ପ୍ରତିଶୃତି ରଖିଲେନି ବିଦ୍ୟୁତ ବିଭାଗୀୟ  ଅଧିକାରୀଙ୍କ

ପ୍ରତିଶୃତି ରଖିଲେନି ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ

ଫୋକସ ପ୍ଲସ ୦୮/୦୬/୨୨(କୋରାପୁଟ): ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ଅପାରଗତା, ଏବଂ ପ୍ରତିଶୃତି ଉପରେ ପ୍ରତିଶୃତି କିନ୍ତୁ ପ୍ରତିଶୃତି ହେଲା ବେକାର, ଯଦି ଆଗାମୀ ଦିନରେ ସମସ୍ୟାର ସମାଧାନ ନହୁଏ ତେବେ ବିଭାଗୀୟ ଅଧିକରିଙ୍କ ଅଫିସ ହେବ ଘେରାଉ ଏପରି ମୋତେ ଦେଲେ ସରପଞ୍ଚ ଆଉ ଗ୍ରାମବାସୀ l ଏବଂ ଦିନକୁ 6 ଥର ବାରମ୍ବାର ଫୁ୍ୟୁଜ଼ ଯାଉଥିଲେ ଫି୍ୟୁଜ଼ ପକେଇବା ପାଇଁ ଆସି 300 ରୁ ଅଧିକ ନଦେଲେ ଫି୍ୟୁଜ଼ ପକେଇଦେବୁ ନାହିଁ କହନ୍ତି କେତେବେଳେ କେମିତି ବିପଦକୁ ଚାପି ନିଜେ ମଧ୍ୟ କରିଥାଉ ଏଭଳି ଅବସ୍ଥାରେ ଆମେଗ୍ରାମବାସୀ ଗ୍ରୀଷ୍ମଖରା ତାତିରେ ଅନେକ ଅସୁବିଧାରେ ରହୁଛୁ l କିଏ ଆମ ଦୁଃଖ ବୁଝିବ ତାହା ଆଗାମୀଦିନରେ ଜଣାପଡିବ l

ଗ୍ରାଉଣ୍ଡ ଜିରରୁ କୁନା ଖରା ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…
ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ଫୋକସ ପ୍ଲସ (ଆଠମଲ୍ଲିକ) ୦୭/୦୭/୨୦୨୨: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଷୋଳପଦା ଅଂଚଳ ଆମ୍ବାସରମୁଣ୍ଡା ସେବା ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ଭୋଟ ମତଦାନ ଦିବସରେ ରେ ଗଗନ ବିହାରୀ…

Leave a Reply

Your email address will not be published.