ଉର୍ନତି ନାମରେ ମହା ଦୁର୍ନୀତି

ଉର୍ନତି ନାମରେ ମହା ଦୁର୍ନୀତି

ଫୋକସ ପ୍ଲସ ୨/୬/୨୨(କୋରେଇ):ଗ୍ରାମାଞ୍ଚଳ ର ଉର୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପାଣ୍ଠି ରୁ କୋଟି କୋଟି ଟଙ୍କା ଅନୁଦାନ ଆସୁଥିବା ବେଳେ ଏହା ବର୍ତମାନ ଜନସାଧାରଣ ଙ୍କ ଉର୍ନତି ନହୋଇ କିଛି ଅସାଧୁ ସରକାରୀ କର୍ମଚାରୀ ଓ ସରକାରୀ ଦଳ ର କୁଜି ନେତା ମାନଙ୍କର ଉର୍ନତି ହେଉଛି , ଯାହା ଏବେ ସାରା କୋରେଇ ବ୍ଲକ ରେ ଦେଖିବାକୁ ମିଳୁଛି, ବ୍ଲକ କୁ ଆସୁଥିବା କୋଟି କୋଟି ଟଙ୍କା ବିନା ସୂଚନା ଫଳକ ରେ ଜନସାଧାରଣ ଙ୍କୁ ଅନ୍ଧାର ରେ ରଖି କାର୍ଯ୍ୟ କରଯାଉଛିl ମନରେଗା କାମରେ ବ୍ଲକ ସାରା ଗରିବ ଦିନ ମଜୁରିଆ ମାନଙ୍କୁ ଉପେକ୍ଷିତ କରାଯାଇ ମେସିନ ରେ କାମ ହେଉଛି, ଏହାକୁ ବ୍ଲକ ପ୍ରଶାସନ, ବିଡ଼ିଓ ମହୋଦୟ ଜାଣିଥିଲେ ମଧ୍ୟ ନଜାଣିଲା ଭଳି ଅଭିନୟ କରିବା ଜନସାଧାରଣ ଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି,ବର୍ତମାନ ରଣପୁର ଗ୍ରାମ ରେ ରଣ ପୁର ଉଚ୍ଚ ବିଦ୍ୟାଳୟ କୁ ଲାଗି ଏକ ପଡିଆ ର ଉର୍ନତି କରଣ କାମ ଚାଲୁଥିବାର ଦେଖିବାକୁ ମିଳୁଛିl ସେଠାରେ ମାଟି କାମ ସାରିବାକୁ ବସିଥିବା ବେଳେ ଏପର୍ଯ୍ୟନ୍ତ ସେଠାରେ କୌଣସି ସୂଚନା ଫଳକ ଲେଖା ଯାଇ ନାହିଁ.ଏହା କି କାମ, କେତେ ଟଙ୍କା ର କାମ ତାକୁ ଜନସାଧାରଣ ଙ୍କୁ ଅଗୋଚର ରେ ରଖି ଲକ୍ଷ ଲକ୍ଷ ଟଙ୍କା କିଛି ଅସାଧୁ ସରକାରୀ କର୍ମଚାରୀ ଓ ଗାଁ ର କିଛି କୁଜି ଟାଉଟର ମାନେ ଲୁଟି ନେବାକୁ ମସୁଧା ଚଳାଉ ଥିବା ଅଭିଯୋଗ ହେଉଛିl ଏଥିପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ କିପରି ଜନସାଧାରଣ ଙ୍କ ଟିକସ ପଇସା ବାରବାଦ ନହୋଇ ଠିକଣା ବାଟରେ କାର୍ଯ୍ୟ ରେ ଲାଗିବ ସେଥିପ୍ରତି ଧ୍ୟାନ ଦେବାକୁ ସାଧରଣ ରେ ଦୃଢ଼ ଦାବି ହେଉଛି

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *