ପାଗଳକୁ ଗଛରେ ଟାଙ୍ଗି ହତ୍ୟା

ପାଗଳକୁ ଗଛରେ ଟାଙ୍ଗି ହତ୍ୟା

ଫୋକସ ପ୍ଲସ 28/5/22(ଉଦଳା):ହଜି ଗଲାଣି ମାନବିକତା । ସମ୍ପର୍କିୟ ହତ୍ୟା କରିବାକୁ ପଛାଉ ନାହିଁ ସମ୍ପର୍କିୟକୁ । ଏଭଳି ଘଟଣା ଦେଖିବାକୁ ମିଳିଛି ଶରତ ଥାନା ଅନ୍ତର୍ଗତ ବାଡିଘୁଟ ଗ୍ରାମରେ ।ବାଡିଘୁଟ୍ ଗ୍ରାମର ଲାଣ୍ଡୁ ମୁଣ୍ଡା ବିକୃତ ମସ୍ତିସ୍କ ଥିବାବେଳେ ଗ୍ରାମର ଛୋଟ ପିଲାମାନଙ୍କୁ ଦେଖିଲେ କରାଉଥିଲା ।ଲାଣ୍ଡୁ ର କକା ପୁଅ ଭାଇ ସିଂଗରାଏ ଦେଓଗାମ କୈାଣସି କାରଣରୁ ଉତକ୍ଷିପ୍ତ ହୋଇ ନିଛାଟିଆ ସ୍ଥାନରେ ପାଗଳ ଲାଣ୍ଡୁର ହାତ ଗୋଡ ବାନ୍ଧି ଏକ ଗଛରେ ଟାଙ୍ଗି ନିର୍ଘାତ ମାଡ଼ ମାରିଥିଲା । ଘଟଣାସ୍ଥଳରେ ଲାଣ୍ଡୁର ପ୍ରାଣବାୟୁ ଉଡି ଯାଇଥିଲା । ସିଙ୍ଗରାୟକୁ ସହଯୋଗ କରିଥିଲା ସେହି ଗ୍ରାମର ଚମ୍ପାୟ ମୁଣ୍ଡା ।ଖବର ପ୍ରଚାର ପରେ ଶରତ ଥାନାର ଅଧିକାରୀ ଭାସ୍କର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି ।

Related post

ବୌଦ୍ଧରେ ଗଡିଲା ଲକ୍ଷ୍ମୀ ବସ, ଆଭାସୀ ଜରିଆରେ ଶୁଭାରମ୍ଭକଲେ ମୁଖ୍ୟମନ୍ତ୍ରୀ l

ବୌଦ୍ଧରେ ଗଡିଲା ଲକ୍ଷ୍ମୀ ବସ, ଆଭାସୀ ଜରିଆରେ ଶୁଭାରମ୍ଭକଲେ ମୁଖ୍ୟମନ୍ତ୍ରୀ l

ବୌଦ୍ଧ୨୧/୦୨/୨୦୨୪: ବୌଦ୍ଧ ଜିଲ୍ଲାରେ ଆଜି ଆରମ୍ଭ ହେଲା ଲକ୍ଷ୍ମୀ ବସ ଯୋଜନା। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ୍ ପଡିଆ ଠାରେ ଏହି ଯୋଜନା ଉଦଘାଟନ ଆୟୋଜନ କରାଯାଇଥିବା…
ବିଦ୍ୟୁତ ଜାମୱାଲ ଦେଲେ ନିଜ ଭାଇରାଲ ନଗ୍ନ ଫଟୋ ଉପରେ ପ୍ରତିକ୍ରିୟା:’ବହୁତ ଅଧିକ ଆରାମ ଦାୟକ”

ବିଦ୍ୟୁତ ଜାମୱାଲ ଦେଲେ ନିଜ ଭାଇରାଲ ନଗ୍ନ ଫଟୋ ଉପରେ ପ୍ରତିକ୍ରିୟା:’ବହୁତ…

ବାଲିବୁଡ଼ ୨୧/୦୨/୨୦୨୪: ଗତ ବର୍ଷ ଡିସେମ୍ବର 10 ରେ ଯେତେବେଳେ ସେ ତାଙ୍କ ନଗ୍ନ ଚିତ୍ର ପୋଷ୍ଟ କରିଥିଲେ ସେତେବେଳେ ବିଦ୍ୟୁତ ଜାମୱାଲ ହେଡଲାଇନ ସୃଷ୍ଟି କରିଥିଲେ। ତାଙ୍କ…
ଆଇକନ୍ ରେଡିଓ ଉପସ୍ଥାପକ ତଥା ‘ଗୀତାମା’ର ସୁବର୍ଣ୍ଣ ସ୍ୱର ଆମିନ ସାୟାନୀଙ୍କର 91 ବର୍ଷ ବୟସରେ ଦେହାନ୍ତ ହୋଇଛି |

ଆଇକନ୍ ରେଡିଓ ଉପସ୍ଥାପକ ତଥା ‘ଗୀତାମା’ର ସୁବର୍ଣ୍ଣ ସ୍ୱର ଆମିନ ସାୟାନୀଙ୍କର…

ଆଇକନିକ୍ ରେଡିଓ ହୋଷ୍ଟ ଆମିନ ସାୟାନୀଙ୍କ ହୃଦଘାତରେ 91 ବର୍ଷ ବୟସରେ ଦେହାନ୍ତ ହୋଇଛି ବୋଲି ତାଙ୍କ ପୁଅ ରଜିଲ ସାୟାନି ବୁଧବାର କହିଛନ୍ତି। ରାଜିଲ ସାୟାନି କହିଛନ୍ତି…

Leave a Reply

Your email address will not be published. Required fields are marked *