ଅଟୋକୁ ଧକ୍କା ଦେଲା ଟ୍ରକ ୨ ମୃତ

ଅଟୋକୁ ଧକ୍କା ଦେଲା ଟ୍ରକ ୨ ମୃତ

ଫୋକସ ପ୍ଲସ ୩୦/୫/୨୨(ଅନୁଗୁଳ):ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥ ମରାତିରା ଗଣ୍ଡିମୁଣ୍ଡା ନିକଟରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥବା ଜଣା ପଡିଛି । ସୂଚନା ଅନୁସାରେ ଏକ ଅଟୋରେ ମହିଧରପୁରରୁ ୪ ଜଣ ଯାତ୍ରୀ ଦୁର୍ଗାପୁର ଆସୁଥିବା ସମୟରେ ଏକ ପିଆଜ ବୋଝେଇ ଟ୍ରକ ଧକ୍କା ଦେଇ ଥିଲା । ଫଳରେ ଘଟଣା ସ୍ଥଳରେ ୨ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଯାତ୍ରୀ ଓ ଚାଳକ ଆହତ ହୋଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତାହତ ମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ

ଅନୁଗୁଳରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ୍ ପ୍ଲସ

Related post

ଅର୍ଣ୍ଣ ଯୋଜନାରେ ବାଟମାରଣା ଖାଉଟି ମାନଙ୍କ ରାସ୍ତା ରୋକ

ଅର୍ଣ୍ଣ ଯୋଜନାରେ ବାଟମାରଣା ଖାଉଟି ମାନଙ୍କ ରାସ୍ତା ରୋକ

ଫୋକସ ପ୍ଲସ(କଟକସଦର)୦୮/୦୮/୨୦୨୨:ସୂଚନା ରୁ ପ୍ରଣାସ ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଠାରେ ଚାଉଳ ନମିଳିବାରୁ ହିତାଧିକାରୀ ମାନେ ଟାୟାର ଜାଳି ଆଜି ବନ୍ତ ବାରିକପୁର…
ପୋଲିସ କୁ ବଡ଼ ସଫଳତା

ପୋଲିସ କୁ ବଡ଼ ସଫଳତା

ଫୋକସ ପ୍ଲସ(ଖପ୍ରାଖୋଲ)୦୮/୦୮/୨୦୨୨:ବଲାଙ୍ଗିର ଜିଲା ପାଟଣାଗଡ଼ ସବଡ଼ିଭିଜନ ଖପ୍ରାଖୋଲ ଥାନା ଓ.ଏ.ଭି. ସ୍କୁଲ ନିକଟରେ ଡକାୟତି ହୋଇଥିବା ଘଟଣାର ପର୍ଦାଫାସ କରିଛି ଖପ୍ରାଖୋଲ ପୋଲିସ । ଏନେଇ ଥାନା ପରିସରରେ…
ଡ୍ରାଇଭର ଏବଂ ଚଷା ପୁଅ ଜୀବନ କାହାଣୀର ଗୀତ ଗାଇ ଭାଇରାଲ ଯୁବକ

ଡ୍ରାଇଭର ଏବଂ ଚଷା ପୁଅ ଜୀବନ କାହାଣୀର ଗୀତ ଗାଇ ଭାଇରାଲ…

ଫୋକସ ପ୍ଲସ(ନୟାଗଡ)୦୮/୦୮/୨୦୨୨: ପାରମ୍ପରିକ ଖଜଣି ବାଦ୍ୟ ବଜାଇ ଡ୍ରାଇଭର ଭାଇର ଦୁଃଖ ଏବଂ ଚଷାପୁଅର ଦୁଃଖ କାହାଣୀର ଗୀତ ଗାଈ ସୋସିଆଲ ମିଡିଆରେ ବେଶ ଟ୍ରଣ୍ଡ କରୁଛନ୍ତି ନୟାଗଡର…

Leave a Reply

Your email address will not be published.