ଉର୍ନତି ନାମରେ ମହା ଦୁର୍ନୀତି

ଉର୍ନତି ନାମରେ ମହା ଦୁର୍ନୀତି

ଫୋକସ ପ୍ଲସ ୨/୬/୨୨(କୋରେଇ):ଗ୍ରାମାଞ୍ଚଳ ର ଉର୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପାଣ୍ଠି ରୁ କୋଟି କୋଟି ଟଙ୍କା ଅନୁଦାନ ଆସୁଥିବା ବେଳେ ଏହା ବର୍ତମାନ ଜନସାଧାରଣ ଙ୍କ ଉର୍ନତି ନହୋଇ କିଛି ଅସାଧୁ ସରକାରୀ କର୍ମଚାରୀ ଓ ସରକାରୀ ଦଳ ର କୁଜି ନେତା ମାନଙ୍କର ଉର୍ନତି ହେଉଛି , ଯାହା ଏବେ ସାରା କୋରେଇ ବ୍ଲକ ରେ ଦେଖିବାକୁ ମିଳୁଛି, ବ୍ଲକ କୁ ଆସୁଥିବା କୋଟି କୋଟି ଟଙ୍କା ବିନା ସୂଚନା ଫଳକ ରେ ଜନସାଧାରଣ ଙ୍କୁ ଅନ୍ଧାର ରେ ରଖି କାର୍ଯ୍ୟ କରଯାଉଛିl ମନରେଗା କାମରେ ବ୍ଲକ ସାରା ଗରିବ ଦିନ ମଜୁରିଆ ମାନଙ୍କୁ ଉପେକ୍ଷିତ କରାଯାଇ ମେସିନ ରେ କାମ ହେଉଛି, ଏହାକୁ ବ୍ଲକ ପ୍ରଶାସନ, ବିଡ଼ିଓ ମହୋଦୟ ଜାଣିଥିଲେ ମଧ୍ୟ ନଜାଣିଲା ଭଳି ଅଭିନୟ କରିବା ଜନସାଧାରଣ ଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି,ବର୍ତମାନ ରଣପୁର ଗ୍ରାମ ରେ ରଣ ପୁର ଉଚ୍ଚ ବିଦ୍ୟାଳୟ କୁ ଲାଗି ଏକ ପଡିଆ ର ଉର୍ନତି କରଣ କାମ ଚାଲୁଥିବାର ଦେଖିବାକୁ ମିଳୁଛିl ସେଠାରେ ମାଟି କାମ ସାରିବାକୁ ବସିଥିବା ବେଳେ ଏପର୍ଯ୍ୟନ୍ତ ସେଠାରେ କୌଣସି ସୂଚନା ଫଳକ ଲେଖା ଯାଇ ନାହିଁ.ଏହା କି କାମ, କେତେ ଟଙ୍କା ର କାମ ତାକୁ ଜନସାଧାରଣ ଙ୍କୁ ଅଗୋଚର ରେ ରଖି ଲକ୍ଷ ଲକ୍ଷ ଟଙ୍କା କିଛି ଅସାଧୁ ସରକାରୀ କର୍ମଚାରୀ ଓ ଗାଁ ର କିଛି କୁଜି ଟାଉଟର ମାନେ ଲୁଟି ନେବାକୁ ମସୁଧା ଚଳାଉ ଥିବା ଅଭିଯୋଗ ହେଉଛିl ଏଥିପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ କିପରି ଜନସାଧାରଣ ଙ୍କ ଟିକସ ପଇସା ବାରବାଦ ନହୋଇ ଠିକଣା ବାଟରେ କାର୍ଯ୍ୟ ରେ ଲାଗିବ ସେଥିପ୍ରତି ଧ୍ୟାନ ଦେବାକୁ ସାଧରଣ ରେ ଦୃଢ଼ ଦାବି ହେଉଛି

Related post

ଅବ୍ୟବସ୍ଥାରେ ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଅବ୍ୟବସ୍ଥାରେ ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଫୋକସ ପ୍ଲସ(ଲାଞ୍ଜିଗଡ)୧୭/୦୮/୨୦୨୨: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅତ୍ୟନ୍ତ ଦୁର୍ଗମ ଆଦିବାସୀ ଅଦ୍ୟୁଷିତ ଅଞ୍ଚଳରେ ରହିଥିବା ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ଅବ୍ୟବସ୍ଥାରେ ପଡି ରହିଛି!ଏହି ପ୍ରାଥମିକ…
RD ବିଭାଗ ଅବହେଳା ଯୋଗୁଁ ଘରେ ପଶୁଛି ପାଣ

RD ବିଭାଗ ଅବହେଳା ଯୋଗୁଁ ଘରେ ପଶୁଛି ପାଣ

ଫୋକସ ପ୍ଲସ(କେସିଙ୍ଗା)୧୭/୦୮/୨୦୨୨: ଗତ ଲଗାଣ ବର୍ଷାରେ ସମଗ୍ର ଅଞ୍ଚଳରେ ସ୍ଥିତି ବେହାଲ ହୋଇ ପଡ଼ିଛି। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ଏଭଳି ସ୍ଥିତିରେ କାଣ୍ଡେଲ ଅଞ୍ଚଳରେ…
କଲିଙ୍ଗନଗର ରେ ଥିବା କାରଖାନା ମାନଙ୍କ ମନମାନି

କଲିଙ୍ଗନଗର ରେ ଥିବା କାରଖାନା ମାନଙ୍କ ମନମାନି

ଫୋକସ ପ୍ଲସ(ଯାଜପୁର)୧୭/୦୮/୨୦୨୨: ଯାଜପୁର ଜିଲ୍ଲା କଲିଙ୍ଗନଗର ଅଞ୍ଚଳ ରେ ଛୋଟ ବଡ ମିଶି ୧୮ ରୁ ଅଧିକ କାରଖାନା ଗଡି ଉଠିଛି । ମାତ୍ର କଲିଙ୍ଗନଗର ଅବସ୍ଥା ରେ…

Leave a Reply

Your email address will not be published.