ଆହତ ଙ୍କୁ ନିଜ ଘରକୁ ପଠାଇଲା ପ୍ରଶାସନ

ଆହତ ଙ୍କୁ ନିଜ ଘରକୁ ପଠାଇଲା ପ୍ରଶାସନ

ଫୋକସ ପ୍ଲସ ୨୯ /୫/ ୨୨(କଳିଙ୍ଗା): କଳିଙ୍ଗା ଘାଟିରେ 25 ତାରିଖ ଦିନ ହୋଇଥିବା ଦୁର୍ଘଟଣାରେ ଆହତ ହୋଇ MKCG ରେ ଚିକିତ୍ସା ହେଉଥିବା 3 ବର୍ଷର ଶିଶୁ ମେଘଲୁର ସଫଳ ଅସ୍ତ୍ରପୋଚାର ପରେ ଆଜି ତାଙ୍କ ବାପା ଦୀନବନ୍ଧୁଙ୍କ ସହ ଏକ AC ଆମ୍ବୁଲାନ୍ସ ରେ ପଶିମବଙ୍ଗ ତାଙ୍କ ଗ୍ରାମ ସୁଲତାନପୁର ବର୍ତ୍ତମାନ ପଠାଯାଉଛି|ଗଞ୍ଜାମ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରି ପଠାଇଛି|ପୂର୍ବରୁ ଅନ୍ୟ ଆହତଙ୍କୁ ମଧ୍ୟ ପଠାଯାଇଛି |ଧନ୍ୟବାଦ ଜିଲ୍ଲା ପ୍ରଶାସନ|ଧନ୍ୟବାଦ ସହକାରୀ ଜିଲ୍ଲାପାଳ ବିନୋଦ ବେହେରା |ମୁଖ୍ୟ କଥା ହେଲା ଏହି ଦୁର୍ଘଟଣାରେ ମେଘୁଲୁର ମା ଙ୍କ ମୃତ୍ୟୁ ଘଟିଛି |ସହକାରୀ ଜିଲ୍ଲାପାଳ ବିନୋଦ ବେହେରା ଆହତ ଶିଶୁ ମେଘଲୁକୁ କଣ୍ଢେଇ ଦେଇ ବିଦାୟ ଦେଇଛି |ଓଡିଶା ସରକାର ଏବଂ ଜିଲ୍ଲା ପ୍ରଶାସନଙ୍କ ପଡୋଶୀ ରାଜ୍ୟ ପ୍ରତି ଏହିପରି ମୋନଭାବ ଅନ୍ୟ ରାଜ୍ୟ ପ୍ରତି ନିହାତି ଏକ ଉଦାହରଣ ହୋଇ ରହିବ|ଶେଷ ଆହତ ଭାବେ ଏହି ଶିଶୁ କୁ ପଶିମବଙ୍ଗ ବର୍ତମାନ ପଠାଗଲା|

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *