ବିଶ୍ଵ ତମାଖୁ ବର୍ଜନ ଦିବସ  ବିଦ୍ୟାଳୟ ରେ ଛାତ୍ରଛାତ୍ରୀଙ୍କୁ ସଚେତନ କାର୍ଯ୍ୟକ୍ରମ

ବିଶ୍ଵ ତମାଖୁ ବର୍ଜନ ଦିବସ ବିଦ୍ୟାଳୟ ରେ ଛାତ୍ରଛାତ୍ରୀଙ୍କୁ ସଚେତନ କାର୍ଯ୍ୟକ୍ରମ

ଫୋକସ ପ୍ଲସ ୩୧/୫/୨୨(କୋଣାର୍କ): ଆଜି ଦିନରେ ଅନେକ ପିଲା ଶିକ୍ଷା ସମୟରେ ଅନେକ ଛାତ୍ର ଛାତ୍ରୀ ତମାଖୁ ର ଶିକାର ହୋଇ ଆସୁଥିବା ବେଳେ ବିଶ୍ଵ ତମାଖ ବର୍ଜନ ଦିବସ ଅବସରରେ କୋଣାର୍କ ନିକଟସ୍ଥ ଶିମିଳି ଗ୍ରାମ ପଞ୍ଚାୟତ ର ଆତ୍ରାର୍ତ୍ତାଣ କାର୍ତ୍ତିକେଶ୍ୱର୍ ବିଦ୍ୟାପୀଠରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ କୋଣାର୍କ ପରିବାର ଓ ପ୍ରିୟଦର୍ଶିନୀ ଇକୋ ରିସର୍ଟ ତରଫରୁ ସଚେତନ କରାଇଥିଲେ ।ତମାଖୁ ଖାଇବା ଦ୍ଵାରା ଅନେକ ସମୟରେ ଲୋକେ କ୍ୟାନସର ଭଳି ରୋଗ ରେ ଶିକାର ହୋଇଥାନ୍ତି ।
ତେଣୁ ଆଜିର ଶିଶୁ ଆସନ୍ତା କାଲି ର ଭବିଷ୍ୟତ। ନିଶା ସେବନ ଦ୍ଵାରା ଲୋକେ ବଡ ବଡ ରୋଗରେ ଶିକାର ହୋଇଥାନ୍ତି ।କଥାରେ ଅଛି, “ପାନ ବିଡି ନୁହେଁ ଛୋଟିଆ ନିଶା ଜଣା ପଡ଼େ ନାହିଁ ଟାଣେ ପଇସା।” |ଆଜିର ସଚେତନତା ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିଜେ କିପରି ନିଶା ଠାରୁ ଦୂରେଇ ରହିବା ସହିତ ସଚେତନ ରହି ନିଜେ ନିଜର ପରିବାର ଓ ସମାଜକୁ କିପରି ନିଶା ଠାରୁ ଦୂରେଇ ରଖିବେ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।

କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଫୋକସ୍ ପ୍ଲସ ।

Related post

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ ଦେଶର ପତାକା ଉତ୍ତୋଳନ କଲା |

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ…

ଭାରତ02/12/2023; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ କ୍ରମାଗତ ଭାବେ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରୁଛି | ଭାରତ ପ୍ରତି ବିଶ୍ୱର ଅନ୍ୟ ଦେଶର ବିଶ୍…
ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ମୁମ୍ବାଇ: ଅଭିନେତା ତଥା ଷ୍ଟାଣ୍ଡଅପ କମେଡିଆନ ବୀର ଦାସ ନିକଟରେ ନେଟଫ୍ଲିକ୍ସ ଷ୍ଟାଣ୍ଡଅପ ସ୍ପେଶାଲିଷ୍ଟ ଏମି ପୁରସ୍କାର ଜିତିଥିଲେ। ତାଙ୍କର ଏହି ସଫଳତା ପାଇଁ ସମସ୍ତେ ତାଙ୍କୁ ଅଭିନନ୍ଦନ…
ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ ୧୦୦-୧୫୦ ତାରା

ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ…

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଦେଖିଥିବେ, ଶୁଣିଥିବେ ଆକାଶରେ ପଡୁଥିବା ତାରା ବିଷୟରେ। ଯଦି ଶହ ଶହ ତାରକା ଏକାଠି ପଡ଼ିବା ଆରମ୍ଭ କରିବେ ତେବେ କ’ଣ ହେବ ଅନୁମାନ…

Leave a Reply

Your email address will not be published. Required fields are marked *