ସମବାୟ ଅଫିସ ଭିତରେ ହାଟଗୋଳ

ସମବାୟ ଅଫିସ ଭିତରେ ହାଟଗୋଳ

ଫୋକସ ପ୍ଲସ 28/5/22(ବାସୁଦେବପୁର):ବାସୁଦେବପୁର ବ୍ଲକ ବରଣ୍ଡୁଆ ସମବାୟ ସମିତି ଚାରୋଟି ଗ୍ରାମପଞ୍ଚlୟତ ଓ ଛଅଟି ପୌରପାଳିକାର ଗାଁକୁ ନେଇ ଗଠିତ ହୋଇଛି l ଏଥିରେ ୩୧ ଜଣ ନାମଙ୍କନ ପତ୍ର ଦାଖଲ କରିଥିବା ବେଳେ l ୨୬ ତାରିଖ ରେ ସରିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା l ଯାଞ୍ଚ ପକ୍ରିୟା ଆଜି ଦିନ ୧୦ ଘଟିକା ରୁ ୨ଘଟିକା ପର୍ଯ୍ୟନ୍ତ ଥିବା ବେଳେ l ଅଧିକାରୀ ଦିନ ଦୁଇଟା ପଯ୍ୟନ୍ତ ପହଞ୍ଚି ନଥିଲେ ଏନେଇ ନାମଙ୍କପତ୍ର ଦାଖଲ କରିଥିବା ଏବଂ ସାଧାରଣ ଚାଷୀ ମାନେ ସମବାୟ ସମିତି ଭିତରେ ହଟ ଗୋଳ ଆରମ୍ଭ କରିଥିଲେ l ସମବାୟ ସମିତିର ସେକ୍ରେଟାରୀ ଙ୍କୁ କାହିଁକି ତ୍ରୁଟି ହୋଇଛି ବୋଲି ପଚାରିବାରୁ ଜାଣି ନାହାନ୍ତି ବୋଲି କହିଥିଲେ l ଦୁଇଟା ପାଞ୍ଚ ମିନିଟ ସମୟରେ ଅଧିକାରୀ ରଖିଥିଲେ ଏବଂ ଅଧିକାରୀକୁ ଜବାବ ମାଗିଥିଲେ କାହିଁକି ଏତେ ଡେରିରେ ଆସିଲେ ଏବଂ କାହା ଚାପରେ ଅଛନ୍ତି l କେତେ ଟଙ୍କା ଲାଞ୍ଚ ନେଇଛନ୍ତି ଯାଞ୍ଜ କରିବାକୁ ବିଳମ୍ବରେ କାହିଁକି ଆସିଲେ l ସାଧାରଣ ଚାଷୀ ଓ ପ୍ରାଥୀପତ୍ର ଦାଖଲ କରିଥିବା ହିତାଧିକାରୀ ପଚାରିଥିଲେ l

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *