ଶ୍ମଶାନର ସୌନ୍ଦର୍ଯ୍ୟ କରଣ ପାଈଁ ଅଣ୍ଟା ଭିଡ଼ିଲେ ସ୍ଥାନୀୟ ଯୁବକ

ଶ୍ମଶାନର ସୌନ୍ଦର୍ଯ୍ୟ କରଣ ପାଈଁ ଅଣ୍ଟା ଭିଡ଼ିଲେ ସ୍ଥାନୀୟ ଯୁବକ

ଫୋକସ ପ୍ଲସ ୨୯/୫/୨୨(ଜଟଣୀ): ରାଜ୍ୟସରକାର ଶ୍ମଶାନ ର ଉନ୍ନତି କରଣ ପାଈଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। କିନ୍ତୁ ସ୍ଥାନୀୟ ପ୍ରଶାସନ ର ଅବହେଳା ଯୋଗୁଁ ସବ ସଂସ୍କାର କରିବାକୁ ଆସୁଥିବା ଲୋକେ ନାହିଁ ନଥିବା ଅସୁବିଧାର ହେଉଛନ୍ତି ସମ୍ମୁଖୀନ। ଆମେ କହୁଛୁ ଜଟଣୀ ପୌର ପରିଷଦ ଅଧୀନ ରେ ଥିବା ୧୨ ଓ ୧୪ ନମ୍ବର ୱାର୍ଡ ର ବାଛରା ପାଟଣା ଶ୍ମଶାନ ର ଦୁଃଖ। ସ୍ଥାନୀୟ ଯୁବକ ଓ ବାପୁଜୀ ସେବା ସଂଘ, ବଜରଙ୍ଗି ସେବା ସଂଘ ର ମିଶି ଅଣ୍ଟା ଭିଡିଛନ୍ତି ଶ୍ମଶାନ ର ଉନ୍ନତି ପାଇଁ ଲିଖିତ ଅଭିଯୋଗ ମଧ୍ଯ କରିଛନ୍ତି ପୌର ପରିଷଦ ଅଧ୍ୟକ୍ଷ ଙ୍କୁ। ଖୋର୍ଦ୍ଧା ଜଟଣୀ ରୁ ବିଶ୍ୱଜିତ୍ ସାମନ୍ତରାୟ ଙ୍କ ରିପୋର୍ଟ।

Related post

ଇରାନ ବିମାନରେ ବୋମା ବିସ୍ଫୋରଣ

ଇରାନ ବିମାନରେ ବୋମା ବିସ୍ଫୋରଣ

ଫୋକସ ପ୍ଲସ(ବ୍ୟୁରୋ): ଇରାନ ବିମାନରେ ବୋମା ବିସ୍ଫୋରଣ ପରେ ଭାରତୀୟ ବାୟୁସେନା ଜେଟଗୁଡିକ ଛଡ଼ାଯାଇଥିଲା। IAF ଏବଂ ସୁରକ୍ଷା ଏଜେନ୍ସିମାନେ ଚୀନ୍ ଅଭିମୁଖେ ଯାଉଥିବା ବିମାନକୁ ଭାରତୀୟ ବାୟୁମଣ୍ଡଳରୁ…
କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

ଫୋକସ ପ୍ଲସ(ବ୍ରହ୍ମଗିରି): ବ୍ରହ୍ମଗିରିପୁର୍ବ ବିବାଦରୁ ଓ ଆକ୍ରମଣ ଘଟଣାରେ ଦ୍ରୃବୁତ ମାନେ ଜଙ୍ଗଲରୁ କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ |ବ୍ରହ୍ମଗିରି ଥାନା ନିକଟସ୍ଥ କାଳିକା ବାଡି ଗ୍ରାମରେ ପୁର୍ବ…

ସମ୍ପନ୍ନ ହେଲା ଛତର ଯାତ୍ରା ଉତ୍ସବ

ଫୋକସ ପ୍ଲସ(ଥୁଆମୂଳ ରାମପୁର): କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ମହା ସମାରୋହରେ ଥୁଆମୂଳ ରାମପୁର ଠାରେ ସମ୍ପନ୍ନ ହୋଇଯାଇଛି। ଦୁଇ ବର୍ଷ କାଳ…

Leave a Reply

Your email address will not be published.