କାଚ ଖାଉଥିବା ଯୁବକ, ଭିଡିଓ ହେଉଛି ଭାଇରାଲ

କାଚ ଖାଉଥିବା ଯୁବକ, ଭିଡିଓ ହେଉଛି ଭାଇରାଲ

ଫୋକସ ପ୍ଲସ ୧୧/୬/୨୨ (ଖୋର୍ଦ୍ଧା):ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ବଡ଼ପୋଖରିଆ ପଞ୍ଚାୟତ କଣ୍ଠପୁର ପାଟଣା ଗ୍ରାମର ବାଲୁକା ଶିଳ୍ପୀ ଉମାକାନ୍ତ ରଣସିଙ୍ଗ ସବୁବେଳେ ଓଡ଼ିଶାର ପର୍ବପର୍ବାଣିରେ ବିଭିନ୍ନ ରଙ୍ଗ ବେରଙ୍ଗର ଚିତ୍ର ବାଲିରେ ତିଆରି କରି ଅନେକ କ୍ଷେତ୍ରରେ ସମ୍ମାନିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ମଧ୍ୟ ଅନେକ ଚିତ୍ର ଆଙ୍କି ନଜରକୁ ଆସିଛନ୍ତି । ଶେଷରେ ସରକାରଙ୍କର କୌଣସି ସହାୟତା ନପାଇ ବିଫଳ ହୋଇଛନ୍ତି ।ସେହିଭଳି ଆଜି ବାଲୁକା ଶିଳ୍ପୀ ଉମାକାନ୍ତଙ୍କ ଆଉ ଏକ କାଚ ଖାଉଥିବା ଭିଡ଼ିଓ ଭାଇରାଲ କରିଥିବା ନଜରକୁ ଆସିଛି । କଣ୍ଠପୁର ପାଟଣା ଗ୍ରାମର ଯୁବକ ଜଣକ ପ୍ରଥମ ଥର ପାଇଁ କାଚ ଖାଉଥିବା ଭିଡ଼ିଓ ଟିକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଆଶ୍ଚର୍ଯ୍ୟ ହୋଇଛନ୍ତି ବୁଦ୍ଧିଜୀବି ମାନେ ଏବଂ କାଚ ଖାଉଥିବା ଭିଡ଼ିଓ ଉପରେ ମତ ପ୍ରକାଶ କରିଛନ୍ତି ନିଜେ ବାଲୁକା ଶିଳ୍ପୀ ଉମାକାନ୍ତ ରଣସିଙ୍ଗ ।

ଖୋର୍ଦ୍ଧା ଟାଙ୍ଗିରୁ ସୁଧୀର କୁମାର ବେହେରାଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଯାପିତ

ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଯାପିତ

ଫୋକସ ପ୍ଲସ (ଢେଙ୍କାନାଳ) ୦୭/୦୭/୨୦୨୨: କାମାକ୍ଷାନଗର ଉପଖଣ୍ଡ ଅଧିନସ୍ତ କଙ୍କଡ଼ାହାଡ଼ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପୋଷ୍ୟ ଗ୍ରାମ ଆଖୁପାଳ ଠାରେ ଚାଲିଥିବା ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଗୁରୁବାର…
ଅଭାବୀ ପରିବାରରେ ମେଧାବୀ ଛାତ୍ର

ଅଭାବୀ ପରିବାରରେ ମେଧାବୀ ଛାତ୍ର

ଫୋକସ ପ୍ଲସ (ଭୁବନ) ୦୭/୦୭/୨୦୨୨: ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି ଏକ ଅଭାବି ପରିବାରର ଛାତ୍ର ଓମ ପ୍ରକାଶ ସାହୁ । ବହୁତ ଅଭାବ ଅନଟନ ରେ…
ଭଦ୍ରକ ମହାବିଦ୍ୟାଳୟ ରେ ୭୫ତମ ପ୍ରତିଷ୍ଠା ଦିବସ

ଭଦ୍ରକ ମହାବିଦ୍ୟାଳୟ ରେ ୭୫ତମ ପ୍ରତିଷ୍ଠା ଦିବସ

ଫୋକସ ପ୍ଲସ (ଭଦ୍ରକ) ୦୭/୦୭/୨୦୨୨: ଭଦ୍ରକ କଲେଜରେ ୭୫ତମ ପ୍ରତିଷ୍ଠା ଦିବସ ପାଳିତ ଭଦ୍ରକ ଜିଲ୍ଲା ତଥା ଓଡ଼ିଶାର ଦ୍ଵିତୀୟ ସର୍ବବୃହତମ ମହାବିଦ୍ୟାଳୟ ଭଦ୍ରକ କଲେଜ ଆଜି ପାଳନ…

Leave a Reply

Your email address will not be published.