ବରଯାତ୍ରୀ ଗାଡି ଦୁର୍ଘଟଣା ଗ୍ରସ୍ତ

ବରଯାତ୍ରୀ ଗାଡି ଦୁର୍ଘଟଣା ଗ୍ରସ୍ତ

ଫୋକସ ପ୍ଲସ 1/06/22(ବାରିପଦା): ଭାରସାମ୍ୟ ହରେଇ ବରଯାତ୍ରୀ ନେଇ ଫେରୁଥିବା ସଵାରୀ ଦୁର୍ଘଟଣା ।୮ରୁ ଅଧିକ ଗୁରୁତର।ଝାରପୋଖରିଆ ଥାନା ଅନ୍ତର୍ଗତ ସଂକୁଚା ନିକଟରେ ଘଟିଛି ଦୁର୍ଘଟଣା।ସୂଚନା ଅନୁସାରେ ଝାରପୋଖରିଆ ଥାନା ପାକଟିଆ ଅଞ୍ଚଳରୁ ବାହାଘର ସାରି ଫେରୁଥିବା କାଠସିର୍ସି ଅଂଚଳର ବରଯାତ୍ରୀ ଗାଡି ଟି ଭାରସାମ୍ୟ ହରେଇ ରାସ୍ତା କଡ଼କୁ ଓଲଟି ପଡିଥିଲା।ଫଳରେ ଗାଡି ରେ ଥିବା ୧୩ଜଣ ରୁ ଅଧିକ ଯାତ୍ରୀ ଙ୍କ ମଧ୍ୟରୁ ୮ଜଣ ମହିଳା ଓ ପୁରୁଷ ଯାତ୍ରୀ ଗୁରୁତର ହେଇଛନ୍ତି।ସ୍ଥାନୀୟ ଲୋକ ଗୁରୁତର ଙ୍କୁ ଉଦ୍ଧାର କରି ବାରିପଦା ସ୍ଥିତ ପି ଆର ଏମ କୁ ପଠେଇ ଦେଇଛନ୍ତି।ତେବେ ଗୁରୁତର ଙ୍କ ପରିଚୟ ମିଳି ପାରି ନାହିଁ।

Related post

ବୌଦ୍ଧରେ ଗଡିଲା ଲକ୍ଷ୍ମୀ ବସ, ଆଭାସୀ ଜରିଆରେ ଶୁଭାରମ୍ଭକଲେ ମୁଖ୍ୟମନ୍ତ୍ରୀ l

ବୌଦ୍ଧରେ ଗଡିଲା ଲକ୍ଷ୍ମୀ ବସ, ଆଭାସୀ ଜରିଆରେ ଶୁଭାରମ୍ଭକଲେ ମୁଖ୍ୟମନ୍ତ୍ରୀ l

ବୌଦ୍ଧ୨୧/୦୨/୨୦୨୪: ବୌଦ୍ଧ ଜିଲ୍ଲାରେ ଆଜି ଆରମ୍ଭ ହେଲା ଲକ୍ଷ୍ମୀ ବସ ଯୋଜନା। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ୍ ପଡିଆ ଠାରେ ଏହି ଯୋଜନା ଉଦଘାଟନ ଆୟୋଜନ କରାଯାଇଥିବା…
ବିଦ୍ୟୁତ ଜାମୱାଲ ଦେଲେ ନିଜ ଭାଇରାଲ ନଗ୍ନ ଫଟୋ ଉପରେ ପ୍ରତିକ୍ରିୟା:’ବହୁତ ଅଧିକ ଆରାମ ଦାୟକ”

ବିଦ୍ୟୁତ ଜାମୱାଲ ଦେଲେ ନିଜ ଭାଇରାଲ ନଗ୍ନ ଫଟୋ ଉପରେ ପ୍ରତିକ୍ରିୟା:’ବହୁତ…

ବାଲିବୁଡ଼ ୨୧/୦୨/୨୦୨୪: ଗତ ବର୍ଷ ଡିସେମ୍ବର 10 ରେ ଯେତେବେଳେ ସେ ତାଙ୍କ ନଗ୍ନ ଚିତ୍ର ପୋଷ୍ଟ କରିଥିଲେ ସେତେବେଳେ ବିଦ୍ୟୁତ ଜାମୱାଲ ହେଡଲାଇନ ସୃଷ୍ଟି କରିଥିଲେ। ତାଙ୍କ…
ଆଇକନ୍ ରେଡିଓ ଉପସ୍ଥାପକ ତଥା ‘ଗୀତାମା’ର ସୁବର୍ଣ୍ଣ ସ୍ୱର ଆମିନ ସାୟାନୀଙ୍କର 91 ବର୍ଷ ବୟସରେ ଦେହାନ୍ତ ହୋଇଛି |

ଆଇକନ୍ ରେଡିଓ ଉପସ୍ଥାପକ ତଥା ‘ଗୀତାମା’ର ସୁବର୍ଣ୍ଣ ସ୍ୱର ଆମିନ ସାୟାନୀଙ୍କର…

ଆଇକନିକ୍ ରେଡିଓ ହୋଷ୍ଟ ଆମିନ ସାୟାନୀଙ୍କ ହୃଦଘାତରେ 91 ବର୍ଷ ବୟସରେ ଦେହାନ୍ତ ହୋଇଛି ବୋଲି ତାଙ୍କ ପୁଅ ରଜିଲ ସାୟାନି ବୁଧବାର କହିଛନ୍ତି। ରାଜିଲ ସାୟାନି କହିଛନ୍ତି…

Leave a Reply

Your email address will not be published. Required fields are marked *