ବ୍ରଜରାଜନଗର ରେ କଂଗ୍ରେସର ଜୋରଦାର ପ୍ରଚାର

ବ୍ରଜରାଜନଗର ରେ କଂଗ୍ରେସର ଜୋରଦାର ପ୍ରଚାର

ଫୋକସ ପ୍ଲସ ୩୦/୫/୨୨(ତାଳଚେର):ଆଜି ତାଳଚେର ବିଧାୟକ ଙ୍କ ଜରିଆରେ ଭାରତୀୟ ରେଲୱେ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିନୟ କୁମାର ତ୍ରିପାଠୀ ଆଜି ଏକ ଦିନିଆ ତାଳଚେର ଗ୍ରସ୍ତ ରେ ଥିବା ସମୟରେ ତାଳଚେର ରେଲୱେ ଷ୍ଟେସନ ଠାରେ  ବିଧାୟକ  ଶ୍ରୀ ବ୍ରଜକିଶୋର ପ୍ରଧାନ ମହୋଦୟ ଭେଟିବା ସହିତ ତାଳଚେର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ୬ଦଫା ଦାବୀ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି।
୧-ତାଳଚେର ଠାରୁ  ଏଫ୍. ସି. ଆଇ. ଦେଇ ଅନୁଗୋଳ ପର୍ଯ୍ୟନ୍ତ  ଯାତ୍ରୀବାହି ଟ୍ରେନ ଯାତାୟତ୍ ନିମନ୍ତେ ଏକ  ନୂତନ ରେଳପଥ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଉ।
୨-ତାଳଚେର-ପୁରୀ ଯାତ୍ରୀ ବାହି ଟ୍ରେନ୍ କୁ କଣିହାଁ (NTPC) ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଉ।
୩-ତାଳଚେର ରେଲୱେ ଷ୍ଟେସନ କୁ ଅତ୍ୟାଧୁନିକ ଷ୍ଟେସନ ଭାବେ ଗଢାଯାଉ।
୪-ପଦୃଷଣ କୁ ନିୟନ୍ତ୍ରଣ କରିବା ପାଇଁ  କୋଇଲା ବୋଝେଇ ଟ୍ରେନ୍ ରେ   ପାଲଭିଡା ଯାଇ କୋଇଲା ପରିବହନ କରାଯାଉ।
୫-ତାଳଚେର ହାତଟୋଟା ରେଲୱେ କ୍ରସିଂ  ଏବଂ ବନ୍ତୋଲ ଠାରେ ଅଣ୍ଡରପାସ/ଓଭରବ୍ରିଜ୍  କରାଯାଉ।
୬-ବହୁ ପ୍ରତିକ୍ଷିତ ନିର୍ମାଣଧିନ ତାଳଚେର – ବିମଲାଗଡ଼ ରେଳ ପ୍ରକଳ୍ପ କାର୍ଯ୍ୟ କୁ ଯଥାଶୀଘ୍ର  ଶେଷ କରାଯାଉ |

ତାଳଚେର ରୁ ରବୀନ୍ଦ୍ର ନାଥ ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *