ସ୍କ୍ରାପ୍ ବୋଝେଇ ମିନିଟ୍ରକ ଜବତ : ୨ ଗିରଫ

ସ୍କ୍ରାପ୍ ବୋଝେଇ ମିନିଟ୍ରକ ଜବତ : ୨ ଗିରଫ

ଫୋକସ ପ୍ଲସ ୨/୬/୨୨(ତାଳଚେର): ଆଜି ତାଳଚେର ଏସଡ଼ିପିଓ ଏସ୍ ସ୍ୱାତୀ କୁମାର କୌଣସି ସୂତ୍ରରୁ ଖବର ପାଇ ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡ଼ା ନିକଟସ୍ଥ ପାଉଁଶ ପାଇପ ଲାଇନକୁ ସ୍କ୍ରାପ ମା଼ଫିଅମାନେ ଭାଙ୍ଗି ନେଉଥିବା ଖବର ପାଇଥିଲେ । ଏହାପରେ ସେ ସଦଳ ବଳେ ଘଟଣା ସ୍ଥଳରେ ପଂହଚି ସ୍କ୍ରାପ ବୋଝଇ ମିନିଟ୍ରକ ନଂ- ଓଆର୍ ୦୩-ଏ-୫୭୮୩ ଓ ଏକ ଇଣ୍ଡିକା ନଂ- ଓଆର ୦୨ବି-କେ-୪୩୭୭ କୁ ଜବତ କରିବା ସହିତ ଏହି ର‌୍ୟାକେଟ୍‌ରେ ସମ୍ପ୍‌ୃକ୍ତ ଦୁଇଜଙଣଙ୍କଙ୍କୁ ଗିରଫ କରିଥିବା ପୋଳିସ ସୂତ୍ରରୁ ଜଣାପଡ଼ିଛି । ଏହା ପୂର୍ବରୁ ମଧ୍ୟ ଏସଡ଼ିପିଓ ରାତି ଅଧିଆ ଚଢ଼ାଉ କରି ବ୍ୟାପକ ସ୍କ୍ରାାପ ବ୍ୟବହୃତ ଗାଡ଼ି ଜବତ କରିବା ସହ ଏକାଧିକ ସମ୍ପୃକ୍ତ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିରିଥିଲେ । ତେବେ ଆଇପିଏସ୍ ଅଫିସର ଭାବେ ତାଳଚେରରେ ଏସଡ଼ିପିଓ ଯୋଗଦେବା ପରେ ଭିନ୍ନ ଭିନ୍ନ ସ୍ଥାନରେ ତାଳଚେର ଆତିର୍କିତ ଭାବେ ବିଭିନ୍ନ ଚଢ଼ାଉକରି ସମ୍ପୃକ୍ତ କୋଇଲା ମାଫିଆ, ବାଲିମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଘଟଣା ତାଙ୍କ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିପ କରିପାରିିଛନ୍ତି । ଏହାକୁ ନେଇ ମାଫିଆମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳାଇ ଦେଇଛି ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *