ସ୍କ୍ରାପ୍ ବୋଝେଇ ମିନିଟ୍ରକ ଜବତ : ୨ ଗିରଫ

ସ୍କ୍ରାପ୍ ବୋଝେଇ ମିନିଟ୍ରକ ଜବତ : ୨ ଗିରଫ

ଫୋକସ ପ୍ଲସ ୨/୬/୨୨(ତାଳଚେର): ଆଜି ତାଳଚେର ଏସଡ଼ିପିଓ ଏସ୍ ସ୍ୱାତୀ କୁମାର କୌଣସି ସୂତ୍ରରୁ ଖବର ପାଇ ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡ଼ା ନିକଟସ୍ଥ ପାଉଁଶ ପାଇପ ଲାଇନକୁ ସ୍କ୍ରାପ ମା଼ଫିଅମାନେ ଭାଙ୍ଗି ନେଉଥିବା ଖବର ପାଇଥିଲେ । ଏହାପରେ ସେ ସଦଳ ବଳେ ଘଟଣା ସ୍ଥଳରେ ପଂହଚି ସ୍କ୍ରାପ ବୋଝଇ ମିନିଟ୍ରକ ନଂ- ଓଆର୍ ୦୩-ଏ-୫୭୮୩ ଓ ଏକ ଇଣ୍ଡିକା ନଂ- ଓଆର ୦୨ବି-କେ-୪୩୭୭ କୁ ଜବତ କରିବା ସହିତ ଏହି ର‌୍ୟାକେଟ୍‌ରେ ସମ୍ପ୍‌ୃକ୍ତ ଦୁଇଜଙଣଙ୍କଙ୍କୁ ଗିରଫ କରିଥିବା ପୋଳିସ ସୂତ୍ରରୁ ଜଣାପଡ଼ିଛି । ଏହା ପୂର୍ବରୁ ମଧ୍ୟ ଏସଡ଼ିପିଓ ରାତି ଅଧିଆ ଚଢ଼ାଉ କରି ବ୍ୟାପକ ସ୍କ୍ରାାପ ବ୍ୟବହୃତ ଗାଡ଼ି ଜବତ କରିବା ସହ ଏକାଧିକ ସମ୍ପୃକ୍ତ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିରିଥିଲେ । ତେବେ ଆଇପିଏସ୍ ଅଫିସର ଭାବେ ତାଳଚେରରେ ଏସଡ଼ିପିଓ ଯୋଗଦେବା ପରେ ଭିନ୍ନ ଭିନ୍ନ ସ୍ଥାନରେ ତାଳଚେର ଆତିର୍କିତ ଭାବେ ବିଭିନ୍ନ ଚଢ଼ାଉକରି ସମ୍ପୃକ୍ତ କୋଇଲା ମାଫିଆ, ବାଲିମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଘଟଣା ତାଙ୍କ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିପ କରିପାରିିଛନ୍ତି । ଏହାକୁ ନେଇ ମାଫିଆମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳାଇ ଦେଇଛି ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *