ଚିଲିକାରୁ ହଟିଲା ବେଆଇନ ଚିଙ୍ଗୁଡ଼ି ଘେରି

ଚିଲିକାରୁ ହଟିଲା ବେଆଇନ ଚିଙ୍ଗୁଡ଼ି ଘେରି

ଫୋକସ ପ୍ଲସ ୯/୬/୨୨ (ଖଲ୍ଲିକୋଟ): ଖଲ୍ଲିକୋଟ ତହସିଲ ଅଧୀନରେ ଥିବା ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ହୋଇ ଆସୁଥିବା ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନର ନିଁର୍ଧେସ ପରେ ଖଲ୍ଲିକୋଟ ତହସିଲଦାର ରାଜ କିଶୋରେ ପଟ୍ଟନାୟକଙ୍କ ତତ୍ୱାବଧାନରେ ପରିଚାଳିତ ଏକ ଟିମ ଖଲ୍ଲିକୋଟ ଚିଲିକାର କଙ୍କାଇ ଅଂଚଳରେ ଦୀର୍ଘ ଦିନ ଧରି ବେଆଇନ ଚିଙ୍ଗୁଡ଼ି ଘେରି କରି ଦଖଲ ରେ ରହିଥିବା ୫୩ ଏକର ପରିମିତ ଚିଳିକା କୁ ଘେରିମୁକ୍ତ କରିଥିବା ଜଣ ପଡିଛି l ଏହି ଘେରିମୁକ୍ତ ଅଭିଯାନ ରେ ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଜ୍ୟୋତିମୟ ଦାଶ ଖଲ୍ଲିକୋଟ ଆଇ ଆଇ ସି ଜଗନ୍ନାଥ ମଲ୍ଲିକ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବାଲୁଗାଁ fisheri ଵିହଗା ରାମୁକା ଘେରି ଭଙ୍ଗାରେ ସହାୟତା କରିଥିଲେ l

Related post

ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଯାପିତ

ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଯାପିତ

ଫୋକସ ପ୍ଲସ (ଢେଙ୍କାନାଳ) ୦୭/୦୭/୨୦୨୨: କାମାକ୍ଷାନଗର ଉପଖଣ୍ଡ ଅଧିନସ୍ତ କଙ୍କଡ଼ାହାଡ଼ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପୋଷ୍ୟ ଗ୍ରାମ ଆଖୁପାଳ ଠାରେ ଚାଲିଥିବା ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଗୁରୁବାର…
ଅଭାବୀ ପରିବାରରେ ମେଧାବୀ ଛାତ୍ର

ଅଭାବୀ ପରିବାରରେ ମେଧାବୀ ଛାତ୍ର

ଫୋକସ ପ୍ଲସ (ଭୁବନ) ୦୭/୦୭/୨୦୨୨: ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି ଏକ ଅଭାବି ପରିବାରର ଛାତ୍ର ଓମ ପ୍ରକାଶ ସାହୁ । ବହୁତ ଅଭାବ ଅନଟନ ରେ…
ଭଦ୍ରକ ମହାବିଦ୍ୟାଳୟ ରେ ୭୫ତମ ପ୍ରତିଷ୍ଠା ଦିବସ

ଭଦ୍ରକ ମହାବିଦ୍ୟାଳୟ ରେ ୭୫ତମ ପ୍ରତିଷ୍ଠା ଦିବସ

ଫୋକସ ପ୍ଲସ (ଭଦ୍ରକ) ୦୭/୦୭/୨୦୨୨: ଭଦ୍ରକ କଲେଜରେ ୭୫ତମ ପ୍ରତିଷ୍ଠା ଦିବସ ପାଳିତ ଭଦ୍ରକ ଜିଲ୍ଲା ତଥା ଓଡ଼ିଶାର ଦ୍ଵିତୀୟ ସର୍ବବୃହତମ ମହାବିଦ୍ୟାଳୟ ଭଦ୍ରକ କଲେଜ ଆଜି ପାଳନ…

Leave a Reply

Your email address will not be published.