଳ ନିଷ୍କାସନ ପାଇଁ ଅନଶନରେ ବସିଲେ କିଛି ଗ୍ରାମବାସୀ

ଫୋକସ ପ୍ଲସ 27/5/22(କେନ୍ଦ୍ରାପଡ଼ା):ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ରେ ବିକାଶର ନଗ୍ନ ଚିତ୍ର ଟୋପାଏ ବର୍ଷା ହେଲେ ଆଁଠିଏ ଉଚ୍ଚର ପାଣି। ଡ୍ରେନେଜ୍ ସୁବିଧା ନଥିବାରୁ ଘରେ ପଶୁଛି ପାଣି ଯେତେ ଗୁହାରି କଲେ ବି ସୁଣୁନି ପ୍ରଶାସନ । କେନ୍ଦ୍ରାପଡ଼ା ଜିଲ୍ଲା ର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ନାମରେ ପୁରା ଚର୍ଚ୍ଚିତ ହେଲେ କାମରେ ଛକି ଶୂନ । ଗରଦପୁର ବ୍ଲକ ପାଟକୁରା ପଞ୍ଚାୟତ ପାଟକୁରା ଗ୍ରାମରେ ଦୀର୍ଘ ବର୍ଷ ଧରି ଦେଖିବାକୁ ମିଳୁଛି ଅବ୍ୟବେବସ୍ତାର ଚିତ୍ର, ବର୍ଷାଦିନ ଆସିଲେ ଚିନ୍ତାରେ ରୁହନ୍ତି ଗ୍ରାମବାସୀ । କାହିକିଁ ନା ଘରେ ପସେ ପାଣି ସାମ୍ନାରେ ପାଟକୁରା ଥାନା , ପଞ୍ଚାୟତ କାର୍ଯ୍ୟାଳୟ, ବଜାର ଗଢ଼ିଉଠିଥିବା ରୁ ଜଳନିଷ୍କାସନ ର ସୁବିଧା ନାହିଁ ଯାହା ଫଳରେ ଡ୍ରେନେଜ ପାଇଁ ବାରମ୍ବାର ବ୍ଲକ୍ ଓ ଜିଲ୍ଲା କାର୍ଯ୍ୟାଳୟ ରେ ଅଭିଯୋଗ କଲେବି କେହି ଶୁଣୁନାହାନ୍ତି । ଯାହାକୁ ନେଇ ଆଜି ଆମରଣ ଅନଶନରେ ବସିଛନ୍ତି ପାଟକୁରା ଗ୍ରାମର କିଛି ଗ୍ରାମବାସୀ । ଗୋଟେ ପଟେ ମୁଖ୍ୟମନ୍ତ୍ରୀ ନିଜେ ପାଟକୁରା କୁ ଦେଖିବେ ବୋଲି ନିର୍ବାଚନ ସମୟରେ କହିଥିଲେ ହେଲେ ଏବେ ଏଭଳି ପରିସ୍ଥିତିରେ କୁଆଡେ ଗଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ପାଟକୁରା ବାସୀ । ଖୋଦ୍ ପାଟକୁରା ର ଚିତ୍ର ଯଦି ଏଭଳି ରହୁଛି ତେବେ ପୁରା ପାଟକୁରା ନିର୍ବାଚନମଣ୍ଡଳୀ ର ଚିତ୍ର କେମିତି ଥିବ ଏଥିରୁ ସ୍ପଷ୍ଟ ଅନୁମୟ ।କେନ୍ଦ୍ରାପଡ଼ା ରୁ ମୁକ୍ତେଶ୍ଵର ସ୍ୱାଇଁ ଫୋକସ ପ୍ଲସ

Related post

ନିରଞ୍ଜନ ପୂଜାରୀଙ୍କୁ ମିଳିଲା ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ |

ନିରଞ୍ଜନ ପୂଜାରୀଙ୍କୁ ମିଳିଲା ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ |

ଫୋକସ ପ୍ଲସ ୩୦/୧/୨୩(ବ୍ୟୁରୋ):ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ମିଳିଛି। ଅର୍ଥମନ୍ତ୍ରୀ ମନ୍ତ୍ରୀ ନବ ଦାସଙ୍କ…
ଶେଷହେଲା ଶ୍ରେୟା ହ୍ୟୁମାନ କଳି |

ଶେଷହେଲା ଶ୍ରେୟା ହ୍ୟୁମାନ କଳି |

ଫୋକସ ପ୍ଲସ ୩୦/୧/୨୩(ବ୍ୟୁରୋ): ମନୋମାଳିନ୍ୟର ଅନ୍ତ, ତୁଟିଲା ସ୍ୱାମୀ-ସ୍ତ୍ରୀଙ୍କ କଳି । ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲାର ସମାଧାନ ହୋଇଛି। ବିବାଦର…
ପଠାନ ମୁଭିକୁ ବିରୋଧ କରୁଥିବା ଲୋକଙ୍କୁ “ମୁଁ ତୋଡ ଜବାବ”  |

ପଠାନ ମୁଭିକୁ ବିରୋଧ କରୁଥିବା ଲୋକଙ୍କୁ “ମୁଁ ତୋଡ ଜବାବ” |

ଫୋକସ ପ୍ଲସ ୩୦/୧/୨୩(ବ୍ୟୁରୋ):ଥମୁନି ପଠାନ୍‌ କ୍ରେଜ। ଝଡ଼ ପରି ମାଡ଼ି ଚାଲିଛି ପଠାନ୍‌। ଯେତେ ବିରୋଧ କଲେ ବି କରିଛି କୋଟିକୋଟି କଲେକ୍‌ସନ୍‌। ଯୁଆଡେ ଚାହିଁବ ସିଆଡେ କେବଳ…

Leave a Reply

Your email address will not be published.