ପିଲା ଚୋରି ସନ୍ଦେହ, ଯୁବକଙ୍କୁ ନିସ୍ତୁକ ମାଡ

ପିଲା ଚୋରି ସନ୍ଦେହ, ଯୁବକଙ୍କୁ ନିସ୍ତୁକ ମାଡ

ଫୋକସ ପ୍ଲସ ୨/୬/୨୨(ବୌଦ୍ଧ):ଚୋରିକରି ଆସିଥିବା ସଂନ୍ଦେହେ ରେ ଯୁବକ ଉତ୍ତମ ମଧ୍ୟ୍ୟମ ଦେବା ସହ ପୋଲିସ କୁ ଜିମାଦେଲେ ଗ୍ରାମବାସୀ ଏଭଳି ଏକ ଘଟଣା ଘଟିଛି, ବୌଦ୍ଧ ଜିଲ୍ଲା ସଦର ବ୍ଲକ ମନମୁଣ୍ଡା ଥାନା ନୂଆଁପାଲି ଗାଁରେ ସୂଚନା ଅନୁସାରେ ଗତକାଲି ରାତି 1ଘଣ୍ଟା ସମୟରେ ଗାଁର ଏକ ଯୌନିକ ବ୍ୟକ୍ତି ଙ୍କ ଘରକୁ ପଶି ଥିବା ବେଳେ ଘର ଲୋକ ଯୁବକକୁ ଦେଖିଥିଲେ ଏବଂ ପରିବାର ଲୋକ ପାଖ ପଡୋଶୀଙ୍କ ସହାୟତା ରେ ଯୁବକ କୁ କାବୁ କରିବା ସହ ଚୋରି କରିଆସିଥିବା ସଂନ୍ଦେହେ ରେ ନିସ୍ତୁକ ମାଡ଼ ମାରିବା ସହ ମନମୁଣ୍ଡା ଥାନାକୁ ଖବର ଦେଇଥିଲେ ରାତି 3ଘଣ୍ଟା ସମୟ ରେ ପୋଲିସ ପହଂଚି ଯୁବକକୁ ଉଦ୍ଧାର କରିଥାନା କୁ ଆଣିଥିବା ବେଳେ ଯୁବକ ଜଣଙ୍କ ଚୋରି ଉଦେଶ୍ୟ ରେ ଆସିଥିଲେ ନା ଆଉ କିଛି ଉଦେଶ୍ୟ ରେ ଆସିଥିଲେ ତାହା ପୋଲିସ ତଦନ୍ତ ପରେ ଜଣାପଡୁଛି ଆମେ ଏ ସମ୍ପର୍କ ରେ ଥାନା ଅଧିକାରି ଙ୍କୁ ପଚାରିବାରୁ ରାତି ସମୟରେ ଅଣାଯାଇଛି ଯୁବକ କୁ ଆଜି ପଚାରା ଉଚାର କରାଯିବ ବୋଲି iic ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।

Related post

ବୌଦ୍ଧରେ ଗଡିଲା ଲକ୍ଷ୍ମୀ ବସ, ଆଭାସୀ ଜରିଆରେ ଶୁଭାରମ୍ଭକଲେ ମୁଖ୍ୟମନ୍ତ୍ରୀ l

ବୌଦ୍ଧରେ ଗଡିଲା ଲକ୍ଷ୍ମୀ ବସ, ଆଭାସୀ ଜରିଆରେ ଶୁଭାରମ୍ଭକଲେ ମୁଖ୍ୟମନ୍ତ୍ରୀ l

ବୌଦ୍ଧ୨୧/୦୨/୨୦୨୪: ବୌଦ୍ଧ ଜିଲ୍ଲାରେ ଆଜି ଆରମ୍ଭ ହେଲା ଲକ୍ଷ୍ମୀ ବସ ଯୋଜନା। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ୍ ପଡିଆ ଠାରେ ଏହି ଯୋଜନା ଉଦଘାଟନ ଆୟୋଜନ କରାଯାଇଥିବା…
ବିଦ୍ୟୁତ ଜାମୱାଲ ଦେଲେ ନିଜ ଭାଇରାଲ ନଗ୍ନ ଫଟୋ ଉପରେ ପ୍ରତିକ୍ରିୟା:’ବହୁତ ଅଧିକ ଆରାମ ଦାୟକ”

ବିଦ୍ୟୁତ ଜାମୱାଲ ଦେଲେ ନିଜ ଭାଇରାଲ ନଗ୍ନ ଫଟୋ ଉପରେ ପ୍ରତିକ୍ରିୟା:’ବହୁତ…

ବାଲିବୁଡ଼ ୨୧/୦୨/୨୦୨୪: ଗତ ବର୍ଷ ଡିସେମ୍ବର 10 ରେ ଯେତେବେଳେ ସେ ତାଙ୍କ ନଗ୍ନ ଚିତ୍ର ପୋଷ୍ଟ କରିଥିଲେ ସେତେବେଳେ ବିଦ୍ୟୁତ ଜାମୱାଲ ହେଡଲାଇନ ସୃଷ୍ଟି କରିଥିଲେ। ତାଙ୍କ…
ଆଇକନ୍ ରେଡିଓ ଉପସ୍ଥାପକ ତଥା ‘ଗୀତାମା’ର ସୁବର୍ଣ୍ଣ ସ୍ୱର ଆମିନ ସାୟାନୀଙ୍କର 91 ବର୍ଷ ବୟସରେ ଦେହାନ୍ତ ହୋଇଛି |

ଆଇକନ୍ ରେଡିଓ ଉପସ୍ଥାପକ ତଥା ‘ଗୀତାମା’ର ସୁବର୍ଣ୍ଣ ସ୍ୱର ଆମିନ ସାୟାନୀଙ୍କର…

ଆଇକନିକ୍ ରେଡିଓ ହୋଷ୍ଟ ଆମିନ ସାୟାନୀଙ୍କ ହୃଦଘାତରେ 91 ବର୍ଷ ବୟସରେ ଦେହାନ୍ତ ହୋଇଛି ବୋଲି ତାଙ୍କ ପୁଅ ରଜିଲ ସାୟାନି ବୁଧବାର କହିଛନ୍ତି। ରାଜିଲ ସାୟାନି କହିଛନ୍ତି…

Leave a Reply

Your email address will not be published. Required fields are marked *