ବର୍ଷାଜଳ ନିଷ୍କାସନ ପାଇଁ ଅନଶନରେ ବସିଲେ କିଛି ଗ୍ରାମବାସୀ

ବର୍ଷାଜଳ ନିଷ୍କାସନ ପାଇଁ ଅନଶନରେ ବସିଲେ କିଛି ଗ୍ରାମବାସୀ

ଫୋକସ ପ୍ଲସ 27/5/22(କେନ୍ଦ୍ରାପଡ଼ା):ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ରେ ବିକାଶର ନଗ୍ନ ଚିତ୍ର ଟୋପାଏ ବର୍ଷା ହେଲେ ଆଁଠିଏ ଉଚ୍ଚର ପାଣି। ଡ୍ରେନେଜ୍ ସୁବିଧା ନଥିବାରୁ ଘରେ ପଶୁଛି ପାଣି ଯେତେ ଗୁହାରି କଲେ ବି ସୁଣୁନି ପ୍ରଶାସନ । କେନ୍ଦ୍ରାପଡ଼ା ଜିଲ୍ଲା ର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ନାମରେ ପୁରା ଚର୍ଚ୍ଚିତ ହେଲେ କାମରେ ଛକି ଶୂନ । ଗରଦପୁର ବ୍ଲକ ପାଟକୁରା ପଞ୍ଚାୟତ ପାଟକୁରା ଗ୍ରାମରେ ଦୀର୍ଘ ବର୍ଷ ଧରି ଦେଖିବାକୁ ମିଳୁଛି ଅବ୍ୟବେବସ୍ତାର ଚିତ୍ର, ବର୍ଷାଦିନ ଆସିଲେ ଚିନ୍ତାରେ ରୁହନ୍ତି ଗ୍ରାମବାସୀ । କାହିକିଁ ନା ଘରେ ପସେ ପାଣି ସାମ୍ନାରେ ପାଟକୁରା ଥାନା , ପଞ୍ଚାୟତ କାର୍ଯ୍ୟାଳୟ, ବଜାର ଗଢ଼ିଉଠିଥିବା ରୁ ଜଳନିଷ୍କାସନ ର ସୁବିଧା ନାହିଁ ଯାହା ଫଳରେ ଡ୍ରେନେଜ ପାଇଁ ବାରମ୍ବାର ବ୍ଲକ୍ ଓ ଜିଲ୍ଲା କାର୍ଯ୍ୟାଳୟ ରେ ଅଭିଯୋଗ କଲେବି କେହି ଶୁଣୁନାହାନ୍ତି । ଯାହାକୁ ନେଇ ଆଜି ଆମରଣ ଅନଶନରେ ବସିଛନ୍ତି ପାଟକୁରା ଗ୍ରାମର କିଛି ଗ୍ରାମବାସୀ । ଗୋଟେ ପଟେ ମୁଖ୍ୟମନ୍ତ୍ରୀ ନିଜେ ପାଟକୁରା କୁ ଦେଖିବେ ବୋଲି ନିର୍ବାଚନ ସମୟରେ କହିଥିଲେ ହେଲେ ଏବେ ଏଭଳି ପରିସ୍ଥିତିରେ କୁଆଡେ ଗଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ପାଟକୁରା ବାସୀ । ଖୋଦ୍ ପାଟକୁରା ର ଚିତ୍ର ଯଦି ଏଭଳି ରହୁଛି ତେବେ ପୁରା ପାଟକୁରା ନିର୍ବାଚନମଣ୍ଡଳୀ ର ଚିତ୍ର କେମିତି ଥିବ ଏଥିରୁ ସ୍ପଷ୍ଟ ଅନୁମୟ ।କେନ୍ଦ୍ରାପଡ଼ା ରୁ ମୁକ୍ତେଶ୍ଵର ସ୍ୱାଇଁ ଫୋକସ ପ୍ଲସ

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *