ଏଟିଏମ ତାଡି ଲୁଟିଲେ ଦୁର୍ବୁତ୍ତ

ଏଟିଏମ ତାଡି ଲୁଟିଲେ ଦୁର୍ବୁତ୍ତ

ଫୋକସ ପ୍ଲସ ୩/୬/୨୨(କେନ୍ଦ୍ରାପଡ଼ା):ଗତକାଲି ବିଳମ୍ବିତ ରାତିରେ ରାଜକନିକା ଏସ ଏନ କଲେଜ ରେ ଥିବା ଏସ ବି ଆଇ ଏଟିଏମ ତାଡିଲେ ଦୁର୍ବୁର୍ତ୍ତ। ଟଙ୍କା ନେବାରେ ହେଲେ ବିଫଳ।ଗତକାଲି ବିଲମ୍ବିତ ରାତ୍ରିରେ ଘଟିଛି ଏଭଳି ଘଟଣା |ସେହି ଅଞ୍ଚଳର ପୋଲିସ ପେଟ୍ରୋଲିଂ କୁ ନେଇ ଉଠିଛି ପ୍ରଶ୍ନବାଚି|ଗତ ଦୁଇ ମାସ ଭିତରେ ଆଳି,ପଟ୍ଟାମୁଣ୍ଡାଇ, ରାଜକନିକା ଅଞ୍ଚଳରେ ଏକାଧିକ ଏଟିଏମ ଲୁଟ ଘଟଣା ଘଟି ଥିଲେହେଁ ଏନେଇ ଜିଲ୍ଲା ପୋଲିସ କୌଣସି ଅପରାଧୀକୁ ଧରିବାରେ ସଫଳ ହୋଇନଥିବା ଜଣାପଡୁଛି।

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *