ଭିଜିଲାନ୍ସ ହାତରେ ପଡିଲେ ଏ.ଏସ.ଆଇ

ଭିଜିଲାନ୍ସ ହାତରେ ପଡିଲେ ଏ.ଏସ.ଆଇ

ଫୋକସ ପ୍ଲସ ୧୧/୬/୨୨ (ଖୋର୍ଦ୍ଧା): ଲାଞ୍ଚ ନେବା ବେଳେ ଧର ପଡ଼ିଲେ ବୋଲଗଡ଼ ଥାନାର ଏ ଏସ ଆଇ ଭଗବାନ ସ୍ବାଇଁ, ସୁକାନ୍ତି ଙ୍କ ପୁଅ ର କେସ କୁ ରଫା ଦଫା କରିବା ପାଇଁ ସୁକାନ୍ତି ପଟ୍ଟନାୟକ ଙ୍କ ଠୁ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ ଏ ଏସ ଆଇ, ସୁକାନ୍ତି ପଟ୍ଟନାୟକ ଙ୍କ ସାନ ପୁଅ ର କେଶକୁ ରଫା ଦଫା କରିବା ପାଇଁ ଛ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ , ଏ ପ୍ରତି ଆଗରୁ ତତ୍ପର ଥିବା ଖୋର୍ଦ୍ଧା ଭିଜିଲାନ୍ସ ଚଢ଼ାଉ କରି ଭଗବାନ ସ୍ୱାଇଁ ଙ୍କୁ ଧରିଥିଲେ।ତାଙ୍କୁ ଧରିବା ସହ ତାଙ୍କ ପୈତୃକ ଘରଉପରେ ମଧ୍ୟ ଚଢ଼ାଉ କରିଥିଲେ। ଏ ସଂପର୍କ ରେ ଆମ ପ୍ରତିନିଧି ଭିଜିଲାନ୍ସ ଅଫିସରଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେବା ପାଇଁ ସିଧା ସଳଖ ମନା କରିବା ସହିତ ତଦନ୍ତ ଚାଲିଛି ବୋଲି କହିଥିଲେ

ଖୋର୍ଦ୍ଧା ବୋଲଗଡ଼ ରୁ ଜାଗେଶ୍ୱର୍ ପ୍ରଧାନଙ୍କ ରିପୋର୍ଟ୍ ଫୋକସ ପ୍ଲସ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *