ଗଜପତିଙ୍କ ସରଣ ପଶିଲେ ଶିଶୁପାଳ

ଗଜପତିଙ୍କ ସରଣ ପଶିଲେ ଶିଶୁପାଳ

ଫୋକସ ପ୍ଲସ ୧୨/୬/୨୨(ପୁରୀ): ରୁକ୍ମିଣୀଙ୍କୁ ବିବାହ ବେଦୀରୁ ଶ୍ରୀଜଗନ୍ନାଥ ହରଣ କରିଲା ପରେ ଗଜପତିଙ୍କ ସରଣ ପଶିଲେ ଶିଶୁପାଳ ।।। ଆଜି ପବିତ୍ର ରୁକ୍ମିଣୀ ହରଣ ତିଥିରେ ମା ରୁକ୍ମିଣୀଙ୍କ ସହିତ ଶିଶୁପାଳଙ୍କର ବିବାହ ଉର୍ଷବ ଚାଲିଥିବା ସମୟରେ ମହାପ୍ରଭୁ ଜଗନ୍ନାଥ ଶିଶୁପାଳଙ୍କୁ ବାନ୍ଧି ମା ରୁକ୍ମିଣୀଙ୍କୁ ହରଣ କରି ନେଇ ଚାଲିଯାଇଥିଲେ। ବଡଭାଇ ବଳଭଦ୍ର ଶିଶୁପାଳଙ୍କୁ ବନ୍ଧନମୁକ୍ତ କରିବା ପରେ ଶିଶୁପାଳ ଆସି ରାଜଉଆସରେ ମହାରାଣୀଙ୍କୁ ନିଜର ଦୁଃଖ ପ୍ରକାଶ କରିଥିଲେ।

ପୁରୀରୁ ଜଗବନ୍ଧୁ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *