ଅବସର ପ୍ରାପ୍ତ ସୈନ୍ଯଙ୍କ ମିଳିତ ସଭା ଅନୁଷ୍ଠିତ

ଅବସର ପ୍ରାପ୍ତ ସୈନ୍ଯଙ୍କ ମିଳିତ ସଭା ଅନୁଷ୍ଠିତ

ଫୋକସ ପ୍ଲସ ୩୦/୫/୨୨(ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ୍ ଅନ୍ତର୍ଗତ ମେରା ମଣ୍ଡଳୀ ଅଞ୍ଚଳରେ ଥିବା ସାପ୍ତାହିକ ବୁଧବାର ହାଟ ନିକଟରେ ଏକ ସଭା ଅନୁଷ୍ଠିତ ହୋଇଛି । ଏହି ସଭାରେ ସୌନ୍ୟ ବିଭାଗରେ ଅବସର ଗ୍ରହଣ କରିଥିବା କର୍ଣ୍ଣେଲ୍‌ ଅନନ୍ତ ଚରଣ ବେହେରା, ମେଜର ସୈଦାର ମହାପାତ୍ର , ରୁଙ୍ଗଟା କ୍ଷତି ଗ୍ରସ୍ତ ମହାସଂଘର ସଭାପତି ରବି ନାରାୟଣ ସାହୁ ଏବଂ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତିଥିଲେ । ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ପାରିପାର୍ଶ୍ବିକ ଉନ୍ନୟନ ସହିତ ଜନସାଧାରଣଙ୍କର ମୌଳିକ ସୁବିଧା ଉପରେ ଆଲୋଚନା କରିଥିଲେ। ଆଗାମୀ ୨୦୨୪ ନିର୍ବାଚନରେ କେଉଁଭଳି ଭାବରେ ନିଜର ଦାୟିତ୍ଵ ନିର୍ବାହ କରିବେ, ତା ଉପରେ ଆଲୋଚନା କରିଥିଲେ।

ଓଡାପଡାରୁ ସୁମିତ୍ରା ଭୁତିଆ ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *