ସଡକ ଦୁର୍ଘଟଣା ୩ ମୃତ

ସଡକ ଦୁର୍ଘଟଣା ୩ ମୃତ

ଫୋକସ ପ୍ଲସ ୨୯ /୫/ ୨୨(କୋରାପୁଟ): କୋରାପୁଟ ସଦର ଥାନା ଅନ୍ତର୍ଗତ ଦୟାନିଧିଗୁଡା ରେ ଶ୍ରମିକ ବିଝେଇ ଅଟୋକୁ ପିଟିଲା ଟ୍ରକ |ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 5ରୁ ଅଧିକ ଗୁରୁତର ରହିଛନ୍ତି |ସବୁ ଶ୍ରମିକ ମାନେ ମୁସଗୁଡ ଓ ଵତୁଟୁରଗୁଡା ଗାଁର ବୋଲି ଜଣାପଡିଛି |ପ୍ରତିଦିନ ଭଳି ଶ୍ରମିକ ମାନ ନିଜ ପେଟ ଚାଖଣ୍ଡେ ପାଇଁ କୋରାପୁଟ ସହର କୁ କୁଲି ବୃତ୍ତି କରିବା ପାଇଁ ଅଟୋରେ ଆସିଥାନ୍ତି |ସେହି ଭଳି ମଧ୍ୟ କୁଲି ବୃତ୍ତି ସାରି ଅଟୋ ରେ ଗାଁ କୁ ଫେରୁଥିବା ସମୟରେ ଏକ ମାଲ ବୋଝେଇ ଟ୍ରକ ଅଟୋ କୁ ଧକ୍କା ଦେଇଥିଲା ପ୍ରାୟ ସନ୍ଧ୍ୟା ୭ ଟା ରୁ ୭.୩0 ମଧ୍ୟରେ |ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହେବା ସହିତ 5 ରୁ ଅଧିକ ଆହତ ହୋଇଛନ୍ତି| ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ ରେ ଭର୍ତ୍ତି କରାଯାଇଛି |କୋରାପୁଟ ରୁ କୁନା ଖରା ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *