ବ୍ରଜରାଜନଗର ରେ କଂଗ୍ରେସର ଜୋରଦାର ପ୍ରଚାର

ବ୍ରଜରାଜନଗର ରେ କଂଗ୍ରେସର ଜୋରଦାର ପ୍ରଚାର

ଫୋକସ ପ୍ଲସ ୩୦/୫/୨୨(ତାଳଚେର):ଆଜି ତାଳଚେର ବିଧାୟକ ଙ୍କ ଜରିଆରେ ଭାରତୀୟ ରେଲୱେ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିନୟ କୁମାର ତ୍ରିପାଠୀ ଆଜି ଏକ ଦିନିଆ ତାଳଚେର ଗ୍ରସ୍ତ ରେ ଥିବା ସମୟରେ ତାଳଚେର ରେଲୱେ ଷ୍ଟେସନ ଠାରେ  ବିଧାୟକ  ଶ୍ରୀ ବ୍ରଜକିଶୋର ପ୍ରଧାନ ମହୋଦୟ ଭେଟିବା ସହିତ ତାଳଚେର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ୬ଦଫା ଦାବୀ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି।
୧-ତାଳଚେର ଠାରୁ  ଏଫ୍. ସି. ଆଇ. ଦେଇ ଅନୁଗୋଳ ପର୍ଯ୍ୟନ୍ତ  ଯାତ୍ରୀବାହି ଟ୍ରେନ ଯାତାୟତ୍ ନିମନ୍ତେ ଏକ  ନୂତନ ରେଳପଥ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଉ।
୨-ତାଳଚେର-ପୁରୀ ଯାତ୍ରୀ ବାହି ଟ୍ରେନ୍ କୁ କଣିହାଁ (NTPC) ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଉ।
୩-ତାଳଚେର ରେଲୱେ ଷ୍ଟେସନ କୁ ଅତ୍ୟାଧୁନିକ ଷ୍ଟେସନ ଭାବେ ଗଢାଯାଉ।
୪-ପଦୃଷଣ କୁ ନିୟନ୍ତ୍ରଣ କରିବା ପାଇଁ  କୋଇଲା ବୋଝେଇ ଟ୍ରେନ୍ ରେ   ପାଲଭିଡା ଯାଇ କୋଇଲା ପରିବହନ କରାଯାଉ।
୫-ତାଳଚେର ହାତଟୋଟା ରେଲୱେ କ୍ରସିଂ  ଏବଂ ବନ୍ତୋଲ ଠାରେ ଅଣ୍ଡରପାସ/ଓଭରବ୍ରିଜ୍  କରାଯାଉ।
୬-ବହୁ ପ୍ରତିକ୍ଷିତ ନିର୍ମାଣଧିନ ତାଳଚେର – ବିମଲାଗଡ଼ ରେଳ ପ୍ରକଳ୍ପ କାର୍ଯ୍ୟ କୁ ଯଥାଶୀଘ୍ର  ଶେଷ କରାଯାଉ |

ତାଳଚେର ରୁ ରବୀନ୍ଦ୍ର ନାଥ ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ରାଜ୍ୟ ପ୍ରଗତି କିପରି ସମ୍ଭବ? ବିଧାନସଭା ଗୃହ ଅଚଳାବସ୍ଥା କାହିଁକି ?

ରାଜ୍ୟ ପ୍ରଗତି କିପରି ସମ୍ଭବ? ବିଧାନସଭା ଗୃହ ଅଚଳାବସ୍ଥା କାହିଁକି ?

ଫୋକସ ପ୍ଲସ (ବ୍ୟୁରୋ) ୦୫/୦୭/୨୦୨୨: ଆମ ରାଜ୍ୟ ବିଧାନସଭାରେ କେତେକ ଜରୁରୀ ପ୍ରସଂଗ ଉପରେ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଶାସକଦଳ ପକ୍ଷରୁ କାଳେ ଏଡାଇଯାଉଥିବା ଏବେ ଚର୍ଚ୍ଚା ଚାଲିଛି।…
୩ ଦିନିଆ ଗଞ୍ଜାମ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସ୍

୩ ଦିନିଆ ଗଞ୍ଜାମ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସ୍

ଫୋକସ ପ୍ଲସ (ଗଞ୍ଜାମ) ୦୫/୦୭/୨୦୨୨: ଗଞ୍ଜାମ ଜିଲ୍ଲା ଆସିକା ସଂସଦୀୟ କ୍ଷେତ୍ର ଗସ୍ତରେ ଆସିଛନ୍ତି କେନ୍ଦ୍ର ସରକାରଙ୍କ ରେଳ ଓ ଟେକ୍ସଟାଇଲ ମନ୍ତ୍ରୀ (ସ୍ବାଧୀନ) ଦର୍ଶନା ଜର୍ଦ୍ଦୋସ୍। ମନ୍ତ୍ରୀ…
ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଫୋକସ ପ୍ଲସ (ଦଶମନ୍ତପୁର) ୦୫/୦୭/୨୦୨୨: ଜଣେ ଅସହାୟ ବୃଦ୍ଧାଙ୍କ ଆଧାର କାର୍ଡ ନଥିବା ରୁ ଏକ ବର୍ଷ ହେଲା ପଞ୍ଚାୟତ ପକ୍ଷରୁ ଭତ୍ତା ଟଙ୍କା ଦିଆ ଯାଉନ ଥିବା…

Leave a Reply

Your email address will not be published.