ସଡକ ଦୁର୍ଘଟଣା ୩ ମୃତ

ସଡକ ଦୁର୍ଘଟଣା ୩ ମୃତ

ଫୋକସ ପ୍ଲସ ୨୯ /୫/ ୨୨(କୋରାପୁଟ): କୋରାପୁଟ ସଦର ଥାନା ଅନ୍ତର୍ଗତ ଦୟାନିଧିଗୁଡା ରେ ଶ୍ରମିକ ବିଝେଇ ଅଟୋକୁ ପିଟିଲା ଟ୍ରକ |ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 5ରୁ ଅଧିକ ଗୁରୁତର ରହିଛନ୍ତି |ସବୁ ଶ୍ରମିକ ମାନେ ମୁସଗୁଡ ଓ ଵତୁଟୁରଗୁଡା ଗାଁର ବୋଲି ଜଣାପଡିଛି |ପ୍ରତିଦିନ ଭଳି ଶ୍ରମିକ ମାନ ନିଜ ପେଟ ଚାଖଣ୍ଡେ ପାଇଁ କୋରାପୁଟ ସହର କୁ କୁଲି ବୃତ୍ତି କରିବା ପାଇଁ ଅଟୋରେ ଆସିଥାନ୍ତି |ସେହି ଭଳି ମଧ୍ୟ କୁଲି ବୃତ୍ତି ସାରି ଅଟୋ ରେ ଗାଁ କୁ ଫେରୁଥିବା ସମୟରେ ଏକ ମାଲ ବୋଝେଇ ଟ୍ରକ ଅଟୋ କୁ ଧକ୍କା ଦେଇଥିଲା ପ୍ରାୟ ସନ୍ଧ୍ୟା ୭ ଟା ରୁ ୭.୩0 ମଧ୍ୟରେ |ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହେବା ସହିତ 5 ରୁ ଅଧିକ ଆହତ ହୋଇଛନ୍ତି| ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ ରେ ଭର୍ତ୍ତି କରାଯାଇଛି |କୋରାପୁଟ ରୁ କୁନା ଖରା ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ଫୋକସ ପ୍ଲସ 29/11/22 (ପାଲଲହଡା):ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ ଖମାର ହସ୍ପିଟାଲ ଭର୍ତ୍ତି lପାଲଲହଡା ଉପଖଣ୍ଡ ରଜଡ଼ଙ୍ଗ ପଞ୍ଚାୟତ ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ…
ଯୁବକ ଙ୍କୁ ନିର୍ମମ ହତ୍ୟା

ଯୁବକ ଙ୍କୁ ନିର୍ମମ ହତ୍ୟା

ଫୋକସ ପ୍ଲସ 29/11/22 (କୋକସରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗାଁରେ ଜଣେ ଯୁବକ ଙ୍କୁ ନିର୍ମମ ହତ୍ୟା ଅଭିଯୋଗ ପରେ କୋକସରା ପୁଲିସ ଘଟଣା…
ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଫୋକସ ପ୍ଲସ 29/11/22 ( ଜଗତସିଂହପୁର): ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ବିକାଶ ପାଇଁ ବିଦ୍ୟାଳୟ ମାନଙ୍କୁ ଭିଟାମିନ ଔଷଧ ପ୍ରଦାନ କରିଛନ୍ତି।ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଔଷଧ…

Leave a Reply

Your email address will not be published.