ଜିପିଏମ୍ ଶ୍ରମିକଙ୍କ ଗଣଧାରଣା ପ୍ରତ୍ୟାହାର

ଜିପିଏମ୍ ଶ୍ରମିକଙ୍କ ଗଣଧାରଣା ପ୍ରତ୍ୟାହାର

ଫୋକସ ପ୍ଲସ ୩୦/୫/୨୨(ପାରାଦୀପ୍):ପାଞ୍ଚ ଦିନ ଧରି ବସିଥିବା ପାରାଦୀପ୍ ବନ୍ଦରରେ କାର୍ଯ୍ୟକରୁଥିବା ଜିପିଏମ୍ ଶ୍ରମୀକ ଗଣଧାରଣା ପତ୍ୟାହାର,  ଦୀର୍ଘ ତିରିଶି ବର୍ଷରୁ ଉର୍ଦ୍ଧ ହେଲା ବନ୍ଦର ଭିତରେ ବିଭିନ୍ନ କାର୍ଯ୍ୟ କରୁଥିବା ବେଳେ ବନ୍ଦର ପକ୍ଷରୁ ଶ୍ରମୀକ ଶ୍ରମିକକାର୍ଯ୍ୟାଳୟ ସମୁଖରେ ଗତ ୨୬ ତାରିଖରୁ ଧରଣାରେ ବସିଥିଲେ | ପାଞ୍ଚଦିନ ପ୍ରବଳ ଖରା ଉତ୍ତାପରେ ବସିଲାପରେ ବନ୍ଦର ପ୍ରଶାସନ ଓ ସ୍ଟିଭେଡରସ୍ ଆସୋସିଏସନର ଚେତାପସିଲା, ଦୁଇ ମାସ ସମୟ ମଧରେ ସମସ୍ୟାର ସମାଧାନ କରାଯିବ ବୋଲି ଲିଖତ ପ୍ରତିଶୃତି ଦେବାପରେ ଗଣଧାରଣା ପତ୍ୟାହାର କଲେ ଜିପିଏମ୍ ଶ୍ରମିକ |

ପାରାଦୀପରୁ ମନୋଜ ସାହୁଙ୍କ ରିପୋର୍ଟ ଫୋକ୍ସ ପ୍ଲସ 

Related post

ଅବ୍ୟବସ୍ଥାରେ ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଅବ୍ୟବସ୍ଥାରେ ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଫୋକସ ପ୍ଲସ(ଲାଞ୍ଜିଗଡ)୧୭/୦୮/୨୦୨୨: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅତ୍ୟନ୍ତ ଦୁର୍ଗମ ଆଦିବାସୀ ଅଦ୍ୟୁଷିତ ଅଞ୍ଚଳରେ ରହିଥିବା ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ଅବ୍ୟବସ୍ଥାରେ ପଡି ରହିଛି!ଏହି ପ୍ରାଥମିକ…
RD ବିଭାଗ ଅବହେଳା ଯୋଗୁଁ ଘରେ ପଶୁଛି ପାଣ

RD ବିଭାଗ ଅବହେଳା ଯୋଗୁଁ ଘରେ ପଶୁଛି ପାଣ

ଫୋକସ ପ୍ଲସ(କେସିଙ୍ଗା)୧୭/୦୮/୨୦୨୨: ଗତ ଲଗାଣ ବର୍ଷାରେ ସମଗ୍ର ଅଞ୍ଚଳରେ ସ୍ଥିତି ବେହାଲ ହୋଇ ପଡ଼ିଛି। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ଏଭଳି ସ୍ଥିତିରେ କାଣ୍ଡେଲ ଅଞ୍ଚଳରେ…
କଲିଙ୍ଗନଗର ରେ ଥିବା କାରଖାନା ମାନଙ୍କ ମନମାନି

କଲିଙ୍ଗନଗର ରେ ଥିବା କାରଖାନା ମାନଙ୍କ ମନମାନି

ଫୋକସ ପ୍ଲସ(ଯାଜପୁର)୧୭/୦୮/୨୦୨୨: ଯାଜପୁର ଜିଲ୍ଲା କଲିଙ୍ଗନଗର ଅଞ୍ଚଳ ରେ ଛୋଟ ବଡ ମିଶି ୧୮ ରୁ ଅଧିକ କାରଖାନା ଗଡି ଉଠିଛି । ମାତ୍ର କଲିଙ୍ଗନଗର ଅବସ୍ଥା ରେ…

Leave a Reply

Your email address will not be published.