ପାଗଳକୁ ଗଛରେ ଟାଙ୍ଗି ହତ୍ୟା

ପାଗଳକୁ ଗଛରେ ଟାଙ୍ଗି ହତ୍ୟା

ଫୋକସ ପ୍ଲସ 28/5/22(ଉଦଳା):ହଜି ଗଲାଣି ମାନବିକତା । ସମ୍ପର୍କିୟ ହତ୍ୟା କରିବାକୁ ପଛାଉ ନାହିଁ ସମ୍ପର୍କିୟକୁ । ଏଭଳି ଘଟଣା ଦେଖିବାକୁ ମିଳିଛି ଶରତ ଥାନା ଅନ୍ତର୍ଗତ ବାଡିଘୁଟ ଗ୍ରାମରେ ।ବାଡିଘୁଟ୍ ଗ୍ରାମର ଲାଣ୍ଡୁ ମୁଣ୍ଡା ବିକୃତ ମସ୍ତିସ୍କ ଥିବାବେଳେ ଗ୍ରାମର ଛୋଟ ପିଲାମାନଙ୍କୁ ଦେଖିଲେ କରାଉଥିଲା ।ଲାଣ୍ଡୁ ର କକା ପୁଅ ଭାଇ ସିଂଗରାଏ ଦେଓଗାମ କୈାଣସି କାରଣରୁ ଉତକ୍ଷିପ୍ତ ହୋଇ ନିଛାଟିଆ ସ୍ଥାନରେ ପାଗଳ ଲାଣ୍ଡୁର ହାତ ଗୋଡ ବାନ୍ଧି ଏକ ଗଛରେ ଟାଙ୍ଗି ନିର୍ଘାତ ମାଡ଼ ମାରିଥିଲା । ଘଟଣାସ୍ଥଳରେ ଲାଣ୍ଡୁର ପ୍ରାଣବାୟୁ ଉଡି ଯାଇଥିଲା । ସିଙ୍ଗରାୟକୁ ସହଯୋଗ କରିଥିଲା ସେହି ଗ୍ରାମର ଚମ୍ପାୟ ମୁଣ୍ଡା ।ଖବର ପ୍ରଚାର ପରେ ଶରତ ଥାନାର ଅଧିକାରୀ ଭାସ୍କର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି ।

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *