ମାଙ୍କଡ଼ ଆତଙ୍କ

ମାଙ୍କଡ଼ ଆତଙ୍କ

ଫୋକସ ପ୍ଲସ ୨୯ /୫/ ୨୨(କାକଟପୁର): କାକଟପୁର ଅଞ୍ଚଳ ରେ ମାଙ୍କଡ ର ଆତଙ୍କ । ଗାଁ ଲୋକେ ଏବେ ଭୟଭୀତ।ପୁରୀ ଜିଲ୍ଲା କାକଟପୁର ବ୍ଲକ ର ବଙ୍ଗୁରିଗାଁ ପଞ୍ଚାୟତ ର ଆସିଜଙ୍ଗା, ହଲଦିବସନ୍ତ ଓ ଜଳସରପଡା ପଞ୍ଚାୟତ ର ଛେଲିବେରୁଆ ଗାଁ ରେ ଆଜକୁ ୪ଦିନ ହେବ ଏକ ମାଙ୍କଡ ପ୍ରାୟ ୭ ଜଣରୁ ଉର୍ଦ୍ଧ ହେବ ଲୋକ ଅତି ମାତ୍ରାରେ ଆଘାତ କରିଥିବା ବେଳେ । ମାଙ୍କଡ କୁ ଆୟତ କରିବାରେ ବନବିଭାଗ ବିଫଳ ହୋଇଛି । ଏବେ ଗାଁ ର ପିଲା ମାନଙ୍କ ଠାରୁ ଆରମ୍ଭ କରି ସମସ୍ତ ଲୋକେ ମାଙ୍କଡ ଭୟରେ ଘର ବାହାରକୁ ବାହାରିବାକୁ ନିରାପଦ ଭାବୁନଥିବା ମନେ କରିଛନ୍ତି ।ଗାଁ ଲୋକେ ବନ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀ ଙ୍କୁ ଯୋଗାଯୋଗ କରିବା ପରେ ସେ ମଧ୍ୟ ଏ କଥାକୁ ଖାମଖିଆଲ ମନୋଭାବ ରେ କଥା କହିବା ମଧ୍ୟ ଗାଁ ଲୋକେ କହିଛନ୍ତି ।ତେବେ ଦେଖିବାକୁ ବାକି ରହିଲା ବନ ବିଭାଗ କେବେ କାବୁ କରିବ ଏପରି ଉଦ୍ଧତ ମାଙ୍କଡକୁ? କେବେ ସୁରକ୍ଷା ପାଇବେ ଗାଁ ଲୋକେ ? କାକଟପୁର ରୁ ଚିନ୍ମୟ ପଲେଇ ଫୋକସ ପ୍ଲସ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *