ସୀମାନ୍ତରେ ପୁଣି ଆନ୍ଦ୍ର ଅଧିକାରୀଙ୍କ ଅନୁପ୍ରବେଶ

ସୀମାନ୍ତରେ ପୁଣି ଆନ୍ଦ୍ର ଅଧିକାରୀଙ୍କ ଅନୁପ୍ରବେଶ

ଫୋକସ ପ୍ଲସ ୧୦/୬/୨୨ (କୋରାପୁଟ):ତାଙ୍କର କାର୍ଯ୍ୟଲକ୍ଷ କୁ ଭଣ୍ଡୁର କଲେ ଜିଲ୍ଲାପରିଷଦ ଟୀକାଇ lହେଲା କଥା କୋଟାକୋଟି ପରେ ଆନ୍ଦ୍ର ଅଧିକାରୀ ଲାଙ୍ଗୁଡ଼ ଟେକି ପଳାଇଥିବା ସୂଚନା ଦେଲେ ଟୀକାଇ ଏଭଳି ଘଟଣାଟି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନର୍ଗତ ନୁଆଁଗାଁ ପଂଚାୟତ ଅଧିନରେ ଥିବା ସୀମାନ୍ତ ଅଞ୍ଚଳ ଗାଲିଗାବଦର ଠାରେ ଦେଖିବାକୁ ମିଳିଛି l ପଟ୍ଟାଙ୍ଗି ବ୍ଲକ ଅନେକ ସମୟରେ ସୀମାନ୍ତ ଅଞ୍ଚଳମାନଙ୍କୁ ନେଇ ଚୋର୍ଚ୍ଚାରେ ରହିଆସୁଛି |ତାହା ବିବାଦୀୟ କୋଟିଆ ହେଉ କି ସମ୍ବାଇ ସୁନାବେଡା ହେଉ ଏଭଳି ଆନ୍ଦ୍ରର ଲୋଲୁପ ଦୃଷ୍ଟି ସବୁବେଳେ ରହିଛି ସୀମାନ୍ତ ଉପରେ ପୁଣି ଥରେ ବର୍ତ୍ତମାନ ଦେଖିବାକୁ ମିଳିଛି ଆନ୍ଦ୍ର ଅଧିକାରୀମାନେ ଲୁଚିଲୁଚି ସୀମାନ୍ତ ଅଞ୍ଚଳ ଗାଲିଗାବଦର ରେ ପହଂଚି ନାନା ପ୍ରକାର ଯନ୍ତ୍ରପାତି ଧରି ଅନେକ ଅଧକାରୀ ମାନେ କାଯ୍ୟକ୍ରମ ଆରମ୍ଭ କରିଥିଲେ ଏହି ସମୟରେ କୌଣସି ଏକ ସୁତ୍ରରୁ ଖବର ପାଇ ପଟ୍ଟାଙ୍ଗି ଜୋନ -୧ ଜିଲ୍ଲାପରିଷଦ ପହଂଚି ଆନ୍ଦ୍ର ଅଧିକରିଙ୍କ କାଯ୍ୟ କୁ କରିଥିଲେ ଭଣ୍ଡୁର ପରେ ଏହି ସବୁ ବିଷୟ ମାନଙ୍କୁ ନେଇ ଉଭୟ ମଧ୍ୟରେ ହୋଇଥିଲା କଥା କୋଟାକୋଟି ଆଉ ସେହି ସମୟରେ ହି ଆନ୍ଦ୍ର ଅଧିକାରୀ ମାନେ ପଳାୟନ କରିଥିବା ସୂଚନା ରହିଛି l ସବୁବେଳେ ସୀମାନ୍ତ ଅଞ୍ଚଳରେ ଆନ୍ଦ୍ର ଅଧିକାରୀ ଙ୍କ ଅନୁପ୍ରବେଶ କୁ ନେଇ ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ସମେତ ରାଜ୍ୟ ସରକାର କାହିଁକି ଚୁପ ବସିଛନ୍ତି ତାହା ପ୍ରଶ୍ନବାଚି ସୃଷ୍ଟି କରୁଛି ପଟ୍ଟାଙ୍ଗି ବ୍ଲକ ଏବଂ ଅଞ୍ଚଳବାସୀଙ୍କ ମନରେ କେବେ ଆଉ କେଉଁ ଦିନ ସୀମାବିବାଦର ଅନ୍ତ ହେବ ଦେଖିବାକୁ ବାକି ରହିଲା |

କୋରାପୁଟ ରୁ ଜିଲ୍ଲାପ୍ରତିନିଧି କୁନା ଖରା ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଫୋକସ ପ୍ଲସ (ଦଶମନ୍ତପୁର) ୦୫/୦୭/୨୦୨୨: ଜଣେ ଅସହାୟ ବୃଦ୍ଧାଙ୍କ ଆଧାର କାର୍ଡ ନଥିବା ରୁ ଏକ ବର୍ଷ ହେଲା ପଞ୍ଚାୟତ ପକ୍ଷରୁ ଭତ୍ତା ଟଙ୍କା ଦିଆ ଯାଉନ ଥିବା…
ଜମି ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ

ଜମି ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ

ଫୋକସ ପ୍ଲସ (ଗଜପତି) ୦୫/୦୭/୨୦୨୨: ଗଜପତି ଜିଲ୍ଲା ମୋହନା ବ୍ଲକରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସରକାରୀ ଜମିକୁ ନେଇ ବାଦ ବିବାଦ ଓ ରକ୍ତାକ୍ତ ସଂଘର୍ଷ।…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯.୩୬ କୋଟି ଟଙ୍କା ମଞ୍ଜୁର

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯.୩୬ କୋଟି ଟଙ୍କା ମଞ୍ଜୁର

ଫୋକସ ପ୍ଲସ (ଭୁବନେଶ୍ୱର) ୦୫/୦୭/୨୦୨୨: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ…

Leave a Reply

Your email address will not be published.