ସୋର୍ଣ୍ଣରୌପ୍ୟ ଶିଳ୍ପୀଙ୍କୁ ମାନ୍ୟତା ଦାବି

ସୋର୍ଣ୍ଣରୌପ୍ୟ ଶିଳ୍ପୀଙ୍କୁ ମାନ୍ୟତା ଦାବି

ଫୋକସ ପ୍ଲସ ୨୯ /୫/ ୨୨(ସତ୍ୟବାଦୀ):ଓଡ଼ିଶା ସୋର୍ଣ୍ଣରୌପ୍ୟ ଶିଳ୍ପୀ ମହlସଂଗ ଙ୍କୁ ମାନ୍ୟତା ଦିଆଯିବା ଦlମିରେ ଆଜି ସତ୍ୟବାଦୀ ବ୍ଲକ୍ ବଳପୁର ଏବଂ ସାରଙ୍ଗଯୋଡି ପାଖରେ ଥିବା ମହାବୀର ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା ଏକ ବୈଠକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତ ରାୟ ଏବଂ ସମିତି ସଭ୍ୟ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଏବଂ। ଉପାଧ୍ୟକ୍ଷl ଶ୍ରୀମତି ନିବେଦିତା ପlତ୍ର ଓଡ଼ିଶା ସୋର୍ଣ୍ଣରୌପ୍ୟ ଶିଳ୍ପୀ ମହlସଂଗ ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାଧୁଆ। ଉପ ସଭାପତି ଶ୍ରୀଯୁକ୍ତ ଶଙ୍କର ପ୍ରସାଦ ସାହୁ ହସ୍ତଶିଳ୍ପୀକlରୀଙ୍କର ବିକାଶ ମୂଳକ ବିଭିନ୍ନ ଯୋଜନା ବିଷୟରେ ସଚେତନତା ମlଧ୍ୟମ ରେ କାର୍ଯ୍ୟକlରି କରିବାକୁ ପ୍ରୟାସ ବିକାଶ ହସ୍ତଶିଳ୍ପ ଭାରତ ସରକାର ତଥା ରାଜ୍ୟ ସରକାରଙ୍କର ହସ୍ତ ଶିଳ୍ପୀ ମାନଙ୍କ ପାଇଁ ବିଭିନ୍ନ ବିକାଶ ମୂଳକ ଯୋଜନା ର ବିଶେଷରେ ଆଲୋଚନl କରା ଯାଇଥିଲା |ସତ୍ୟବାଦୀ ରୁ ମନୋଜ ବାରିକ ଙ୍କ ରିପୋର୍ଟ୍ ଫୋକୁସ ପ୍ଲସ ଓଡ଼ିଶା।

Related post

CDPO କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ  ଅଙ୍ଗନବାଡ଼ି କର୍ମୀ |

CDPO କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଅଙ୍ଗନବାଡ଼ି କର୍ମୀ |

ଫୋକସ ପ୍ଲସ 7/12/2022( କେନ୍ଦ୍ରାପଡ଼ା): ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର ସଂଘ ଡାକରାରେ ଆଳି ବ୍ଲକର ଅଙ୍ଗନବାଡି କର୍ମୀମାନେ ଆଳି ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଠାରୁ…
“ଦମନ୍” ଦେଖିଲେ ଜିଲ୍ଲାର ସରକାରୀ କର୍ମଚାରୀ ।

“ଦମନ୍” ଦେଖିଲେ ଜିଲ୍ଲାର ସରକାରୀ କର୍ମଚାରୀ ।

ଫୋକସ ପ୍ଲସ 7/12/2022( ଗଜପତି): ମ୍ୟାଲେରିଆ ନିରାକରଣ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଏକ ସତ କାହାଣୀ ଉପରେ ତିଆରି ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ ଦମନ ‘…
ଦୁଇ ଯୁବକଙ୍କୁ ଆକ୍ରମଣ ପରେ ଅପହରଣ (S. P)ଙ୍କ ଦ୍ୱାରସ୍ତ ହେଲେ ପରିବାର ।

ଦୁଇ ଯୁବକଙ୍କୁ ଆକ୍ରମଣ ପରେ ଅପହରଣ (S. P)ଙ୍କ ଦ୍ୱାରସ୍ତ ହେଲେ…

ଫୋକସ ପ୍ଲସ 7/12/2022( ବନ୍ତ ): ପୂର୍ଵ ଶତ୍ରୁ ତାକୁ କେନ୍ଦ୍ର କରି ପଧାନପଡ଼ା ଶାସନ ଗ୍ରାମର 2ଯୁବକଙ୍କୁ ଆକ୍ରମଣ ପାରେ ଅପହରଣ । କରିବା ଘଟଣାରେ ପରିବାର…

Leave a Reply

Your email address will not be published.