ଆହତ ଙ୍କୁ ନିଜ ଘରକୁ ପଠାଇଲା ପ୍ରଶାସନ

ଆହତ ଙ୍କୁ ନିଜ ଘରକୁ ପଠାଇଲା ପ୍ରଶାସନ

ଫୋକସ ପ୍ଲସ ୨୯ /୫/ ୨୨(କଳିଙ୍ଗା): କଳିଙ୍ଗା ଘାଟିରେ 25 ତାରିଖ ଦିନ ହୋଇଥିବା ଦୁର୍ଘଟଣାରେ ଆହତ ହୋଇ MKCG ରେ ଚିକିତ୍ସା ହେଉଥିବା 3 ବର୍ଷର ଶିଶୁ ମେଘଲୁର ସଫଳ ଅସ୍ତ୍ରପୋଚାର ପରେ ଆଜି ତାଙ୍କ ବାପା ଦୀନବନ୍ଧୁଙ୍କ ସହ ଏକ AC ଆମ୍ବୁଲାନ୍ସ ରେ ପଶିମବଙ୍ଗ ତାଙ୍କ ଗ୍ରାମ ସୁଲତାନପୁର ବର୍ତ୍ତମାନ ପଠାଯାଉଛି|ଗଞ୍ଜାମ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରି ପଠାଇଛି|ପୂର୍ବରୁ ଅନ୍ୟ ଆହତଙ୍କୁ ମଧ୍ୟ ପଠାଯାଇଛି |ଧନ୍ୟବାଦ ଜିଲ୍ଲା ପ୍ରଶାସନ|ଧନ୍ୟବାଦ ସହକାରୀ ଜିଲ୍ଲାପାଳ ବିନୋଦ ବେହେରା |ମୁଖ୍ୟ କଥା ହେଲା ଏହି ଦୁର୍ଘଟଣାରେ ମେଘୁଲୁର ମା ଙ୍କ ମୃତ୍ୟୁ ଘଟିଛି |ସହକାରୀ ଜିଲ୍ଲାପାଳ ବିନୋଦ ବେହେରା ଆହତ ଶିଶୁ ମେଘଲୁକୁ କଣ୍ଢେଇ ଦେଇ ବିଦାୟ ଦେଇଛି |ଓଡିଶା ସରକାର ଏବଂ ଜିଲ୍ଲା ପ୍ରଶାସନଙ୍କ ପଡୋଶୀ ରାଜ୍ୟ ପ୍ରତି ଏହିପରି ମୋନଭାବ ଅନ୍ୟ ରାଜ୍ୟ ପ୍ରତି ନିହାତି ଏକ ଉଦାହରଣ ହୋଇ ରହିବ|ଶେଷ ଆହତ ଭାବେ ଏହି ଶିଶୁ କୁ ପଶିମବଙ୍ଗ ବର୍ତମାନ ପଠାଗଲା|

Related post

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ଫୋକସ ପ୍ଲସ 29/11/22 (ପାଲଲହଡା):ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ ଖମାର ହସ୍ପିଟାଲ ଭର୍ତ୍ତି lପାଲଲହଡା ଉପଖଣ୍ଡ ରଜଡ଼ଙ୍ଗ ପଞ୍ଚାୟତ ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ…
ଯୁବକ ଙ୍କୁ ନିର୍ମମ ହତ୍ୟା

ଯୁବକ ଙ୍କୁ ନିର୍ମମ ହତ୍ୟା

ଫୋକସ ପ୍ଲସ 29/11/22 (କୋକସରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗାଁରେ ଜଣେ ଯୁବକ ଙ୍କୁ ନିର୍ମମ ହତ୍ୟା ଅଭିଯୋଗ ପରେ କୋକସରା ପୁଲିସ ଘଟଣା…
ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଫୋକସ ପ୍ଲସ 29/11/22 ( ଜଗତସିଂହପୁର): ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ବିକାଶ ପାଇଁ ବିଦ୍ୟାଳୟ ମାନଙ୍କୁ ଭିଟାମିନ ଔଷଧ ପ୍ରଦାନ କରିଛନ୍ତି।ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଔଷଧ…

Leave a Reply

Your email address will not be published.