ସରକାରୀ ସହାୟତାର ଅପେକ୍ଷାରେ ଛୋଟୁ ନାଗ

ସରକାରୀ ସହାୟତାର ଅପେକ୍ଷାରେ ଛୋଟୁ ନାଗ

ଫୋକସ ପ୍ଲସ ୨/୬/୨୨(ବଲାଙ୍ଗୀର): ଦିବ୍ୟାଙ୍ଗ ଛୋଟୁ ନାଗ ଙ୍କ ଦୃଢ଼ ମନବଳ ଆଗରେ ସବୁକିଛି ହାର ମାନିଛି । ଘୋଷାରି ଘୋଷାରି ଅଧ କିମି ଯାନ୍ତି ପାଠପଢି, ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ପରିବାର ଲୋକେ ।ବଲାଙ୍ଗୀର ଜିଲ୍ଲା ପାଟଣାଗଡ ର କେନ୍ଦୁମୁଣ୍ଡି ପଞ୍ଚାୟତ ର ତୁଳସୀ ଡୁଙ୍ଗୁରି ଗାଁ ର ଛୁଟା ନାଗ ପିତା ଟିକେଚନ ନାଗ କାମରେ ଦିନ ମଜୁରିଆ ଛୋଟୁ ନାଗ (୬) ଛୋଟୁ ଜନ୍ମ ରୁ ବିକୁଳାଙ୍ଗ ଦୁଇ ଗୋଡ଼ ଅଚଳ ହୋଇଯାଇଛି । ବିକଳାଙ୍ଗ ହୋଇଥିଲେ ବି ଛୋଟୁ ର ମନୋବଳ କେବେ ଭାଙ୍ଗି ଯାଇନି ତାର ଦୃଢ ମନ ଆଗରେ ହାର ମାନିଛି ସବୁକିଛି । ଘୋଷାରି ଘୋଷାରି ଯାନ୍ତି ଅଧ କିମି ଦୂରରେ ଅବସ୍ଥିତ ଗାଁ ସରକାରୀ ବିଦ୍ୟାଳୟ କୁ । ସେ ସରକାରୀ ଯୋଜନା ରେ କେବଳ ବିକଳାଙ୍ଗ ଭତା ପାଉଛନ୍ତି ସ୍କୁଲ ଯିବା ଆସିବା ପାଇଁ ବହୁତ ଅସୁବିଧା ହେଉଥିବା ଦେଖି ବାକୁ ମିଳୁଛି |ସ୍କୁଲ ଅଧ କିଲୋମିଟର ହେବ ତାପାଇଁ ସବୁ ସମୟରେ ଗୋଟିଏ ଲୋକ ଦରକାର ବର୍ଷା ମାସରେ କାଦୁଅ ରାସ୍ତା ଯିବା ଆସିବା ପାଇଁ ବହୁତ କଷ୍ଟ |ପ୍ରଶାସନ ଦୃଷ୍ଟି ଦେଇ ଏକ ହୁଇଲ ଚେୟାର ସାଇକଲ ଯୋଗାଇ ଦେଲେ ଛୋଟୁ ଙ୍କ ସ୍କୁଲ ଯିବା ରେ ବହୁ ସହାୟକ ହୋଇପାରିବ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *