ଗଜପତିଙ୍କ ସରଣ ପଶିଲେ ଶିଶୁପାଳ

ଗଜପତିଙ୍କ ସରଣ ପଶିଲେ ଶିଶୁପାଳ

ଫୋକସ ପ୍ଲସ ୧୨/୬/୨୨(ପୁରୀ): ରୁକ୍ମିଣୀଙ୍କୁ ବିବାହ ବେଦୀରୁ ଶ୍ରୀଜଗନ୍ନାଥ ହରଣ କରିଲା ପରେ ଗଜପତିଙ୍କ ସରଣ ପଶିଲେ ଶିଶୁପାଳ ।।। ଆଜି ପବିତ୍ର ରୁକ୍ମିଣୀ ହରଣ ତିଥିରେ ମା ରୁକ୍ମିଣୀଙ୍କ ସହିତ ଶିଶୁପାଳଙ୍କର ବିବାହ ଉର୍ଷବ ଚାଲିଥିବା ସମୟରେ ମହାପ୍ରଭୁ ଜଗନ୍ନାଥ ଶିଶୁପାଳଙ୍କୁ ବାନ୍ଧି ମା ରୁକ୍ମିଣୀଙ୍କୁ ହରଣ କରି ନେଇ ଚାଲିଯାଇଥିଲେ। ବଡଭାଇ ବଳଭଦ୍ର ଶିଶୁପାଳଙ୍କୁ ବନ୍ଧନମୁକ୍ତ କରିବା ପରେ ଶିଶୁପାଳ ଆସି ରାଜଉଆସରେ ମହାରାଣୀଙ୍କୁ ନିଜର ଦୁଃଖ ପ୍ରକାଶ କରିଥିଲେ।

ପୁରୀରୁ ଜଗବନ୍ଧୁ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…
ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ଫୋକସ ପ୍ଲସ (ଆଠମଲ୍ଲିକ) ୦୭/୦୭/୨୦୨୨: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଷୋଳପଦା ଅଂଚଳ ଆମ୍ବାସରମୁଣ୍ଡା ସେବା ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ଭୋଟ ମତଦାନ ଦିବସରେ ରେ ଗଗନ ବିହାରୀ…

Leave a Reply

Your email address will not be published.