ଅବସର ପ୍ରାପ୍ତ ସୈନ୍ଯଙ୍କ ମିଳିତ ସଭା ଅନୁଷ୍ଠିତ

ଅବସର ପ୍ରାପ୍ତ ସୈନ୍ଯଙ୍କ ମିଳିତ ସଭା ଅନୁଷ୍ଠିତ

ଫୋକସ ପ୍ଲସ ୩୦/୫/୨୨(ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ୍ ଅନ୍ତର୍ଗତ ମେରା ମଣ୍ଡଳୀ ଅଞ୍ଚଳରେ ଥିବା ସାପ୍ତାହିକ ବୁଧବାର ହାଟ ନିକଟରେ ଏକ ସଭା ଅନୁଷ୍ଠିତ ହୋଇଛି । ଏହି ସଭାରେ ସୌନ୍ୟ ବିଭାଗରେ ଅବସର ଗ୍ରହଣ କରିଥିବା କର୍ଣ୍ଣେଲ୍‌ ଅନନ୍ତ ଚରଣ ବେହେରା, ମେଜର ସୈଦାର ମହାପାତ୍ର , ରୁଙ୍ଗଟା କ୍ଷତି ଗ୍ରସ୍ତ ମହାସଂଘର ସଭାପତି ରବି ନାରାୟଣ ସାହୁ ଏବଂ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତିଥିଲେ । ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ପାରିପାର୍ଶ୍ବିକ ଉନ୍ନୟନ ସହିତ ଜନସାଧାରଣଙ୍କର ମୌଳିକ ସୁବିଧା ଉପରେ ଆଲୋଚନା କରିଥିଲେ। ଆଗାମୀ ୨୦୨୪ ନିର୍ବାଚନରେ କେଉଁଭଳି ଭାବରେ ନିଜର ଦାୟିତ୍ଵ ନିର୍ବାହ କରିବେ, ତା ଉପରେ ଆଲୋଚନା କରିଥିଲେ।

ଓଡାପଡାରୁ ସୁମିତ୍ରା ଭୁତିଆ ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ଅପରାଧ ଘଟାଇବାର ନୂଆ ଷ୍ଟାଇଲ

ଅପରାଧ ଘଟାଇବାର ନୂଆ ଷ୍ଟାଇଲ

ଫୋକସ ପ୍ଲସ (ନବରଙ୍ଗପୁର) ୦୩/୦୭/୨୦୨୨: ଚୋର ଙ୍କ ଧୁମ୍ ଫିଲ୍ମ୍ ଷ୍ଟାଇଲ । ଚୋରି କରି ଚୋର ଲେଖିଲେ ଧୁମ୍ ୪ , ସାମଗ୍ରୀ ଚୋରି କଲେ ଓ…
ହାତୀ ଓ ମଣିଷର ବିବାଦ

ହାତୀ ଓ ମଣିଷର ବିବାଦ

ଫୋକସ ପ୍ଲସ (ଅନୁଗୋଳ) ୦୫/୦୭/୨୦୨୨: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରବ । ହାତୀପଲ ଅଧିକାଂଶ ସମୟରେ ଗାଁ ମୁହାଁ ହୋଇ ବ୍ୟାପକ ଧନଜୀବନ…
ନିଆରା ଭକ୍ତି ଭାବ

ନିଆରା ଭକ୍ତି ଭାବ

ଫୋକସ ପ୍ଲସ (ଅନୁଗୋଳ) ୦୫/୦୭/୨୦୨୨: ସୁନ୍ଦରଗଡ଼ ଜିଲ୍ଲାରେ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି | ଭକ୍ତ ଓ ଭଗବାନ ଙ୍କ ମିଳନର ଏହି ଦୃଶ୍ୟ ସତରେ…

Leave a Reply

Your email address will not be published.