ସମବାୟ ସମିତି ସ୍ଥାନାନ୍ତରିତ ଘଟଣା ନେଇ ବିରୋଧ

ସମବାୟ ସମିତି ସ୍ଥାନାନ୍ତରିତ ଘଟଣା ନେଇ ବିରୋଧ

ଫୋକସ ପ୍ଲସ ୩୧/୫/୨୨(ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସନ୍ଥପୁର ସମବାୟ ସମିତି ରେ ୬୫ରୁ ୭୦ବର୍ଷ ହେଲା କୋକେଇଦା,ସିଙ୍ଗା, ଆଣ୍ଠୁକୁଡାକାଟେଣୀ ଓ ରାଇତଳା ଗ୍ରାମ ର କୃଷକମାନେ ନିର୍ଭରଶୀଳ। କିନ୍ତୁ କୈାଣସି ଜନଶୁଣାଣୀ ନକରି ଚାଷିମାନଙ୍କୁ ନଜଣାଇ ଜବରଦସ୍ତ ବାଇଁଶିଆ ସମବାୟ ସମିତି କୁ ସ୍ଥାନାନ୍ତରିତ କରାଯାଇଛି।
ସ୍ବାଭିମାନ ଯୁବ ପରିଷଦ ର ସଭାପତି ଙ୍କ ସଭାପତିତ୍ବରେ କୋକେଇଦା, ସାଙ୍ଗା, ଆଣ୍ଠୁକୁଡାକାଟେଣୀ,ରାଇତା ଗ୍ରାମ ର ଶତାଧିକ ଚାଷୀ ଏକତ୍ରିତ ହୋଇ ସମ୍ମିଳନୀ ସଭା ଆୟୋଜନ କରିଥିଲେ। ଏହି ସଭାରେ ସମବାୟ ସମିତି ସ୍ଥାନାନ୍ତରିତ କୁ ନେଇ ଆଲୋଚନା କରାଯାଇଛି। ଚାଷୀ ମାନଙ୍କ ଶସ୍ୟ ର ରକ୍ଷଣାବେକ୍ଷଣ, ଯାତାୟତ ର ଦୂରତା ତଥା ଯାତାୟତ ରାସ୍ତା ଅଶୁରକ୍ଷିତ ତେଣୁ ଚାଷୀମାନେ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେବେ ବୋଲି ଅଭିଯୋଗ କରିଛନ୍ତି ।ତେଣୁ ପ୍ରଶାସନ ବେଳଥାଉ ଥାଉ କିଛି ବିହିତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଏକ ବଡ଼ ଧରଣର ଚାଷୀଆନ୍ଦୋଳନକୁ ହେବ ବୋଲି ଶତାଧିକ ଚାଷୀ ମତରଖିଛନ୍ତି।

ଢେଙ୍କାନାଳ ଗଁଦିଆ ରୁ ପୁଷ୍ପଲତା ସାମଲ ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *