ନିଆରା ଉପାୟରେ ସାଇବର ଠକେଇ

ନିଆରା ଉପାୟରେ ସାଇବର ଠକେଇ

ଫୋକସ ପ୍ଲସ ୪/୬/୨୨(ସାଲେପୁର ): ଫେସବୁକରେ ଆସିଲା ଇନଷ୍ଟାଣ୍ଟ ଲୋନର ମେସେଜ। ଲିଙ୍କରୁ ଡାଉନଲୋଡ଼ ହେଲା ଆପ୍ସ। ଆଉ ତାପରେ ଏକାଉଣ୍ଟକୁ ଆସିଲା ୩ହଜାର ୮୫୦ଟଙ୍କା। ହେଲେ ସେତେବେଳେକୁ ମୋବାଇଲ ଫୋନରୁ ସବୁ ଡାଟା ଚାଲିଯାଇଥିଲା ହ୍ୟାକର ପାଖକୁ। ଆଉ ସେ ଡାଟା ଓ କଣ୍ଟାକଟ ଲିଷ୍ଟକୁ ନେଇ ଏବେ ବ୍ଲାକମେଲ କରିବା ସହ ଟଙ୍କା ମାଗୁଛି ହ୍ୟାକର। ଏହା ସହ କଣ୍ଟାକ୍ଟ ଲିଷ୍ଟରୁ ନମ୍ବର ନେଇ ଅନ୍ୟମାନଙ୍କୁ ମଧ୍ୟ ଠକୁଛି ସେ। ଏଭଳି ଠକେଇର ଶିକାର ହୋଇଛନ୍ତି ସାଲେପୁର ବିଶ୍ୱନାଥପୁର ଗାଁର ଇଜହାର ଅହମ୍ମଦ। ଇଜହାରଙ୍କ ସମସ୍ତ ବ୍ୟକ୍ତିଗତ ଡାଟା ସହ ସମସ୍ତ କଣ୍ଟାକ୍ଟ ଲିଷ୍ଟକୁ ମଧ୍ୟ ହ୍ଵାଟ୍ସଆପରେ ସେ ସେୟାର କରି ପ୍ରତି ମୁହୂର୍ତ୍ତରେ ଠକୁଛି ସେ। ଏନେଇ ଇଜହାର ସାଇବର ପୋଲିସକୁ ଅନଲାଇନ ମାଧ୍ୟମରେ ଜଣାଇଛନ୍ତି।

Related post

ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଯାପିତ

ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଯାପିତ

ଫୋକସ ପ୍ଲସ (ଢେଙ୍କାନାଳ) ୦୭/୦୭/୨୦୨୨: କାମାକ୍ଷାନଗର ଉପଖଣ୍ଡ ଅଧିନସ୍ତ କଙ୍କଡ଼ାହାଡ଼ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପୋଷ୍ୟ ଗ୍ରାମ ଆଖୁପାଳ ଠାରେ ଚାଲିଥିବା ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଗୁରୁବାର…
ଅଭାବୀ ପରିବାରରେ ମେଧାବୀ ଛାତ୍ର

ଅଭାବୀ ପରିବାରରେ ମେଧାବୀ ଛାତ୍ର

ଫୋକସ ପ୍ଲସ (ଭୁବନ) ୦୭/୦୭/୨୦୨୨: ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି ଏକ ଅଭାବି ପରିବାରର ଛାତ୍ର ଓମ ପ୍ରକାଶ ସାହୁ । ବହୁତ ଅଭାବ ଅନଟନ ରେ…
ଭଦ୍ରକ ମହାବିଦ୍ୟାଳୟ ରେ ୭୫ତମ ପ୍ରତିଷ୍ଠା ଦିବସ

ଭଦ୍ରକ ମହାବିଦ୍ୟାଳୟ ରେ ୭୫ତମ ପ୍ରତିଷ୍ଠା ଦିବସ

ଫୋକସ ପ୍ଲସ (ଭଦ୍ରକ) ୦୭/୦୭/୨୦୨୨: ଭଦ୍ରକ କଲେଜରେ ୭୫ତମ ପ୍ରତିଷ୍ଠା ଦିବସ ପାଳିତ ଭଦ୍ରକ ଜିଲ୍ଲା ତଥା ଓଡ଼ିଶାର ଦ୍ଵିତୀୟ ସର୍ବବୃହତମ ମହାବିଦ୍ୟାଳୟ ଭଦ୍ରକ କଲେଜ ଆଜି ପାଳନ…

Leave a Reply

Your email address will not be published.