ସମବାୟ ସମିତି ସ୍ଥାନାନ୍ତରିତ ଘଟଣା ନେଇ ବିରୋଧ

ସମବାୟ ସମିତି ସ୍ଥାନାନ୍ତରିତ ଘଟଣା ନେଇ ବିରୋଧ

ଫୋକସ ପ୍ଲସ ୩୧/୫/୨୨(ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସନ୍ଥପୁର ସମବାୟ ସମିତି ରେ ୬୫ରୁ ୭୦ବର୍ଷ ହେଲା କୋକେଇଦା,ସିଙ୍ଗା, ଆଣ୍ଠୁକୁଡାକାଟେଣୀ ଓ ରାଇତଳା ଗ୍ରାମ ର କୃଷକମାନେ ନିର୍ଭରଶୀଳ। କିନ୍ତୁ କୈାଣସି ଜନଶୁଣାଣୀ ନକରି ଚାଷିମାନଙ୍କୁ ନଜଣାଇ ଜବରଦସ୍ତ ବାଇଁଶିଆ ସମବାୟ ସମିତି କୁ ସ୍ଥାନାନ୍ତରିତ କରାଯାଇଛି।
ସ୍ବାଭିମାନ ଯୁବ ପରିଷଦ ର ସଭାପତି ଙ୍କ ସଭାପତିତ୍ବରେ କୋକେଇଦା, ସାଙ୍ଗା, ଆଣ୍ଠୁକୁଡାକାଟେଣୀ,ରାଇତା ଗ୍ରାମ ର ଶତାଧିକ ଚାଷୀ ଏକତ୍ରିତ ହୋଇ ସମ୍ମିଳନୀ ସଭା ଆୟୋଜନ କରିଥିଲେ। ଏହି ସଭାରେ ସମବାୟ ସମିତି ସ୍ଥାନାନ୍ତରିତ କୁ ନେଇ ଆଲୋଚନା କରାଯାଇଛି। ଚାଷୀ ମାନଙ୍କ ଶସ୍ୟ ର ରକ୍ଷଣାବେକ୍ଷଣ, ଯାତାୟତ ର ଦୂରତା ତଥା ଯାତାୟତ ରାସ୍ତା ଅଶୁରକ୍ଷିତ ତେଣୁ ଚାଷୀମାନେ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେବେ ବୋଲି ଅଭିଯୋଗ କରିଛନ୍ତି ।ତେଣୁ ପ୍ରଶାସନ ବେଳଥାଉ ଥାଉ କିଛି ବିହିତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଏକ ବଡ଼ ଧରଣର ଚାଷୀଆନ୍ଦୋଳନକୁ ହେବ ବୋଲି ଶତାଧିକ ଚାଷୀ ମତରଖିଛନ୍ତି।

ଢେଙ୍କାନାଳ ଗଁଦିଆ ରୁ ପୁଷ୍ପଲତା ସାମଲ ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *